Category : ଓଡିଶା

ଓଡିଶା

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଅରୁଣିମା-୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews
ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ କୋଇଡ଼ା ସ୍ଥିତ କୋଦଡିହା କଲ୍ୟାଣ ମଣ୍ଡପଠାରେ  ଅରୁଣିମା କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ୨ ଦିନ ଧରି ହେବାକୁ ଥିବା ବେଳେ ଆଜି ପ୍ରଥମ ଦିନରେ ଅନୁଷ୍ଠିତ ଜ୍ୟୋତି...
ଓଡିଶାରାଜନୀତି

ରାଜ୍ୟସଭା ନିର୍ବାଚନରେ ୧୧ ବିଧାୟକଙ୍କ କ୍ରସ୍ ଭୋଟିଂ

mahabharatanews
ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ସରଗରମ ହୋଇଛି ରାଜନୀତି । କେବଳ କଂଗ୍ରେସରୁ ନୁହେଁ, ବିଜେଡିରୁ ବି ହୋଇଛି କ୍ରସ ଭୋଟିଂ । ରାଜ୍ୟସଭା ନିର୍ବଚନରେ ମୋଟ ୧୧ ବିଧାୟକଙ୍କ କ୍ରସ୍ ଭୋଟିଂ...
ଓଡିଶା

ଭାରତମାତା ସେବା ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର

mahabharatanews
ରାଷ୍ଟ୍ରୀୟ ନବ ବର୍ଷ ଉପଲକ୍ଷେ ଭାରତମାତା ସେବା ଅନୁଷ୍ଠାନ ପକ୍ଷରୁ ହସ୍ପିଟାଲ ରକ୍ତ ଭଣ୍ଡାର ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଖରାଦିନରେ ରକ୍ତର ଅଭାବ ଓ ଏହାର ଆବଶ୍ୟକତାକୁ ଦୃଷ୍ଟିରେ...
ଓଡିଶାଦୁର୍ଘଟଣା

ସମୁଦ୍ରରେ ଗାଧୋଉଥିବା ସମୟରେ ଛାତ୍ର ନିଖୋଜ

mahabharatanews
ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ଗାଧୋଉଥିବା ସମୟରେ ନିଖୋଜ ହୋଇଯାଇଥିଲେ ଜଣେ ଛାତ୍ର । ଭୁବନେଶ୍ୱର ITER କଲେଜର ବି-ଟେକ୍ ର ଛାତ୍ର ଅନିମେଷ ଶାହା। ତେବେ ଗତକାଲି ସକାଳେ ତିନିଜଣ ସାଙ୍ଗଙ୍କ ସହ...
ଓଡିଶା

ଘୂର୍ଣ୍ଣିବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ସୁରେଶ ପୂଜାରୀ

mahabharatanews
ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଆଜି ବିଧାନସଭାରେ ରାଜ୍ୟସଭା ପାଇଁ ଭୋଟ ଦେଇ ସାରିବା ପରେ ନିଜ କାର୍ଯ୍ୟାଳୟ କକ୍ଷରେ ବସି ଗତକାଲି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳରେ ଘଟିଥିବା ଘୂର୍ଣ୍ଣିବାତ୍ୟାରେ...
ଓଡିଶାରାଜନୀତି

ବ୍ରହ୍ମଗିରି ବିଧାୟିକାଙ୍କ ଭୋଟକୁ ନେଇ ଦେଖାଦେଇଛି ବିବାଦ

mahabharatanews
ଚାଲିଛି ରାଜ୍ୟସଭା ନିର୍ବାଚନ ଲାଗି ମତଦାନ । ବିଧାନସଭାର ୫୪ ନମ୍ବର ରୁମରେ ଚାଲିଛି ଭୋଟିଂ। ୪ଟି ରାଜ୍ୟସଭା ଆସନରେ ୫ ପ୍ରାର୍ଥୀ ଙ୍କ ଚାଲିଛି ଲଢେଇ । କାହାର ହେବେ ରାଜ୍ୟସଭା ଆସନ,...
ଓଡିଶା

ରାସ୍ତାଘାଟରୁ ହଟିବେ ଶିଶୁ ଭିକ୍ଷୁକ: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନିର୍ଦ୍ଦେଶ

mahabharatanews
ରାଜ୍ୟର ବିଭିନ୍ନ ସହରର ଟ୍ରାଫିକ ଛକ, ବସଷ୍ଟାଣ୍ଡ ଏବଂ ସର୍ବସାଧାରଣ ସ୍ଥାନରେ ଶିଶୁ ଭିକ୍ଷାବୃତ୍ତିକୁ ରୋକିବା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି ...
ଓଡିଶାରାଜନୀତି

ଅତୀତରେ ଘୋଡା ବେପାରରେ ମୋତେ ଅଫର କରିଥିଲେ ନବୀନ

mahabharatanews
ବାଲେଶ୍ୱର ସାଂସଦ ପ୍ରତାପ ଶଡଙ୍ଗୀ ଖୋଲିଲେ । କହିଲେ, ଅତୀତରେ ଘୋଡା ବେପାରରେ ମୋତେ ଅଫର କରିଥିଲେ ନବୀନ । ମୋତେ କିଣିବାକୁ ଚେଷ୍ଟା କରିଥିଲେ, ଏବଂ ମୋ ପାଖକୁ ନେତାଙ୍କୁ ପଠେଇଥିଲେ ।...
ଓଡିଶା

ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ

mahabharatanews
ଶୁକ୍ରବାର ରାଜ୍ୟ ସରକାର ଜମ୍ମୁ ଓ କାଶ୍ମୀରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ରଶ୍ମିରଞ୍ଜନ ସ୍ୱାଇଁଙ୍କୁ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ଏହା ସହ ରଶ୍ମିରଞ୍ଜନ ହୋଉଛନ୍ତି...
ଓଡିଶା

ହତ୍ୟା କରି ଫେରାର୍‌ ହୋଇ ଅଭିଯୁକ୍ତ ଲୁଚିଥିଲା ଗାଁର ପାଣି ଟାଙ୍କି ଉପରେ

mahabharatanews
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣାରେ ଚାଞ୍ଚଲ୍ୟ । ହତ୍ୟା କରି ଫେରାର୍‌ ହୋଇଯାଇଥିବା ଅଭିଯୁକ୍ତ ଲୁଚିଥିଲା ଗାଁର ପାଣି ଟାଙ୍କି ଉପରେ । ଖବର...