୫ଜି ସ୍ପେକ୍ଟ୍ରମ୍ ନିଲାମ: ଚତୁର୍ଥ ଦିନରେ ୧.୪୯ ଲକ୍ଷ କୋଟି ପର୍ୟ୍ୟନ୍ତ ଟେଣ୍ଡର
ନୂଆଦିଲ୍ଲୀ: ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା ପାଇବାକୁ ହେଲେ ପଞ୍ଚମ ପୀଢିର ସ୍ପେକ୍ଟ୍ରମକୁ ନିଲାମ କରାଯାଉଛି। ଏହାର ନିଲାମରେ ଭଲ ପ୍ରତିକ୍ରିୟା ମିଳୁଛି। ସେଥିପାଇଁ ଏପର୍ୟ୍ୟନ୍ତ ଆୟୋଜିତ ହୋଇଥିବା ୧୬ ରାଉଣ୍ଡରେ ମୋଟ ୧,୪୯,୬୨୩...
