ଓଡିଶାଶୈବପୀଠ ମହାବିନାୟକରେ ପାଣି ଢ଼ାଳି ଫେରୁଥିବା ବେଳେ ଅଘଟଣmahabharatanewsJuly 17, 2023July 17, 2023 by mahabharatanewsJuly 17, 2023July 17, 20230170 ବଡଚଣା/ବେଦପ୍ରକାଶ ନାୟକ : ଶୈବପୀଠ ମହାବିନାୟକରେ ପାଣି ଢ଼ାଳି ଫେରୁଥିବା ବେଳେ ଅଘଟଣ | ସଡକ ଦୁର୍ଘଟଣାରେ ଦୁଇ ଆହତ | ସୂଚନା ଅନୁସାରେ, ଯାଜପୁର ଜିଲ୍ଲାର ଶୈବ ପୀଠ ମହାବିନାୟକରେ ପାଣି ଢ଼ାଳି...
ଓଡିଶାଦୁର୍ଘଟଣାକାଠ ହଣୁଥିବା ବେଳେ ଗଛରୁ ପଡି ଲିଙ୍ଗରାଜ ବିଶୋଇଙ୍କ ମୃତ୍ୟୁmahabharatanewsMay 22, 2023 by mahabharatanewsMay 22, 20230138 କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଧୀନରେ ଥିବା କଇଁଝର ଗ୍ରାମପଞ୍ଚାୟତରେ ଏକ ଅଭାବନୀୟ ଓ ଦୁଖଦଃ ଘଟଣା ଘଟିଯାଇଛି । ସ୍ଥାନୀୟ କଇଁଝର ଗ୍ରାମର ଶ୍ରୀ ଯକ୍ଷ୍ୟ ବିଶୋଇଙ୍କ...
Accidentଓଡିଶାଫିରିଙ୍ଗିଆ ବ୍ଲକ ଛକରେ କାର ସହ ଅଟୋ ମୁହାଁମୁହିଁ ଧକ୍କା ସାତ ଜଣ ଅଟୋ ଆରୋହୀ ଆହତmahabharatanewsMay 11, 2023 by mahabharatanewsMay 11, 20230135 କନ୍ଧମାଳ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟରେ ଏକ କାର ସହ ଏକ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋରେ ବସିଥିବା ସାତ ଜଣ ଯାତ୍ରୀ ଗୁରୁତର ଆହତ ହୋଇ ଛନ୍ତି...
Accidentଓଡିଶାକୁକୁଡା ଆଣିବାକୁ ଯାଉଥିବା ଟ୍ରକକୁ ଧକ୍କା ଦେଲା ହାଇୱାmahabharatanewsMay 5, 2023 by mahabharatanewsMay 5, 20230145 ବାଲେଶ୍ବର : ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ କଲେଜଛକ ନିକଟରେ ହାଇୱା ପଛରୁ ଧକା ଦେଲା କୁକୁଡା ଆଣିବାକୁ ଯାଉଥିବା ଟ୍ରକ ୨ ମୃତ ୨ ଗୁରୁତର । ଆଜି ଭୋର ସମୟରେ...
ଓଡିଶାଦୁର୍ଘଟଣାଚଳନ୍ତା ଯାତ୍ରୀବାହୀ ଟ୍ରେନରୁ ପଡ଼ି ଯୁବକ ଗୁରୁତରmahabharatanewsMay 4, 2023 by mahabharatanewsMay 4, 20230128 କେନ୍ଦୁଝର / ପରେଶ କୁମାର ସେଠି: ଖୋର୍ଦ୍ଧା କେନ୍ଦୁଝର ଯାତ୍ରୀବାହୀ ଟ୍ରେନରୁ ପଡ଼ି ଯୁବକ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧାରୁ ଯାତ୍ରୀବାହୀ ଟ୍ରେନଟି କେନ୍ଦୁଝର ଅଭିମୁଖେ ଫେରୁଥିବା...
ଦୁର୍ଘଟଣାଗାଁ ଦାଣ୍ଡରେ ଖେଳୁଥିବା ବେଳେ ଗାଡି ମାଡିଗଲା କାର ୨ଶିଶୁ ସମେତ ମହିଲା ମୃତ୍ୟୁmahabharatanewsApril 29, 2023April 29, 2023 by mahabharatanewsApril 29, 2023April 29, 20230120 ଅନୁଗୋଳ / ସୁଧାକର ସାହୁ: ଅନୁଗୁଳ ଜିଲ୍ଲା ତାଳଚେର ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଦାଣ୍ଡରେ ଖେଳୁଥିବା ବେଳେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳାଙ୍କ ଚାଲିଯାଇଛି...
ଓଡିଶାଦୁର୍ଘଟଣାବଜ୍ରପାତରେ ଚାଲଇଗଲା ଦୁଇ ଭାଇଙ୍କ ଜୀବନmahabharatanewsApril 25, 2023 by mahabharatanewsApril 25, 20230124 କଳାହାଣ୍ଡି /ଗୋଲାପ ସାହୁ : ତରଭୁଜ ବାଡି ହେଲା ଯମର ଦୁଆର । କିଏ ବା ଯାଣିଥିଲା ଏମିତି ବି ହୋଇଯିବ ଅକାଳ ବିୟୋଗ । ବଜ୍ରପାତ ନେଇଯାଉଛି ଦୁଇ ଭାଇଙ୍କ ଜୀବନ ।...
ଓଡିଶାଦୁର୍ଘଟଣା୧୬ ନମ୍ୱର୍ ଜାତୀୟ ରାଜପଥରେ ଦୁର୍ଘଟଣା , ୧ ମୃତmahabharatanewsApril 21, 2023 by mahabharatanewsApril 21, 20230221 ବଡଚଣା / ବେଦପ୍ରକାଶ ନାୟକ : ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି ସଡକ ଦୁର୍ଘଟଣା । ଏଭଳି ଘଟଣା ଦେଖିବା କୁ ମିଳିଛି ୧୬ ନମ୍ୱର୍ ଜାତୀୟ ରାଜପଥ ଛତିଆ ନିକଟସ୍ଥ ନେଳିଆ...
Accidentଓଡିଶାମାଛ ବିକାଳି ଉପରକୁ ଚଢିଗଲା କଣ୍ଟେନର୍mahabharatanewsApril 18, 2023 by mahabharatanewsApril 18, 20230169 ରାୟଗଡ଼ା: ଆଜି ସକାଳୁ ସକାଳୁ ଦେଖିବ।କୁ ମିଳିଛି ଏହି ଦୁଃଖଦ ଘଟଣା । ରାଉଲକେଲା ଠାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ କଣ୍ଟେନର୍ ପୂର୍ତ୍ତ ଡାକ ବଙ୍ଗଳା ସମ୍ମୁଖରେ ମାଛ ବିକାଳି ଉପରେ ଚଢ଼ିଯିବା...
ଦୁର୍ଘଟଣାବେଆଇନ ଇଟାଭାଟିରେ ନିଆଁ ଲିଭାଇଲା ଦମକଳmahabharatanewsApril 17, 2023 by mahabharatanewsApril 17, 20230127 ବରୀ: ବରୀ ବ୍ଲକ ଜମୁଡିହ ବ୍ରାହ୍ମଣ ସାହି ନିକଟରେ ବେଆଇନ ଭାବେ ଲଗାଯାଇଥିବା ଇଟାଭାଟିକୁ ବରୀ ତହସିଲ ପ୍ରଶାସନ ବରୀ ଦମକଳ ଓ ବରୀ ପୋଲିସ ର ଉପସ୍ଥିତରେ ପାଣି ପକାଇ ଲିଭାଇ ନଷ୍ଟ...