Category : ଓଡିଶା

ଓଡିଶା

ଲୁହାପାଇପି ଘେରରୁ ବିଶ୍ୱ ଐତିହ୍ୟ କୋଣାର୍କ ମୁକ୍ତ

mahabharatanews
କୋଣାର୍କ: ତ୍ରୟୋଦଶ ଶତାଦ୍ଦିରେ ନିର୍ମିତ ହୋଇଥିବା ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ଚତୁର୍ପାଶ୍ୱରେ ଲାଗିଥିବା ଲୁହାପାଇପ ଭାରାକୁ ଖୋଲିବା କାର୍ଯ୍ୟ ଆରମ୍ଭ ହୋଇଛି । ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ପାଇଁ ଦୀର୍ଘ ବର୍ଷ...
ଓଡିଶା

ଦୁଇ ବଖରା ପୋଡି ପାଉଁଶ

mahabharatanews
ଆଠଗଡ: ଗତ କାଲି ବିଳମ୍ବିତ ରାତିରେ ଆଠଗଡ ଅନ୍ତର୍ଗତ କନ୍ଦରପୁରଗାଁର ପାଲାମଣ୍ଡପ ନିକଟରେ ଆକସ୍ମିକ ନିଅ ।ଁ ଲାଗି ଦୁଇ ବଖରା ଘର ପୋଡି ଜଳି ପାଉଁଶ ହୋଇଯାଇଛି । ଲୋକମାନେ ନିଆଁକୁ ଆୟତ...
ଓଡିଶା

କୁଡିଆରେ ନିଆଁ ଲାଗି ୨ ଭଉଣୀ ଜୀବନ୍ତ ଦଗ୍ଧ

mahabharatanews
(ମହାଭାରତ, ଉମରକୋଟ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ମଇନାପଦର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଏକ କୁଡିଆରେ ୨ ଭଉଣୀ ଖେଳୁଥିବା ବେଳେ ନିଆଁ ଲାଗିଯିବାରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି...
ଓଡିଶା

ନିଆଁ ଲାଗି ମାଆ-ଝିଅ ଜୀବନ୍ତ ଦଗ୍ଧ

mahabharatanews
(ମହାଭାରତ, ସୁନ୍ଦରଗଡ): ସୁନ୍ଦରଗଡ ଜିଲ୍ଲା ଭଷ୍ମା ଥାନା ଅନ୍ତର୍ଗତ ପଛପଟ ଗାଁରେ ଏକ ଘରେ କୌଣସି କାରଣରୁ ନିଆଁ ଲାଗି ଯିବାରୁ ମାଆ ଓ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ,...
ଓଡିଶା

ଚଳନ୍ତା ଟ୍ରେନକୁ ଧରିବାକୁ ଯାଇ ଯୁବତୀ ଗୁରୁତର

mahabharatanews
ଗୋପ: ପୁରୀ ରେଲୱେ ଷ୍ଟେସନ ପ୍ଲାଟଫର୍ମ ୭ ନମ୍ବରୁ ଟ୍ରେନ ନମ୍ବର ୧୮୪୦୧ପୁରୀ-ଓକା ଏକ୍ସପ୍ରେସ ଟି ଖୋର୍ଦ୍ଧା ଅଭିମୁଖେ ଯାଉଥିବା ସମୟରେ ଜଣେ ଯୁବତୀ ପୁରୀ ଓକା ଏକ୍ସପ୍ରେସ ଟିକୁ ଧରିବାକୁ ଯାଇ ଖସିପଡି...
ଓଡିଶା

୨ ଲକ୍ଷ ଟଙ୍କାର ଶାଗୁଆନ କାଠ ଜବତ

mahabharatanews
ଆଠଗଡ: ଅ।ଠଗଡ଼ ରେଞ୍ଜ ପାଟେଣିଗାଁ ପଟାସ ବଣ ନିକଟରୁ ଚୋରା ·ଲାଣ ବେଳେ ଏକ ଶାଗୁଆନ ବୋଝେଇ ମିନିଟ୍ରକ ଜବତ କରିଛି ବନବିଭାଗ । ପ୍ରାୟ୧୪୦ରୁ ଊଦ୍ଧ୍ୱର୍ ଖଣ୍ଡ ଶାଗୁଆନ ଗଣ୍ଡି ସହିତ ଏକ...
ଓଡିଶା

ବଣୁଆ ହାତୀ ଆତଙ୍କରେ ଆଠଗଡବାସୀ

mahabharatanews
ଆଠଗଡ: ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣି ରେଞ୍ଜ ଅନ୍ତର୍ଗତ ବଉଳ, ସାରକୋଳି ଅଞ୍ଚଳରେ ବଣୁଆ ହାତୀଙ୍କ ଆତଙ୍କରେ ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଭୟର ବତାବରଣ ସୁଷ୍ଟି ହୋଇଛି । ସାଧାରଣ ଲୋକ ଆତଙ୍କିତ...
ଓଡିଶା

ଭେଣ୍ଡିଆ ପୁଅ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

mahabharatanews
ଉଦଳା: ମୟୂରଭଞ୍ଜ ଜିଲ୍ଲା ସପନଚୁଆ ପଞାୟତର ଗିରିଶଚନ୍ଦ୍ରପୁର ଗ୍ରାମରେ ବସବାସ କରନ୍ତି ସୁରେଶ ବେହେରାଙ୍କ ପରିବାର । ଏହି ପରିବାର ଅତ୍ୟନ୍ତ ଗରିବ । ଖଟିଲେ ଖାଆନ୍ତି । ତେବେ ଯେନତେନ ଉପାୟରେ ସୁରେଶଙ୍କ...
ଓଡିଶା

ଦୁଇଟି ନୂଅ। ଅତ୍ୟାଧୁନିକ ପି.ସି.ଅ।ର. ଭ୍ୟାନ ପ୍ରଚଳିତ

mahabharatanews
ବଲାଙ୍ଗୀର: ବଲାଙ୍ଗୀର ସହରରେ ପ୍ରତିଦିନ ଘଟୁଥିବା ଦୁର୍ଘଟଣା ତଥା ବଲାଙ୍ଗୀର ବାସୀଙ୍କ ସ୍ୱାର୍ଥକୁ ଅ।ଖି ଅ।ଗରେ ରଖି ଏକ ନୂତନ ପଦକ୍ଷେପ ନେଇଛି ବଲାଙ୍ଗୀର ପୁଲିସ। ଅ।ଜି ବଲାଙ୍ଗୀର ପୁଲିସ ଦ୍ୱାରା ଦୁଇ ଗୋଟି...
ଓଡିଶା

ପୋଡିଗଲା ୨୦୦ କ୍ୱିଣ୍ଟାଲ ଧାନ

mahabharatanews
(ମହାଭାରତ, ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଯୋଗିସୁର୍ଡା ଗାଁରେ ଏକ ଅଘଟଣ ଘଟିଛି । ଗାଁର ସଦାନନ୍ଦ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଖଳାରେ ନିଆଁ ଲାଗିବାରୁ ପ୍ରାୟ ୨୦୦ କ୍ୱିଣ୍ଟାଲ ଧାନ...