Accidentଓଡିଶାଦୁର୍ଘଟଣାପୋଖରୀରେ ବୁଡି ଯୁବକର ମୃତmahabharatanewsSeptember 29, 2022 by mahabharatanewsSeptember 29, 20220167 ବରୀ/ ସତ୍ୟଜିତ ବାରିକ : ଶୌଚ ହେବାକୁ ଯାଇ ପୋଖରୀରେ ବୁଡି ଯୁବ ବ୍ୟବସାୟୀଙ୍କ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ କିମ୍ଭିରିଆପାଳ ପଞ୍ଚାୟତ କୁଆଖିଆ ଥାନା...
ଓଡିଶାଦୁର୍ଘଟଣାଟ୍ରକ ଧକ୍କାରେ ସ୍ତ୍ରୀ ମୃତ , ସ୍ୱାମୀ, ଦିଅର ଆହତmahabharatanewsSeptember 28, 2022 by mahabharatanewsSeptember 28, 20220254 କେନ୍ଦୁଝର/ ବିଜୟ କୁମାର କରୁଆ : ଅଜଣା ଟ୍ରକ ଧକ୍କାରେ ମହିଳା ମୃତ , ଦୁଇ ଆହତ ।ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର...
Accidentଓଡିଶାଦୁର୍ଘଟଣାପିଲା ସ୍କୁଲ ଯାଉଥିବା ବେଳେ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତmahabharatanewsSeptember 22, 2022 by mahabharatanewsSeptember 22, 20220164 କଟକ : ପିଲା ସ୍କୁଲ ଯାଉଥିବା ବେଳେ , ଗଛରେ ପିଟି ହେଲା ବସ୍। ଏଭଳି ଘଟିଛି କଟକ ସିଡିଏ-୮ ଅଭିମୁଖେ ଯାଉଥିବା ସମୟରେ । ବସ୍ରେ ପ୍ରାୟ ୩୦ ପିଲା ଥିବା ବେଳେ...
Accidentଓଡିଶାଦୁର୍ଘଟଣାମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭାରସାମ୍ୟ ହରାଇ ଓଲଟିଲା ବସmahabharatanewsSeptember 20, 2022 by mahabharatanewsSeptember 20, 20220203 ଯାଜପୁର: ଭାରସାମ୍ୟ ହରାଇ ଓଲଟିଲା ବସ, ୧୯ ଜଣ ଆହତ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ସାହାପୁର ନିକଟରେ। ବସ୍ର ସମସ୍ତ...
ଦୁର୍ଘଟଣାଭାରତଉତ୍ତରପ୍ରଦେଶରେ ବର୍ଷାର ତାଣ୍ଡବ ଲୀଳା, କାନ୍ଥ ଭୁଷୁଡି ୧୨ ଜଣଙ୍କ ମୃତ୍ୟୁmahabharatanewsSeptember 16, 2022 by mahabharatanewsSeptember 16, 20220185 ୟୁପି: ବର୍ତ୍ତମାନ ବାଙ୍ଗାଲୋର ପରେ ଉତ୍ତରପ୍ରଦେଶରେ ବର୍ଷାର ତାଣ୍ଡବ ଲୀଳା ଦେଖିବାକୁ ମିଳିଛି। ବର୍ଷା ବିତ୍ପାତ ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବର୍ଷା ବିତ୍ପାତ ଫଳରେ ବିଭିନ୍ନ ସ୍ଥାନରେ ଘରର ଛାତ ଭୁଷୁଡି...
Accidentଓଡିଶାଦୁର୍ଘଟଣାବାଇକକୁ ଧକ୍କା ଦେଲା ବସ ; ଜଣେ ମୃତ, ଜଣେ ଗୁରୁତରmahabharatanewsSeptember 14, 2022 by mahabharatanewsSeptember 14, 20220164 ଗଞ୍ଜାମ ଜିଲ୍ଲା/ ରଜନୀକାନ୍ତ ପାତ୍ର: ବସ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ତନରଡ଼ା ଠାରୁ ନୂଆଗାଁ ମଧ୍ୟ...
ଓଡିଶାଦୁର୍ଘଟଣାସିକନ୍ଦରାବାଦରେ ଭୟାଭୟ ଅଗ୍ନିକାଣ୍ଡ, ଓଡି଼ଆ ଦମ୍ପତ୍ତିଙ୍କ ମୃତ୍ୟୁmahabharatanewsSeptember 13, 2022 by mahabharatanewsSeptember 13, 20220196 ସିକନ୍ଦରାବାଦ: ହାଇଦ୍ରାବାଦ ସ୍ଥିତ ସିକନ୍ଦରାବାଦରେ ଭୟାଭୟ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଏଥିରେ ଓଡି଼ଆ ଦମ୍ପତ୍ତିଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ସିକନ୍ଦରାବାଦରେ ଏକ ଇଲେକ୍ଟ୍ରି ସ୍କୁଟର ସୋ ରୁମରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବାହିନୀ...
Accidentଓଡିଶାଦୁର୍ଘଟଣାକ୍ୟାରମ ଖେଳୁଥିବା ବେଳେ ହଠାତ୍ ଛାତରୁ ଡେଇଁ ପଡିଲେ ଫାୟାରମ୍ୟାନ୍mahabharatanewsSeptember 13, 2022 by mahabharatanewsSeptember 13, 20220163 ଢେଙ୍କାନାଳ : କ୍ୟାରମ ଖେଳୁଥିବା ବେଳେ ହଠାତ୍ ଉଠି ପଳାଇଲେ ଫାୟାରମ୍ୟାନ୍ । ଏହାପରେ କେହି କିଛି ଭାବିବା ପୂର୍ବରୁ ଛାତକୁ ଯାଇ ଡେଇଁ ପଡ଼ିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଦେଖଣାଳ ଜିଲ୍ଲାରେ।...
ଓଡିଶାଦୁର୍ଘଟଣାବସ ଦୁର୍ଘଟଣାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତରmahabharatanewsSeptember 13, 2022 by mahabharatanewsSeptember 13, 20220175 ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ : ବସ ଦୁର୍ଘଟଣାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର। ଏଭଳି ଘଟଣା ଘଟିଛି କଟକ-ଚାନ୍ଦବାଲି ରାସ୍ତାର ଜଗତପୁର ଥାନା ପଦ୍ମପୁର ବଜାର ନିକଟ ଜଗନ୍ନାଥ ବଜାରରେ। ଗତ ସଂଧ୍ୟାରେ...
ଓଡିଶାଦୁର୍ଘଟଣାଟ୍ରକ ପଛକୁ ଧକ୍କା ଦେଇ, ଡମ୍ପର ଚାଳକ ଗୁରୁତରmahabharatanewsSeptember 10, 2022 by mahabharatanewsSeptember 10, 20220179 (ଅଜିତ କୁମାର ସାହୁ /ଜଳେଶ୍ଵର): 60 ନମ୍ବର ଜାତୀୟ ରାଜପଥ, ବସ୍ତା ଥାନା ଜୁଣ ବଳଦା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜଳେଶ୍ଵରରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ଡମ୍ପରଟି, ଯୁଣବଳଦା ନିକଟେ ଛିଡା...