ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଘ ପକ୍ଷରୁ”ବୀର ସଲେ”କାର୍ୟ୍ୟକ୍ରମ
(ସତ୍ୟନାରାୟଣ ପାଲ/ମହାଭାରତ) ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିକଟସ୍ଥ ହଳଦା ଆମ୍ବବାଗାନ ଠାରେ ମୟୁରଭଞ୍ଜ ଆଦିବାସୀ ଛାତ୍ର ସଂଘ ପକ୍ଷରୁ”ବୀର ସଲେ”କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମାସାର ରାଜ୍ୟ ସଭାପତି ଶୁକଲାଲ ମାର୍ଣ୍ଡି, ଡା:ଦେବେନ୍ଦ୍ର ଟୁଡୁ,...
