ଓଡିଶାଦୁର୍ଘଟଣାଦୁର୍ଘଟଣାରେ ଜଳିଗଲା ଟ୍ରଲର, ଚାଲିଗଲା ୨ଜୀବନmahabharatanewsApril 5, 2023 by mahabharatanewsApril 5, 20230125 ଧର୍ମଶାଳା/ ସୌମ୍ୟ ପଣ୍ଡା: ସଡକ ଦୁର୍ଘଟଣାରେ ଚାଲି ଗଲା ୨ଜୀବନ । ଦୁର୍ଘଟଣା ପରେ ଜଳିଗଲା ଟ୍ରଲର। ଘଟଣାସ୍ଥଳରେ ଟ୍ରଲର ଡ୍ରାଇଭର ପେଡି ହୋଇ ମୁତ୍ୟୁ ହୋଇଥିବା ବେଳେ ହେଲପର ମଧ୍ୟ ଗୁରୁତର ଅବସ୍ତାରେ...
ଓଡିଶାଦୁର୍ଘଟଣାପୁରୀ ରେଳ ଷ୍ଟେସନ୍ରେ ଆଜି ପୁରୀ-ଗୁଣୁପୁର ଏକ୍ସପ୍ରେସ୍ ଟ୍ରେନ୍ ଲାଇନ୍ଚ୍ୟୁତmahabharatanewsMarch 28, 2023 by mahabharatanewsMarch 28, 20230139 ପୁରୀ: ପୁରୀ ରେଳ ଷ୍ଟେସନରେ ଅଘଟଣ । ପୁରୀ ରେଳ ଷ୍ଟେସନ୍ରେ ଆଜି ପୁରୀ-ଗୁଣୁପୁର ଏକ୍ସପ୍ରେସ୍ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି। ପ୍ଲାଟଫର୍ମ ନମ୍ବର-୧ରେ ଟ୍ରାକରୁ ଖସି ଯିବାରୁ ସାଇଡ ହୋଇ ରହିଯାଇଛି ପାସେଞ୍ଜର ଟ୍ରେନ...
Accidentଓଡିଶାଦୁର୍ଘଟଣାବାଇକକୁ ପିଟିଲା ଟ୍ରକ, ବାଇକ ଆରୋହୀ ମୃତmahabharatanewsFebruary 15, 2023 by mahabharatanewsFebruary 15, 20230155 ନୂଆପଡା: କୋମନା ଥାନା ଘୋଟସରସ୍ଥିତ ୩୫୩ ଜାତୀୟ ରାଜପଥ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ । ସୂଚନା ଅନୂଯାୟୀ କୋମନା ଥାନା ଘୋଟସର ନିକଟରୁ ଏକ ଟକ୍ର...
ଓଡିଶାଦୁର୍ଘଟଣାହାଇୱା ବସ ଧକ୍କାରେ ୫ ଗୁରୁତର ୨୦mahabharatanewsFebruary 3, 2023 by mahabharatanewsFebruary 3, 20230159 ମୟୁରଭଞ୍ଜ : କରଞ୍ଜିଆ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ହାଇୱା –ବସ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି ।...
ଓଡିଶାଦୁର୍ଘଟଣାନଦୀରେ ଗାଧୋଇବା ହେଲା କାଳ , କୁସେଇ ନଦୀରେ ବୁଡି ଯୁବକ ମୃତmahabharatanewsFebruary 1, 2023February 1, 2023 by mahabharatanewsFebruary 1, 2023February 1, 20230179 କେନ୍ଦୁଝର : ନଦୀରେ ଗାଧେଇବା ହେଲା କାଳ । ଏମିତି ଅଘଟଣ ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦେଓଗାଁ ଗ୍ରାମରେ । ଦେଓଗାଁ ଗ୍ରାମର ବାବୁଆ ମୁଖୀ ନାମକ ଯୁବକ କୁସେଇ ନଦୀକୁ...
ଓଡିଶାଦୁର୍ଘଟଣାଦୋକାନ ଗୃହରେ ଭୟଙ୍କର ଅଗ୍ନିକାଣ୍ଡmahabharatanewsJanuary 19, 2023 by mahabharatanewsJanuary 19, 20230212 କୋରାପୁଟ : ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଦଳେଇଗୁଡା ପଞ୍ଚାୟତର ଜାଳିଆଗୁଡା ଗାଁରେ ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି । ଜାଳିଆଗୁଡା ଗାଁର ଉର୍ଦ୍ଧବ ମଣ୍ଡଳ ତାଙ୍କ ବାପା ଦନପତି ମଣ୍ଡଳଙ୍କ ଦୋକାନ ଗୃହରେ...
ଦୁର୍ଘଟଣାଭାରତ୭୨ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ଗୁର୍ଘଟଣାଗ୍ରସ୍ତmahabharatanewsJanuary 15, 2023 by mahabharatanewsJanuary 15, 20230144 ନୂଆଦିଲ୍ଲୀ: ଆଜି ୭୨ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ଏଟିଆର-୭୨ ନେପାଳର ପୋଖରାଠାରେ ଗୁର୍ଘଟଣା ହୋଇଛି । ସୂଚନା ମୁତାବକ ବଡ ଦୁଃଖର ବିଷୟ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ...
ଓଡିଶାଦୁର୍ଘଟଣାକାଳିଯାଇ ଦର୍ଶନ କରିବାକୁ ଗଲା ବେଳେ ଅଘଟଣmahabharatanewsJanuary 14, 2023 by mahabharatanewsJanuary 14, 20230138 ବାଲୁଗାଁ: କାଳିଜାଇରେ ଅଘଟଣ । କାଳିଜାଇଙ୍କ ଦର୍ଶନ ଓ ମକର ମେଳା ଦେଖିବା ପାଇଁ ଯିବା ବେଳେ ଘଟିଛି ଅଘଟଣା । ଯାତ୍ରୀମାନେ ଡଙ୍ଗାରେ ଯାଉଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାଯାଇଛି। ଆଜି...
ଓଡିଶାଦୁର୍ଘଟଣାପୁଣି ଓଲଟିଲା ଯାତ୍ରୀବାହୀ ବସmahabharatanewsJanuary 5, 2023 by mahabharatanewsJanuary 5, 20230177 ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ତପ୍ତପାଣି ଘାଟିରେ ପୁଣି ଓଲଟି ପଡିଲା ଯାତ୍ରୀବାହୀ ବସ । ଏହି ଦୁର୍ଘଟଣାରେ 10ରୁ ଅଧିକ ଆହତ ହୋଇଥିବାର ସୂଚନା ମିଳିଛି । ଦୁର୍ଘଟଣାର ଶିକାର...
ଓଡିଶାଦୁର୍ଘଟଣାରୁଷ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ଦ୍ୱିତୀୟ ଦିନରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚmahabharatanewsDecember 31, 2022 by mahabharatanewsDecember 31, 20220132 ରାୟଗଡ଼ା : ବହୁ ଚର୍ଚ୍ଚିତ ରୁଷ ପର୍ୟ୍ୟଟକ ବ୍ଲାଦିମିର ବିଦାନୋଭ ଓ ଆଣ୍ଟୋଭ ପାଭେଲ ମୃତ୍ୟୁ ଘଟଣା ତଦନ୍ତ ପାଇଁ ରାୟଗଡ଼ା ଠାରେ ଦ୍ବିତୀୟ ଦିନରେ ତଦନ୍ତ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍। କ୍ରାଇମବ୍ରାଞ୍ଚ ଡିଏସପି...