ଦୁର୍ଘଟଣାଦେଶ ବିଦେଶବିମାନର ଜରୁରୀକାଳୀନ ଅବତରଣ ବେଳେ ଅନେକ ଗାଡ଼ି ସହିତ ଧକ୍କାmahabharatanewsFebruary 10, 2026 by mahabharatanewsFebruary 10, 2026012 ଆମେରିକାର ଜର୍ଜିଆ ରାଜ୍ୟରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ଜରୁରୀକାଳୀନ ଅବତରଣ ସମୟରେ ଏକ ଛୋଟ ବିମାନର ଜରୁରୀକାଳୀନ ଅବତରଣବେଳେ ଅନେକ ଗାଡ଼ି ସହିତ ଧକ୍କା ହୋଇଥିବା ଜଣାପଡିଛି...
ଓଡିଶାଦୁର୍ଘଟଣାଲାଇନଚ୍ୟୁତ ହୋଇଗଲା ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍mahabharatanewsFebruary 5, 2026 by mahabharatanewsFebruary 5, 2026011 ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଜଖପୁରା ରେଳ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ । ଲାଇନଚ୍ୟୁତ ହୋଇ ଟ୍ରାକ୍ରୁ ୩ଟି ବଗି ଖସି ପଡ଼ିଛି । ଟ୍ରେନର ଇଂଜିନ ଓ...
ଓଡିଶାଦୁର୍ଘଟଣାବ୍ରହ୍ମପୁରରେ ଭୟଙ୍କର ସଡକ ଦୁର୍ଘଟଣାmahabharatanewsJanuary 31, 2026 by mahabharatanewsJanuary 31, 2026019 ବ୍ରହ୍ମପୁରରେ ଭୟଙ୍କର ସଡକ ଦୁର୍ଘଟଣା। ରଙ୍ଗ ସାଇଡରେ ଆସି ସିରିଜ ଦୁର୍ଘଟଣା ଘଟାଇଲା ଟ୍ରକ୍। ହଳଦିଆପଦର ଓଭରବ୍ରିଜରେ ୩ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍। ଘଟଣାସ୍ଥଳରେ ଚାଲିଗଲା ୫ ବାଇକ୍ ଆରୋହୀଙ୍କ ଜୀବନ। ଖବର...
ଓଡିଶାଦୁର୍ଘଟଣାବୌଦ୍ଧ ମନମୁଣ୍ଡା ତେଲ ନଦୀ ସେତୁ ଉପରେ ବାଇକ ଓ ବୁଲେଟ ଦୁର୍ଘଟଣାmahabharatanewsJanuary 30, 2026 by mahabharatanewsJanuary 30, 2026019 ବୌଦ୍ଧ ମନମୁଣ୍ଡା ତେଲ ନଦୀ ସେତୁ ଉପରେ ବାଇକ ଓ ବୁଲେଟ ଦୁର୍ଘଟଣା। ଦୁର୍ଘଟଣା ରେ ଦୁଇ ଗୁରୁତର। ସୂଚନା ମତେ ଗତକାଲି ମନମୁଣ୍ଡା ଅସୁରଗଡ଼ ଲୋକ ମହୋତ୍ସବ ଚାଲିଥିବା ବେଳେ ଜନ ଗହଳି...
ଓଡିଶାଦୁର୍ଘଟଣାସୁନ୍ଦରପଦା ନିୟୁ ଆଜାଦ୍ ନଗରରେ ବୋମା ବିସ୍ଫୋରଣmahabharatanewsJanuary 27, 2026January 27, 2026 by mahabharatanewsJanuary 27, 2026January 27, 2026017 ସୁନ୍ଦରପଦା ନିୟୁ ଆଜାଦ୍ ନଗରରେ ବୋମା ବିସ୍ଫୋରଣ। ଛାତ ଉପରେ ବିସ୍ଫୋରଣ ହେଲା ବୋମା। ବୋମା ଭିଡ଼ିବା ବେଳେ ହେଲା ବିସ୍ଫୋରଣ। ବୋମା ବିସ୍ଫୋରଣରେ ୫ଜଣ ଆହତ। ଆହତଙ୍କ ମଧ୍ୟରୁ ତିନିଜଣ ମହିଳା। ଘଟଣା...
ଦୁର୍ଘଟଣାଦେଶ ବିଦେଶମେକ୍ସିକୋରେ ଫୁଟବଲ ମ୍ୟାଚ୍ ସମୟରେ ଆଖିବୁଜା ଗୁଳିମାଡ଼mahabharatanewsJanuary 26, 2026 by mahabharatanewsJanuary 26, 2026022 ମେକ୍ସିକୋର ଗୁଆନାଜୁଆତେ ରାଜ୍ୟ ସ୍ଥିତ ସଲମାଙ୍କା ସହରରେ ଫୁଟବଲ ମ୍ୟାଚ୍ ସମୟରେ ଆଖିବୁଜା ଗୁଳିମାଡ଼ । ମେକ୍ସିକୋର କେନ୍ଦ୍ରୀୟ ରାଜ୍ୟ ଗୁଆନାଜୁଆଟୋର ଏକ ଫୁଟବଲ୍ ପଡ଼ିଆରେ କିଛି ପୁରୁଷ ଗୁଳି ଚଳାଇବାରୁ ଅତି କମରେ ୧୧ ଜଣଙ୍କର...
ଓଡିଶାଦୁର୍ଘଟଣାଭାରତସାତକୋଶିଆ ରେଞ୍ଜ ଅଞ୍ଚଳ ରେ ୫ ଗୋରୁ କୁ ମାରିଲା ବାଘmahabharatanewsJanuary 23, 2026 by mahabharatanewsJanuary 23, 2026020 କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନ୍ୟପ୍ରାଣୀ ରେଞ୍ଜ ଅଞ୍ଚଳରେ ବାଘ ଆକ୍ରମଣ କରି ୫ ଟି ଗୋରୁ କୁ ମାରିଥିବା ର ଜଣା ପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଭାଲିଆ ଡାଳ ଗ୍ରାମ କିସୁନ...
ଦୁର୍ଘଟଣାଦେଶ ବିଦେଶବିଶ୍ୱଭାରତଯୋଗାଯୋଗଉତ୍ତରପ୍ରଦେଶର ପ୍ରୟାଗରାଜରେ ଦୁର୍ଘଟଣା ଗସ୍ତ ହେଲା ଟ୍ରେନିଂ ବିମାନ ।mahabharatanewsJanuary 21, 2026 by mahabharatanewsJanuary 21, 2026026 ପୋଖରୀରେ ଖସିପଡିଲା ବିମାନ । ଅଳ୍ପକେ ଟଳିଗଲା ବଡ ଅଘଟଣ । ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଏକ ବଢ ଅଘଟଣ ଘଟିଛି ଯେଉଁଥିରେ ସେନାର ଏକ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି।...
ଓଡିଶାଦୁର୍ଘଟଣାପଳାଶୁଣୀ ଛକରେ ପୁଣି ଦୁର୍ଘଟଣା, କାର୍ ଉପରେ ଚଢ଼ିଗଲା କାର୍mahabharatanewsJanuary 19, 2026 by mahabharatanewsJanuary 19, 2026020 ପଳାଶୁଣୀ ଛକରେ ପୁଣି ଦୁର୍ଘଟଣା। କାର୍ ଉପରେ ଚଢ଼ିଗଲା କାର୍। ଅଳ୍ପକେ ବର୍ତିଲେ ଦୁଇ କାର୍ ଚାଳକ। କାର୍ ଉପରେ କାର୍ ଚଢିବାରୁ ଜଣେ ଚାଳକ ଆହତ। କଟକ ରୁ ଆସୁଥିବା ଦ୍ରୁତଗାମୀ ବ୍ରେଜା...
ଓଡିଶାଦୁର୍ଘଟଣାପାରାଦୀପ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣାmahabharatanewsJanuary 15, 2026 by mahabharatanewsJanuary 15, 2026021 ପାରାଦୀପ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଲୁନା କୁ ପିଟିଲା କାର୍। ଘଟଣା ସ୍ଥଳରେ ଲୁନା ଚାଳକଙ୍କ ଚାଲିଗଲା ଜୀବନ। କାର୍ ରେ ଥିବା ଦୁଇଜଣ...