ଦୁର୍ଘଟଣାଅଗ୍ନିକାଣ୍ଡରେ ୧୬ ଜଣ ପ୍ରଣ ହରାଇଥିବା ବେଳେ ୫୦ରୁ ଅଧିକ ଆହତmahabharatanewsDecember 29, 2022 by mahabharatanewsDecember 29, 20220148 ହାନୋଇ : ହୋଟେଲରେ ଲାଗିଛି ଭୟଙ୍କର ନିଆଁ । ଭୟାବହ ଅଗ୍ନିକାଣ୍ଡରେ ୧୬ ଜଣ ପ୍ରଣ ହରାଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ଦକ୍ଷିଣ-ପୂର୍ବ ଏସୀୟ ଦେଶ...
ଓଡିଶାଦୁର୍ଘଟଣାକାଠ ପଡ଼ି ଯିବାରୁ ଚାଲିଗଲା ପତ୍ନୀର ଜୀବନmahabharatanewsDecember 2, 2022 by mahabharatanewsDecember 2, 20220160 କେନ୍ଦୁଝର : ତେଲକୋଇ ଜଙ୍ଗଲରୁ କାଠ ଧରି ଘରକୁ ଫେରୁଥିଲେ , ହେଲେ ବିଧିର ବିଧାନ ଅଲଗା ଥିଲା । ଅଧା ରାସ୍ତାରେ କାଠ ପଡ଼ି ଯିବାରୁ ପତ୍ନୀର ଜୀବନ ଚାଲିଗଲା । ସ୍ବାମୀ...
ଓଡିଶାଦୁର୍ଘଟଣାମୋବାଇଲ ଦୋକାନରେ ବଡ଼ ଧରଣର ଅଗ୍ନିକାଣ୍ଡmahabharatanewsNovember 30, 2022November 30, 2022 by mahabharatanewsNovember 30, 2022November 30, 20220277 ଭୁବନେଶ୍ୱର : ମୋବାଇଲ ଦୋକାନରେ ବଡ଼ ଧରଣର ଅଗ୍ନିକାଣ୍ଡ।ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତି। ବାଣୀବିହାର ଛକରେ ଥିବା ମେଟ୍ରୋ ହାଉସର ଗ୍ରାଉଣ୍ଡ ଫ୍ଲୋର ରେ ଥିବା ମିଲୁ ମୋବାଇଲ ଓ ଇଲୋଟ୍ରନିକ୍ସ ଦୋକାନରେ ଅଗ୍ନିକାଣ୍ଡ।...
ଦୁର୍ଘଟଣାଭାରତକେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ଚାଲିଗଲା ୬ ଜୀବନmahabharatanewsOctober 18, 2022 by mahabharatanewsOctober 18, 20220175 କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ ଶ୍ରଦ୍ଧାଳୁ ଥିବାବେଳେ ୨...
Accidentଓଡିଶାଦୁର୍ଘଟଣାପୁଲିସ ଜିପ୍କୁ ମୁହାଁ ମୁହିଁ ଧକ୍କା ଦେଲା ଟ୍ରକ ; ଦୁଇ ଜଣ ପୁଲିସ କର୍ମଚାରୀ ଆହତmahabharatanewsOctober 8, 2022 by mahabharatanewsOctober 8, 20220162 ବାରିପଦା : ପୁଲିସ ଜିପ୍କୁ ମୁହାଁ ମୁହିଁ ଧକ୍କା ଦେଲା ଟ୍ରକ । ଏ ଘଟଣା ଘଟିଛି ବାରିପଦା ସହର ଉପକଣ୍ଠ ଶାଳବଣି ନିକଟରେ। ଦୁର୍ଘଟଣାରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି...
ଓଡିଶାଦୁର୍ଘଟଣାବାଇକକୁ ଧକ୍କା ଦେଲା କାର ; କାର୍ ଡ୍ରାଇଭର ଓ ବାଇକ ଆରୋହୀ ଗୁରୁତରmahabharatanewsOctober 8, 2022 by mahabharatanewsOctober 8, 20220155 କାମାକ୍ଷାନଗର: ବାଇକ କାର ମୁହାଁ , ମୁହିଁ ଧକ୍କା, କାର୍ ଡ୍ରାଇଭର ଓ ବାଇକ ଆରୋହୀ ଗୁରୁତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩...
ଦୁର୍ଘଟଣାଭାରତସ୍ଖଳନର ଶିକାର ହୋଇଛି ଭାରତୀୟ ସେନାର ବାହାନmahabharatanewsOctober 7, 2022 by mahabharatanewsOctober 7, 20220175 ସ୍ଖଳନର ଶିକାର ହୋଇଛି ଭାରତୀୟ ସେନାର ବାହାନ ଲଦ୍ଦାଖରେ ଭୂସ୍ଖଳନର ଶିକାର ହୋଇଛି ଭାରତୀୟ ସେନାର ବାହାନ । ସେନାର ଏକ ଦଳ ଯାଉଥିବାବେଳେ ଭୂସ୍ଖଳନ ଘଟି ସେନାର ୩ଟି ଗାଡି ମାଟି ତଳେ...
ଓଡିଶାଦୁର୍ଘଟଣାମର୍ମନ୍ତୁତ ସଡକ ଦୁର୍ଘଟଣା; ଜଣେ ମୃତ , ୩ ଗୁରୁତରmahabharatanewsOctober 6, 2022 by mahabharatanewsOctober 6, 20220160 ସାଲେପୁର//ଜ୍ୟୋସ୍ନା ରାଣୀ ସିଂହ: ମର୍ମନ୍ତୁତ ସଡକ ଦୁର୍ଘଟଣା; ଜଣେ ମୃତ , ୩ ଗୁରୁତର । ଏ ଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା-ଜଇପୁର ରାସ୍ତା ର ଲୁଣା...
Accidentଓଡିଶାଦୁର୍ଘଟଣାପୋଖରୀରେ ବୁଡି ଯୁବକର ମୃତmahabharatanewsSeptember 29, 2022 by mahabharatanewsSeptember 29, 20220162 ବରୀ/ ସତ୍ୟଜିତ ବାରିକ : ଶୌଚ ହେବାକୁ ଯାଇ ପୋଖରୀରେ ବୁଡି ଯୁବ ବ୍ୟବସାୟୀଙ୍କ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ କିମ୍ଭିରିଆପାଳ ପଞ୍ଚାୟତ କୁଆଖିଆ ଥାନା...
ଓଡିଶାଦୁର୍ଘଟଣାଟ୍ରକ ଧକ୍କାରେ ସ୍ତ୍ରୀ ମୃତ , ସ୍ୱାମୀ, ଦିଅର ଆହତmahabharatanewsSeptember 28, 2022 by mahabharatanewsSeptember 28, 20220247 କେନ୍ଦୁଝର/ ବିଜୟ କୁମାର କରୁଆ : ଅଜଣା ଟ୍ରକ ଧକ୍କାରେ ମହିଳା ମୃତ , ଦୁଇ ଆହତ ।ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର...