ଖେଳ୧୦୦ ମିଟର ରେସର ପ୍ରଥମ ରାଉଣ୍ଡରେ ଅଟକିଲେ ଦୂତୀ ଚାନ୍ଦmahabharatanewsAugust 3, 2022August 3, 2022 by mahabharatanewsAugust 3, 2022August 3, 20220120 ବର୍ମିଂହାମ: ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ଶହେ ମିଟର ଫାଇନାଲକୁ ଯାଇପାରି ନାହାନ୍ତି ଓଡ଼ିଆ ଦୌଡ଼ ରାଣୀ । ୧୧ ଦଶମିକ ପାଞ୍ଚ ପାଞ୍ଚ ସେକେଣ୍ଡ ସହ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି...
ଖେଳପ୍ରକାଶ ପାଇଲା ଏସିଆ କପ ଖେଳସୂଚୀmahabharatanewsAugust 2, 2022 by mahabharatanewsAugust 2, 20220165 ଅଗଷ୍ଟ ୨୮ରେ ମୁହାଁମୁହିଁ ହେବେ ଭାରତ ପାକିସ୍ତାନ ନୂଆଦିଲ୍ଲୀ: ଅପେକ୍ଷା ସମୟ ସମାପ୍ତ ହୋଇଛି। ଏହି ମାସ ଶେଷରେ ଆରମ୍ଭ ହେବାକୁ ଥିବା ଏସିଆ କପ୍ ୨୦୨୨ ର କାର୍ୟ୍ୟସୂଚୀ ଆସିଛି। ଅଗଷ୍ଟ ୨୭ରୁ...
ଖେଳସ୍ୱର୍ଣ୍ଣ ପଦକ ବିଜେତା ଅଚିଣ୍ଟା ଶିଉଳିଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି କ୍ରୀଡା ମନ୍ତ୍ରୀଙ୍କ ଶୁଭେଚ୍ଛାmahabharatanewsAugust 1, 2022August 1, 2022 by mahabharatanewsAugust 1, 2022August 1, 20220207 ବର୍ମିଂହାମ: ବର୍ମିଂହାମ କମନୱେଲଥ ଗେମ୍ସ ୨୦୨୨ ରେ ସ୍ୱର୍ଣ୍ଣ ପଦକ ବିଜେତା ଅଚିଣ୍ଟା ଶିଉଳିଙ୍କୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଅଭିନନ୍ଦନ ଜଣାଇଛନ୍ତି। ୭୩...
ଖେଳଟେବୁଲ୍ ଟେନିସରେ ନୂଆ ବିବାଦ, ମହିଳା ମ୍ୟାଚରେ ଉପସ୍ଥିତ ପୁରୁଷ କୋଚ୍mahabharatanewsAugust 1, 2022 by mahabharatanewsAugust 1, 20220227 ବର୍ମିଂହାମ: ଭାରତୀୟ ଟେବୁଲ ଟେନିସ ଦଳରେ ପୁଣି ଏକ ନୂଆ ବିବାଦ ଉପୁଜିଛି ଏବଂ ଏଥର ସେମାନଙ୍କ କମନୱେଲଥ ଗେମ୍ସ ଅଭିଯାନ ମଝିରେ ଏହା ସାମ୍ନାକୁ ଆସିଛି। ମହିଳା ଦଳ ଇଭେଣ୍ଟରେ ଡିଫେଣ୍ଡିଂ ଚାମ୍ପିଅନ୍...
ଖେଳଭାରତରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଭାରତ୍ତୋଳକଙ୍କ ଚମତ୍କାର ପ୍ରଦର୍ଶନ, ମିଳିଲା ତୃତୀୟ ସ୍ୱର୍ଣ୍ଣmahabharatanewsAugust 1, 2022 by mahabharatanewsAugust 1, 20220193 କମନୱେଲ୍ଥ ଗେମ୍ସରେ ପୁଣି ଭାରତକୁ ସ୍ବର୍ଣ୍ଣ ପଦକ । ଭାରତର ସୁନା ପୁଅ ଅଚିନ୍ତ ଶିଉଳି ଆଣିଲେ ସ୍ୱର୍ଣ୍ଣ ପଦକ । ଯୁବ ଉତ୍ତୋଳକ ଅଚିନ୍ତ ଶିଉଳି ପୁରୁଷ ୭୩ କିଲୋଗ୍ରାମ ଓଜନ ବର୍ଗରେ...
ଖେଳଭାରତଭାରତକୁ ଆଉ ଏକ ସଫଳତା; ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଲେ ମୀରାବାଈ ଚାନୁmahabharatanewsJuly 31, 2022July 31, 2022 by mahabharatanewsJuly 31, 2022July 31, 20220247 ବ୍ୟୁରୋ : ଭାରତକୁ ଆଉ ଏକ ବଡ ସଫଳତା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣ। ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଭାରତକୁ ଗର୍ବିତ କରିଥିବା ମହିଳା ଭାରୋତ୍ତୋଳକ ମୀରାବାଈ ଚାନୁ...
ଖେଳଭାରତରାଜ୍ୟ ଗୋଷ୍ଠୀ କ୍ରୀଡାରେ ଆଉ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକmahabharatanewsJuly 31, 2022 by mahabharatanewsJuly 31, 20220218 ଭାରୋତ୍ତୋଳନରେ ପଦକ ଜିତିଲେ ଲାଲ୍ରିନନୁଙ୍ଗା ନୂଆଦିଲ୍ଲୀ: ୧୯ ବର୍ଷ ବୟସ୍କ ଭାରୋତ୍ତୋଳକ ଜେରେମି ଲାଲ୍ରିନ୍ନୁଙ୍ଗା ଇତିହାସ ସୃଷ୍ଟି କରି ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଆଣିବାରେ ସଫଳ ହୋଇଛନ୍ତି। ରାଜ୍ୟ ଗୋଷ୍ଠୀ କ୍ରୀଡାରେ ପୁରୁଷ...
ଖେଳଭାରତରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଲେ ମୀରାବାଈ ଚାନୁmahabharatanewsJuly 31, 2022July 31, 2022 by mahabharatanewsJuly 31, 2022July 31, 20220185 କମନୱେଲଥ ଗେମ ୨୦୨୨ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ମିଳିଛି । ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ସାଇଖୋମ୍ ମୀରାବାଈ ଚାନୁ । ଭାରୋତ୍ତୋଳନର ୪୯ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିଲେ...
ଖେଳଭାରତଭାରୋତ୍ତଳନରେ ଭାରତକୁ ଆଉ ଏକ ପଦକmahabharatanewsJuly 31, 2022 by mahabharatanewsJuly 31, 20220175 ବର୍ମିଂହାମ: ଭାରୋତ୍ତଳନରେ ଭାରତକୁ ଆଉ ଏକ ପଦକ। ଭାରତ ପାଇଁ ରୌପ୍ୟ ପଦକ ଜିତିଲେ ବିନ୍ଦ୍ୟାରାଣୀ ଦେବୀ । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଭାରୋତ୍ତଳକାରୀଙ୍କ ଦବଦବା । ୫୫ କିଲୋଗ୍ରାମ ବର୍ଗରେ ଭାରତ ପାଇଁ...
ଖେଳଭାରତରାଜ୍ୟଗୋଷ୍ଠୀ କ୍ରୀଡାରେ ଖାତା ଖୋଲିଲା ଭାରତmahabharatanewsJuly 30, 2022 by mahabharatanewsJuly 30, 20220130 ଭାରୋତ୍ତଳନରେ ରୌପ୍ୟ ପଦକ ଜିତିଲେ ସାଙ୍କେଟ ମହାଦେବ ନୂଆଦିଲ୍ଲୀ: ରାଜ୍ୟକୋଷ୍ଠୀ କ୍ରୀଡାରେ ପୁରୁଷ ବର୍ଗର ୫୫ କିଲୋଗ୍ରାମ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତି ଭାରତର ସାଙ୍କେଟ ମହାଦେବ ସରଗର ଭାରତର ଖାତା ଖୋଲିଥିଲେ। ମହାରାଷ୍ଟ୍ରର...