ଦେଶ ବିଦେଶଆମେରିକାକୁ ଆସୁଥିବା ସାମଗ୍ରୀ ଉପରେ ୧୦୦% ଶୁଳ୍କ ଲଗାଇବେ ଟ୍ରମ୍ପmahabharatanewsJune 27, 2026 by mahabharatanewsJune 27, 2026032 ଇରାନ ସହିତ ଯୁଦ୍ଧ ସମାପ୍ତ ହେବା ପରେ ଏବେ ବିଶ୍ୱ ବାଣିଜ୍ୟ ବଜାରରେ ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେରିକୀୟ କମ୍ପାନୀଗୁଡ଼ିକ ଉପରେ ଡିଜିଟାଲ୍ ସେବା ଟିକସ...
ଦେଶ ବିଦେଶରାଜନୀତିମୋଦି ସରକାରଙ୍କ ବୈଦେଶିକ ନୀତିକୁ ସୋନିଆଙ୍କ କଠୋର ସମାଲୋଚନାmahabharatanewsJune 27, 2026 by mahabharatanewsJune 27, 2026035 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତି ଉପରେ ତୀବ୍ର ଆକ୍ରମଣ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସୋନିଆ ଗାନ୍ଧୀ ନିଜ ଆର୍ଟିକିଲରେ ଉଲ୍ଲେଖ କରିଛନ୍ତି ଯେ, ଇରାନ ଏବଂ...
ଅପରାଧଦେଶ ବିଦେଶମୁମ୍ବାଇ ଟ୍ରେନ୍ରେ ହୃଦୟ ଥରାଇଦେବା ଘଟଣାmahabharatanewsJune 25, 2026 by mahabharatanewsJune 25, 2026047 ମୁମ୍ବାଇର ଜୀବନରେଖା ଭାବେ ପରିଚିତ ଲୋକାଲ୍ ଟ୍ରେନ୍ରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ସାଧାରଣ ଏକ ଯୁକ୍ତିତର୍କ କିପରି ଜଣେ ଯୁବକଙ୍କ ଜୀବନ ନେଇପାରେ, ତାହାର ଏକ ଦୁଃଖଦ...
bharatଦେଶ ବିଦେଶବିଶ୍ୱଭାରତଆକାଶମାର୍ଗର ଦିଗ ବଦଳାଇ ଭୁଲରେ ପୋଡଶୀ ଦେଶରେ ପ୍ରେବଶ କରିଥିଲା ଭାରତୀୟ ବିମାନ ।mahabharatanewsJune 24, 2026June 24, 2026 by mahabharatanewsJune 24, 2026June 24, 2026040 ନିକଟରେ ଦିଲ୍ଲୀରୁ ଅମୃତସର ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ (AI-479) ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତା’ର ନିର୍ଦ୍ଧାରିତ ପଥରୁ ବାହାରି ପାକିସ୍ତାନୀ ବାୟୁସୀମାରେ ପ୍ରବେଶ କରିଥିଲା। ହସ୍ତଗତ ସୂଚନା ଅନୁଯାୟୀ,...
ଦେଶ ବିଦେଶଆୟାତୋଲ୍ଲା ଅଲି ଖାମେନିଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ମୋଦିଙ୍କୁ ନିମନ୍ତ୍ରଣ…mahabharatanewsJune 24, 2026 by mahabharatanewsJune 24, 2026030 ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି ବୋଲି ବୁଧବାର ଦିନ କୂଟନୈତିକ ସୂତ୍ରରୁ ଜଣାପଡ଼ିଛି।...
ଦେଶ ବିଦେଶମାନବାଧିକାର କର୍ମୀ ଡକ୍ଟର ମହରଙ୍ଗ ବାଲୁଚ୍ ଏବଂ ତାଙ୍କ ସହଯୋଗୀ ସିବଘାତୁଲ୍ଲା ଶାହଙ୍କୁ ଆଜୀବନ କାରାଦଣ୍ଡାଦେଶmahabharatanewsJune 24, 2026 by mahabharatanewsJune 24, 2026044 ପାକିସ୍ତାନ ପୁଣିଥରେ ତାର ନ୍ୟାୟିକ ବ୍ୟବସ୍ଥା ଏବଂ ମାନବାଧିକାର ରେକର୍ଡ ପାଇଁ ଅନ୍ତର୍ଜାତୀୟ ସମାଲୋଚନାର ଶିକାର ହୋଇଛି। ପାକିସ୍ତାନର ଏକ ଆତଙ୍କବାଦ ବିରୋଧୀ କୋର୍ଟ ଦ୍ୱାରା ବାଲୁଚ୍ ମାନବାଧିକାର କର୍ମୀ ଡକ୍ଟର ମହରାଙ୍ଗ ବାଲୁଚ୍...
ଅପରାଧଦେଶ ବିଦେଶରାଜନୀତିଆରଜି କର ପୀଡିତାଙ୍କ ମା’ଙ୍କ ଆଖିରେ ଲୁହ, ନ୍ୟାୟର ଅପେକ୍ଷା ଏବେ ବି ଜାରିmahabharatanewsJune 24, 2026 by mahabharatanewsJune 24, 2026038 ଚର୍ଚ୍ଚାରେ ପୁଣି ଆରଜି କର ମାମଲା ପୀଡିତାଙ୍କୁ କେବେ ମିଳିବ ନ୍ୟାୟ? ଝିଅ ପାଇଁ ମା’ର ଅନନ୍ତ ଅପେକ୍ଷା ବିଧାନସଭାରେ କାନ୍ଦି ପକାଇଲେ ପୀଡିତାଙ୍କ ମା’ ଦୁଇ ବର୍ଷ ପରେ ବି ଅଧୁରା ନ୍ୟାୟ...
ଖେଳଦେଶ ବିଦେଶବିଶ୍ୱଭାରତରାଷ୍ଟ୍ରପତିଙ୍କ ଠାରୁ ସର୍ବୋଚ୍ଚ ସମ୍ମାନ ଗ୍ରହଣ କଲେ ପୂର୍ବତନ କ୍ୟାପଟେନ୍ ରୋହିତ ଶର୍ମା ।mahabharatanewsJune 23, 2026 by mahabharatanewsJune 23, 2026046 ଭାରତର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପ୍ରଦାନ କରାଯାଇଛି । ଭାରତୀୟ କ୍ରିକେଟ୍ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି...
ଦେଶ ବିଦେଶରାଜନୀତିକଂଗ୍ରେସରେ ବଡ଼ ଅଦଳବଦଳ ! ବଦଳିପାରନ୍ତି ଅନେକ ରାଜ୍ୟ ସଭାପତି ଓ ପ୍ରଭାରୀmahabharatanewsJune 23, 2026 by mahabharatanewsJune 23, 2026033 ଆଗାମୀ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ସଂଗଠନରେ ବଡ଼ ଧରଣର ପୁନର୍ଗଠନ ପାଇଁ ପ୍ରସ୍ତୁତି ଚାଲିଥିବା ଖବର ମିଳୁଛି। ଦଳର କେନ୍ଦ୍ରୀୟ ଓ ରାଜ୍ୟ ସ୍ତରରେ ବ୍ୟାପକ ପରିବର୍ତ୍ତନ କରାଯିବା ନେଇ...
ଦେଶ ବିଦେଶରାଜନୀତିଦଳ ମୁଖ୍ୟ ପଦରୁ ମମତାଙ୍କୁ କରିଦେଲେ ବିଦା…mahabharatanewsJune 23, 2026 by mahabharatanewsJune 23, 2026031 ବିଦ୍ରୋହୀ ବିଧାୟକମାନେ ଦଳର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅଧ୍ୟକ୍ଷା ପଦରୁ ହଟାଇ ଦେଇଛନ୍ତି। ବିଦ୍ରୋହୀ ଗୋଷ୍ଠୀର ବୈଠକ ପରେ ବିଧାନସଭାର ବିରୋଧୀ ଦଳ ନେତା ରୀତାବ୍ରତ ବାନାର୍ଜୀ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ...