ଦେଶ ବିଦେଶରାଜନୀତିଭଗବାନ ରାମଙ୍କ କୃପା ଯୋଗୁଁ ବିଜେପି ଦାନ ମାମଲାରେ ଫସିଛି…mahabharatanewsJune 29, 2026June 29, 2026 by mahabharatanewsJune 29, 2026June 29, 2026027 ରାମ ମନ୍ଦିର ଦାନ ଚୋରିକୁ ନେଇ ଏସପି ମୁଖ୍ୟ ଅଖିଳେଶ ଯାଦବ ଲଗାତାର ବିଜେପି ସରକାରଙ୍କୁ ତାଚ୍ଛଲ୍ୟ କରିଛନ୍ତି। ଅଖିଳେଶ କହିଛନ୍ତି ଯେ ବିଜେପି କେତେବେଳେ ସାଂସଦଙ୍କୁ ଚୋରି କରେ ଏବଂ କେତେବେଳେ ପ୍ରସାଦ...
ଦେଶ ବିଦେଶରାଜନୀତିଦିଲ୍ଲୀରେ ରାହୁଲଙ୍କୁ ‘ନିଖୋଜ’ ଦର୍ଶାଇ ପୋଷ୍ଟର, ରାଜନୀତିରେ ତେଜିଲା ବାକ୍ଯୁଦ୍ଧmahabharatanewsJune 28, 2026 by mahabharatanewsJune 28, 2026026 ରାଜଧାନୀ ଦିଲ୍ଲୀର କିଛି ସ୍ଥାନରେ କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ‘ନିଖୋଜ’ ବୋଲି ଦର୍ଶାଇଥିବା ପୋଷ୍ଟର ଲାଗିଛି। ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିଛି। ଫିରୋଜଶାହ...
ଦେଶ ବିଦେଶରାଜନୀତିଦିଲ୍ଲୀ BJPର ନୂଆ ଟିମ୍ ,୧୧ ଜିଲ୍ଲାରେ ପଦାଧିକାରୀ ଘୋଷଣା ,୩୩% ମହିଳାଙ୍କୁ ସୁଯୋଗmahabharatanewsJune 27, 2026 by mahabharatanewsJune 27, 2026023 ଦିଲ୍ଲୀ ବିଜେପି ସଭାପତି ହର୍ଷ ମାଲହୋତ୍ରା ଏବଂ ବରିଷ୍ଠ ନେତୃତ୍ୱଙ୍କ ସମ୍ମତିରେ, ୧୧ଟି ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତିମାନେ ସେମାନଙ୍କ ଜିଲ୍ଲା ପାଇଁ ପଦାଧିକାରୀଙ୍କ ତାଲିକା ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି। ତଥାପି, ବିଜେପି...
ଦେଶ ବିଦେଶରାଜନୀତିମୋଦି ସରକାରଙ୍କ ବୈଦେଶିକ ନୀତିକୁ ସୋନିଆଙ୍କ କଠୋର ସମାଲୋଚନାmahabharatanewsJune 27, 2026 by mahabharatanewsJune 27, 2026025 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତି ଉପରେ ତୀବ୍ର ଆକ୍ରମଣ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସୋନିଆ ଗାନ୍ଧୀ ନିଜ ଆର୍ଟିକିଲରେ ଉଲ୍ଲେଖ କରିଛନ୍ତି ଯେ, ଇରାନ ଏବଂ...
ଓଡିଶାରାଜନୀତିବିଜେଡି-କଂଗ୍ରେସ ଛାଡ଼ି BJPରେ ସାମିଲ ୨୫+ ଯୁବକmahabharatanewsJune 27, 2026 by mahabharatanewsJune 27, 2026026 ନବରଙ୍ଗପୁର ଜିଲ୍ଲା ଝରୀଗାଁରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜେଡି, କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳ ଛାଡ଼ି ୨୫ରୁ ଅଧିକ ଯୁବକ ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟରେ ଚାଲିଥିବା ‘ବିକାଶର ଧାରା’ କାର୍ଯ୍ୟକ୍ରମ ଏବଂ...
ଓଡିଶାରାଜନୀତିBJDରେ ଯୋଗଦେବା ପରେ ସାଂସଦଙ୍କ ସହ ସୁଜାତାmahabharatanewsJune 25, 2026 by mahabharatanewsJune 25, 2026015 ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜୁ ଜନତା ଦଳ (ବିଜେଡି)ରେ ଯୋଗଦେବା ପରେ ସୁଜାତା କାର୍ତ୍ତିକେୟନ ଦଳର ବରିଷ୍ଠ ନେତୃତ୍ୱଙ୍କ ସହ ସାକ୍ଷାତକାର ଆରମ୍ଭ କରିଛନ୍ତି। ଦଳରେ ସାମିଲ ହେବାର କିଛି ସମୟ...
ଓଡିଶାରାଜନୀତିଶିକ୍ଷା ବ୍ୟବସ୍ଥା ବିରୋଧରେ କଂଗ୍ରେସର ହଲ୍ଲାବୋଲmahabharatanewsJune 25, 2026 by mahabharatanewsJune 25, 2026031 ଭାରତର ଶିକ୍ଷା ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ୁଛି ନା ଶୋଷଣର ନୂଆ ମଡେଲ୍ ସୃଷ୍ଟି କରୁଛି ? ଏହି ପ୍ରଶ୍ନକୁ ନେଇ ଦେଶବ୍ୟାପୀ ଆରମ୍ଭ ହୋଇଛି କଂଗ୍ରେସର “ଛାତ୍ରୋ କି ଗୁଞ୍ଜ” ଅଭିଯାନ। ବିରୋଧୀ...
ଅପରାଧଦେଶ ବିଦେଶରାଜନୀତିଆରଜି କର ପୀଡିତାଙ୍କ ମା’ଙ୍କ ଆଖିରେ ଲୁହ, ନ୍ୟାୟର ଅପେକ୍ଷା ଏବେ ବି ଜାରିmahabharatanewsJune 24, 2026 by mahabharatanewsJune 24, 2026028 ଚର୍ଚ୍ଚାରେ ପୁଣି ଆରଜି କର ମାମଲା ପୀଡିତାଙ୍କୁ କେବେ ମିଳିବ ନ୍ୟାୟ? ଝିଅ ପାଇଁ ମା’ର ଅନନ୍ତ ଅପେକ୍ଷା ବିଧାନସଭାରେ କାନ୍ଦି ପକାଇଲେ ପୀଡିତାଙ୍କ ମା’ ଦୁଇ ବର୍ଷ ପରେ ବି ଅଧୁରା ନ୍ୟାୟ...
ଦେଶ ବିଦେଶରାଜନୀତିକଂଗ୍ରେସରେ ବଡ଼ ଅଦଳବଦଳ ! ବଦଳିପାରନ୍ତି ଅନେକ ରାଜ୍ୟ ସଭାପତି ଓ ପ୍ରଭାରୀmahabharatanewsJune 23, 2026 by mahabharatanewsJune 23, 2026022 ଆଗାମୀ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ସଂଗଠନରେ ବଡ଼ ଧରଣର ପୁନର୍ଗଠନ ପାଇଁ ପ୍ରସ୍ତୁତି ଚାଲିଥିବା ଖବର ମିଳୁଛି। ଦଳର କେନ୍ଦ୍ରୀୟ ଓ ରାଜ୍ୟ ସ୍ତରରେ ବ୍ୟାପକ ପରିବର୍ତ୍ତନ କରାଯିବା ନେଇ...
ଦେଶ ବିଦେଶରାଜନୀତିଦଳ ମୁଖ୍ୟ ପଦରୁ ମମତାଙ୍କୁ କରିଦେଲେ ବିଦା…mahabharatanewsJune 23, 2026 by mahabharatanewsJune 23, 2026023 ବିଦ୍ରୋହୀ ବିଧାୟକମାନେ ଦଳର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅଧ୍ୟକ୍ଷା ପଦରୁ ହଟାଇ ଦେଇଛନ୍ତି। ବିଦ୍ରୋହୀ ଗୋଷ୍ଠୀର ବୈଠକ ପରେ ବିଧାନସଭାର ବିରୋଧୀ ଦଳ ନେତା ରୀତାବ୍ରତ ବାନାର୍ଜୀ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ...