ଦୁର୍ଘଟଣାଭାରତ୭୨ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ଗୁର୍ଘଟଣାଗ୍ରସ୍ତmahabharatanewsJanuary 15, 2023 by mahabharatanewsJanuary 15, 20230164 ନୂଆଦିଲ୍ଲୀ: ଆଜି ୭୨ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ଏଟିଆର-୭୨ ନେପାଳର ପୋଖରାଠାରେ ଗୁର୍ଘଟଣା ହୋଇଛି । ସୂଚନା ମୁତାବକ ବଡ ଦୁଃଖର ବିଷୟ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ...
ଓଡିଶାଦୁର୍ଘଟଣାକାଳିଯାଇ ଦର୍ଶନ କରିବାକୁ ଗଲା ବେଳେ ଅଘଟଣmahabharatanewsJanuary 14, 2023 by mahabharatanewsJanuary 14, 20230164 ବାଲୁଗାଁ: କାଳିଜାଇରେ ଅଘଟଣ । କାଳିଜାଇଙ୍କ ଦର୍ଶନ ଓ ମକର ମେଳା ଦେଖିବା ପାଇଁ ଯିବା ବେଳେ ଘଟିଛି ଅଘଟଣା । ଯାତ୍ରୀମାନେ ଡଙ୍ଗାରେ ଯାଉଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାଯାଇଛି। ଆଜି...
ଓଡିଶାଦୁର୍ଘଟଣାପୁଣି ଓଲଟିଲା ଯାତ୍ରୀବାହୀ ବସmahabharatanewsJanuary 5, 2023 by mahabharatanewsJanuary 5, 20230196 ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ତପ୍ତପାଣି ଘାଟିରେ ପୁଣି ଓଲଟି ପଡିଲା ଯାତ୍ରୀବାହୀ ବସ । ଏହି ଦୁର୍ଘଟଣାରେ 10ରୁ ଅଧିକ ଆହତ ହୋଇଥିବାର ସୂଚନା ମିଳିଛି । ଦୁର୍ଘଟଣାର ଶିକାର...
ଓଡିଶାଦୁର୍ଘଟଣାରୁଷ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ଦ୍ୱିତୀୟ ଦିନରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚmahabharatanewsDecember 31, 2022 by mahabharatanewsDecember 31, 20220148 ରାୟଗଡ଼ା : ବହୁ ଚର୍ଚ୍ଚିତ ରୁଷ ପର୍ୟ୍ୟଟକ ବ୍ଲାଦିମିର ବିଦାନୋଭ ଓ ଆଣ୍ଟୋଭ ପାଭେଲ ମୃତ୍ୟୁ ଘଟଣା ତଦନ୍ତ ପାଇଁ ରାୟଗଡ଼ା ଠାରେ ଦ୍ବିତୀୟ ଦିନରେ ତଦନ୍ତ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍। କ୍ରାଇମବ୍ରାଞ୍ଚ ଡିଏସପି...
ଦୁର୍ଘଟଣାଅଗ୍ନିକାଣ୍ଡରେ ୧୬ ଜଣ ପ୍ରଣ ହରାଇଥିବା ବେଳେ ୫୦ରୁ ଅଧିକ ଆହତmahabharatanewsDecember 29, 2022 by mahabharatanewsDecember 29, 20220169 ହାନୋଇ : ହୋଟେଲରେ ଲାଗିଛି ଭୟଙ୍କର ନିଆଁ । ଭୟାବହ ଅଗ୍ନିକାଣ୍ଡରେ ୧୬ ଜଣ ପ୍ରଣ ହରାଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ଦକ୍ଷିଣ-ପୂର୍ବ ଏସୀୟ ଦେଶ...
ଓଡିଶାଦୁର୍ଘଟଣାକାଠ ପଡ଼ି ଯିବାରୁ ଚାଲିଗଲା ପତ୍ନୀର ଜୀବନmahabharatanewsDecember 2, 2022 by mahabharatanewsDecember 2, 20220180 କେନ୍ଦୁଝର : ତେଲକୋଇ ଜଙ୍ଗଲରୁ କାଠ ଧରି ଘରକୁ ଫେରୁଥିଲେ , ହେଲେ ବିଧିର ବିଧାନ ଅଲଗା ଥିଲା । ଅଧା ରାସ୍ତାରେ କାଠ ପଡ଼ି ଯିବାରୁ ପତ୍ନୀର ଜୀବନ ଚାଲିଗଲା । ସ୍ବାମୀ...
ଓଡିଶାଦୁର୍ଘଟଣାମୋବାଇଲ ଦୋକାନରେ ବଡ଼ ଧରଣର ଅଗ୍ନିକାଣ୍ଡmahabharatanewsNovember 30, 2022November 30, 2022 by mahabharatanewsNovember 30, 2022November 30, 20220299 ଭୁବନେଶ୍ୱର : ମୋବାଇଲ ଦୋକାନରେ ବଡ଼ ଧରଣର ଅଗ୍ନିକାଣ୍ଡ।ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତି। ବାଣୀବିହାର ଛକରେ ଥିବା ମେଟ୍ରୋ ହାଉସର ଗ୍ରାଉଣ୍ଡ ଫ୍ଲୋର ରେ ଥିବା ମିଲୁ ମୋବାଇଲ ଓ ଇଲୋଟ୍ରନିକ୍ସ ଦୋକାନରେ ଅଗ୍ନିକାଣ୍ଡ।...
ଦୁର୍ଘଟଣାଭାରତକେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ଚାଲିଗଲା ୬ ଜୀବନmahabharatanewsOctober 18, 2022 by mahabharatanewsOctober 18, 20220192 କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ ଶ୍ରଦ୍ଧାଳୁ ଥିବାବେଳେ ୨...
Accidentଓଡିଶାଦୁର୍ଘଟଣାପୁଲିସ ଜିପ୍କୁ ମୁହାଁ ମୁହିଁ ଧକ୍କା ଦେଲା ଟ୍ରକ ; ଦୁଇ ଜଣ ପୁଲିସ କର୍ମଚାରୀ ଆହତmahabharatanewsOctober 8, 2022 by mahabharatanewsOctober 8, 20220300 ବାରିପଦା : ପୁଲିସ ଜିପ୍କୁ ମୁହାଁ ମୁହିଁ ଧକ୍କା ଦେଲା ଟ୍ରକ । ଏ ଘଟଣା ଘଟିଛି ବାରିପଦା ସହର ଉପକଣ୍ଠ ଶାଳବଣି ନିକଟରେ। ଦୁର୍ଘଟଣାରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି...
ଓଡିଶାଦୁର୍ଘଟଣାବାଇକକୁ ଧକ୍କା ଦେଲା କାର ; କାର୍ ଡ୍ରାଇଭର ଓ ବାଇକ ଆରୋହୀ ଗୁରୁତରmahabharatanewsOctober 8, 2022 by mahabharatanewsOctober 8, 20220175 କାମାକ୍ଷାନଗର: ବାଇକ କାର ମୁହାଁ , ମୁହିଁ ଧକ୍କା, କାର୍ ଡ୍ରାଇଭର ଓ ବାଇକ ଆରୋହୀ ଗୁରୁତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩...