ଅପରାଧଓଡିଶାମିନି ଷ୍ଟାଡିୟମରେ ରେଡ୍ ବେଳେ ବ୍ରାଉନ ସୁଗାର ସହ ବନ୍ଧୁକ ଜବତmahabharatanewsNovember 25, 2025 by mahabharatanewsNovember 25, 2025026 ଅନୁଗୋଳ ଟାଉନ ପୋଲିସକୁ ମିଳିଛି ସଫଳତା । ମଙ୍ଗଳବାର ସକାଳୁ ବ୍ରାଉନ ସୁଗାର ସହ ବନ୍ଧୁକ ଜବତ । ରେଡ୍ ବେଳେ ୩ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ସୂଚନା ଅନୁଯାୟୀ,...
ଅପରାଧଓଡିଶାପୁରୀ ପୋଲିସ ହାତରେ ୨ ବାଇକ ଲୁଟେରାmahabharatanewsNovember 24, 2025 by mahabharatanewsNovember 24, 2025018 ଅପରେସନ ଚକ୍ର ଜରୀଆରେ ଅପରାଧକୁ ନିୟନ୍ତ୍ରଣ କରିବାରେ ପୁରୀ ପୁଲିସକୁ ଅନେକ ସଫଳତା ମିଳିଛି। ତେବେ ପୁରୀ ସହରର ବିଭିନ୍ନ ଅଞ୍ଚଳରୁ ଭକ୍ତ, ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ବାଇକ୍ ଲୁଟ୍ କରୁଥିବା ଏକ...
ଅପରାଧଓଡିଶାବାଳିକା ହଷ୍ଟେଲରୁ ୩ ଛାତ୍ରୀ ନିଖୋଜmahabharatanewsNovember 24, 2025 by mahabharatanewsNovember 24, 2025029 ସମ୍ବଲପୁର:- ବାଳିକା ହଷ୍ଟେଲରୁ ୩ ଛାତ୍ରୀ ନିଖୋଜ । ଛାତ୍ରୀଙ୍କ ନିଖୋଜକୁ ନେଇ, ଗୋବିନ୍ଦପୁର ଥାନାରେ ମାମଲା ରୁଜୁ । ସୂଚନା ଅନୁଶାରେ ଗତକାଲି ଠାରୁ, ସମ୍ବଲପୁର ବାମରା ବ୍ଲକ ଗୋବିନ୍ଦପୁରସ୍ଥିତ ସରକାରୀ ବାଳିକା...
ଅପରାଧଭାରତଦିଲ୍ଲୀ ବ୍ଲାଷ୍ଟ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା କରିଛି ଏନଆଇଏmahabharatanewsNovember 23, 2025 by mahabharatanewsNovember 23, 2025031 ଦିଲ୍ଲୀ ବ୍ଲାଷ୍ଟ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା କରିଛି ଏନଆଇଏ । ବିସ୍ଫୋରଣ ପାଇଁ ୨୬ ଲକ୍ଷ ଟଙ୍କା ଯୋଗାଡ କରିଥିଲେ ଅଭିଯୁକ୍ତ ୫ ଡାକ୍ତର । ଏନଆଇଏ ଅନୁଯାୟୀ, ଡାକ୍ତରଙ୍କ ଏହି ଗୋଷ୍ଠୀ ଭାରତୀୟ...
ଅପରାଧଓଡିଶାସୁନ୍ଦରଗଡ଼ ପୋଲିସକୁ ବଡ଼ ସଫଳତା : ଏନକାଉଣ୍ଟରରେ ୩ ଦୁର୍ଦ୍ଦାନ୍ତ ଅପରାଧୀ ଆହତmahabharatanewsNovember 23, 2025 by mahabharatanewsNovember 23, 2025027 ସୁନ୍ଦରଗଡ଼ ପୋଲିସକୁ ବଡ଼ ସଫଳତା । ଏନକାଉଣ୍ଟରରେ ୩ ଦୁର୍ଦ୍ଦାନ୍ତ ଅପରାଧୀ ଆହତ । ରାଉରକେଲା ଲହୁଣୀପଡ଼ା ଓ ଲାଠିକଟା ନିକଟରେ ଏନକାଉଣ୍ଟର । ୫ଟି ବଡ଼ ଡକାୟତି ଘଟଣାରେ ସମ୍ପୃକ୍ତ ୩ ଅପରାଧିଙ୍କୁ...
ଅପରାଧଓଡିଶାଜାଲ ସାର୍ଟିଫିକେଟ ଦେଇ ଚାକିରୀ ହାତଉଛନ୍ତି ଶିକ୍ଷକmahabharatanewsNovember 23, 2025 by mahabharatanewsNovember 23, 2025026 ଜାଲ ସାର୍ଟିଫିକେଟ ଦେଇ ହାତଉଛନ୍ତି ଚାକିରୀ । ସାରା ରାଜ୍ୟରେ ଜାଲ ସାର୍ଟିଫିକେଟ ଦାଖଲ କରି ଶିକ୍ଷକ ଚାକିରି କରିଥିବା ଅନେକ ଖବର ସାମ୍ନାକୁ ଆସୁଛି । ଆଉ ଏବେ ଜଣେ ଜାଲ୍ ସାର୍ଟିଫିକେଟ...
ଅପରାଧଓଡିଶାଜମିବାଡି ବିବାଦକୁ ନେଇ ବାପା ଓ ସାବତ ମାଆକୁ ହତ୍ୟା କଲା ନୃଶଂସ ପୁଅmahabharatanewsNovember 22, 2025 by mahabharatanewsNovember 22, 2025038 କଟକରେ ଡବଲ ମର୍ଡର । ବାପା ଓ ସାବତ ମାଆକୁ ହତ୍ୟା କଲା ନୃଶଂସ ପୁଅ । ଗତକାଲି ରାତିରେ ଦରଘା ବଜାର ଓଲ୍ଡ ଜେଲ୍ କଲୋନୀରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ...
ଅପରାଧଭାରତଅଟା ମିଲକୁ ବୋମା ତିଆରି ମେସିନରେ ପରିଣତ କରିଥିଲେ ଆତଙ୍କବାଦୀmahabharatanewsNovember 22, 2025November 22, 2025 by mahabharatanewsNovember 22, 2025November 22, 2025023 ଦିଲ୍ଲୀର ଲାଲକିଲ୍ଲା ନିକଟରେ ବୋମା ବିସ୍ଫୋରଣ ସହିତ ଜଡିତ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ, ଜମ୍ମୁ ଏବଂ କାଶ୍ମୀର ପୋଲିସ ଅଲ-ଫଲାହ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡକ୍ଟର ମୁଜାମ୍ମିଲ ଶକିଲଙ୍କୁ ଗିରଫ କରିଥିଲା। ଏହା ପରେ, ଡକ୍ଟର...
ଅପରାଧଓଡିଶାପୋଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ମାମଲା ରେ ୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମାରାଥନ୍ ଜେରା କଲା ସିବିଆଇmahabharatanewsNovember 22, 2025 by mahabharatanewsNovember 22, 2025028 ପୋଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ମାମଲା ରେ ୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମାରାଥନ୍ ଜେରା କଲା ସିବିଆଇ । ଶୁକ୍ରବାର ଅପରାହ୍ଣ ପ୍ରାୟ ୩ଟାରୁ ରାତି ୧୧ଟା ଯାଏ ୮ଘଣ୍ଟା ଧରି ଅଧିକାରୀମାନେ...
ଅପରାଧଓଡିଶାଖୁଲମଖୋଲା ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କଲେ ଦୁବୁର୍ତ୍ତmahabharatanewsNovember 21, 2025November 21, 2025 by mahabharatanewsNovember 21, 2025November 21, 2025025 ଖୁଲମଖୋଲା ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କଲେ ଦୁବୁର୍ତ୍ତ । ତାଳଚେର ହାଣ୍ଡିଧୁଆ ଅଣ୍ଡର ପାସ ପାଖରେ ଥିବା ବଜରଙ୍ଗୀ ଜିମ୍ କୁ ଆସୁଥିବା ଘଣ୍ଟପଡା ପଞ୍ଚାୟତର ଦେବାଶିଷ ସାହୁଙ୍କୁ କିଛି ଦୃବୁର୍ତ୍ତ ଆକ୍ରମଣ...