ଓଡିଶାସବ୍ ରେଜିଷ୍ଟାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉmahabharatanewsDecember 13, 2023 by mahabharatanewsDecember 13, 20230113 (ନୟାଗଡ଼) : ଭିଜିଲାନ୍ସ ପଞ୍ଝାରେ ସବ୍ ରେଜିଷ୍ଟାର୍ । ନୟାଗଡ଼ ଜିଲ୍ଲା ସବରେଜିଷ୍ଟ୍ରାର୍ ଶାଶ୍ୱତ କୁମାର ପଟ୍ଟନାୟକଙ୍କ ବିରୋଧରେ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ଉ କରୁଛି ଭିଜିଲାନ୍ସ ଟିମ୍ । ତାଙ୍କ ଭଡ଼ା...
ଓଡିଶାଦୁର୍ଘଟଣାବାହାନଗା ଟ୍ରେନ୍ ଟ୍ରାଜେଡି: ଏବେବି ସମ୍ପର୍କୀୟଙ୍କ ଅପେକ୍ଷାରେ ଶବmahabharatanewsJuly 2, 2023 by mahabharatanewsJuly 2, 20230141 ବାହାନଗା ରେଳ ଦୁର୍ଘଟଣାକୁ ପୁରିଲା ମାସେ। ଏହା ଭିତରେ ପୁନରୁଦ୍ଧାର କାର୍ୟ୍ୟ ଶେଷ ହୋଇଛି। ସ୍ୱାଭାବିକ ହୋଇଛି ରେଳ ଚଳାଚଳ। କେମିତି ହେଲା ଦୁର୍ଘଟଣା, ସେନେଇ ଦାୟିତ୍ୱ ନେଇଛି ସିବିଆଇ। ସେପଟେ ୮୧ଟି ମୃତଦେହ...
ଅପରାଧଓଡିଶାରାଜଧାନୀରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ର୍ଦୁବୃତ୍ତmahabharatanewsApril 11, 2023 by mahabharatanewsApril 11, 20230113 ଭୁବନେଶ୍ୱର: ଦିନକୁ ଦିନ ଅସୁରକ୍ଷିତ ହେଉଛି ରାଜଧାନୀ ଭୁବନେଶ୍ୱର । ସ୍ମାର୍ଟ ସିଟି ଘୋଷଣା ହେବା ପରେ ମଧ୍ୟ ରାଜଧାନୀରେ ଅପରାଧ ନିୟନ୍ତ୍ରଣ ହୋଇପାରୁନି । ରାଜଧାନୀରେ ବାରମ୍ବାର ଖଣ୍ଡା ବୁଲିବା ନେଇ ଏବେ...
ଓଡିଶାଓଡିଶାରେ ବ୍ୟୁରୋକ୍ରାଟିକ୍ ଶାସନର ବାସ୍ତବତାmahabharatanewsSeptember 24, 2021 by mahabharatanewsSeptember 24, 20210208 ଭୁବନେଶ୍ୱର(ରିପୋର୍ଟସ ଟୁଡେ) : ଓଡିଶାରେ ବ୍ୟୁରୋକ୍ରାଟିକ୍ ଶାସନ ଚାଲିଥିବା ନେଇ ସାଧାରଣ ଭାବେ ଚର୍ଚ୍ଚା ହେବାର ଦେଖିବାକୁ ମିଳିଥାଏ । କିନ୍ତୁ ଓଡିଶାରେ ଆଇଏଏସ ବାବୁ ମାନେ ନିଜ ଚାକିରୀକୁ ଅସୁରକ୍ଷିତ ଭାବୁଥିବା ସ୍ପଷ୍ଟ...
ଓଡିଶାଏବେ ସମୟ ପିଲାଙ୍କୁ ସୁରକ୍ଷା ଦବାରmahabharatanewsSeptember 7, 2021 by mahabharatanewsSeptember 7, 20210175 (ଭୁବନେଶ୍ୱର): ଉଭୟ ବରଗଡ଼ ଓ ଢ଼େଙ୍କାନାଳର ୨ଟି ସ୍କୁଲରୁୁ ୩୪ଜଣ ପିଲା ପଜିଟିଭ ଚିହ୍ନଟ । ଏନେଇ ଅଭିଭାବକଙ୍କ ମନରେ ଆଶଙ୍କା ଦେଖିବାକୁ ମିଳିଛି । ହେଲେ ସ୍କୁଲ ଖୋଲାଯିବା ଦିନଠୁ ସଂକ୍ରମଣ ବଢ଼ିବ...
Uncategorizedଆଫଗାନିସ୍ତାନ ଛାଡ଼ିଲା ଆମେରିକାmahabharatanewsAugust 31, 2021 by mahabharatanewsAugust 31, 20210204 (ମହାଭାରତ): ଆଫଗାନିସ୍ତାନରୁ ସମସ୍ତ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ମିଶନ ଶେଷ ହୋଇଛି । ଆଫଗାନିସ୍ତାନ ଛାଡ଼ିବା ପାଇଁ ଧାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ଏପରି ଘୋଷଣା କଲେ...
ଖେଳଭାରତକୁ ଝଟକାmahabharatanewsAugust 30, 2021August 30, 2021 by mahabharatanewsAugust 30, 2021August 30, 20210177 (ଟୋକିଓ): ଚଳିତ ଟୋକିଓ ପାରାଅଲମ୍ପିକ୍ସରେ ଭାରତକୁ ବଡ଼ ଝଟକା । ଡିସକସନ୍ ଥ୍ରୋରେ ବିନୋଦ କୁମାର ଯେଉଁ ବ୍ରୋଞ୍ଜ ପଦକ ଜିତିଥିଲେ, ତାହା ତାଙ୍କୁ ଆଉ ମିଳିପାରିବ ନାହିଁ । ବିରୋଧ ପରେ ତାଙ୍କ...
ଓଡିଶାଅବଢା ଓ ମହାପ୍ରସାଦର ପବିତ୍ରତା ରକ୍ଷା ନେଇ ଉଠୁଛି ପ୍ରଶ୍ନmahabharatanewsDecember 23, 2020December 23, 2020 by mahabharatanewsDecember 23, 2020December 23, 20200253 ମମତା ସାମଲ: କୋଟି କୈବଲ୍ୟ ନାଥ ଶ୍ରୀ ଜଗନ୍ନାଥ । କିଏ କିଏ ତାକୁ କାଳିଆ ସାଆନ୍ତ ବୋଲି ଡାକନ୍ତି । ଯାହାର ଦର୍ଶନ ମାତ୍ରକେ ମନରେ ଖେଳି ଯାଏ ଅପୂର୍ବ ଆନନ୍ଦ ।...
ଓଡିଶାଶୋକାକୁଳ ପରିବେଶ ଭିତରେ ଜଳିଲା ଯବାନଙ୍କ ଜୁଇmahabharatanewsDecember 23, 2020 by mahabharatanewsDecember 23, 20200303 (ରଜନୀକାନ୍ତ ପାତ୍ର /ଗଞ୍ଜାମ): ଗତ ଦୁଇଦିନ ପୂର୍ବେ ସିକ୍କିମରେ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କବି ସୂର୍ଯ୍ୟନଗର ଥାନା ଆଠଗଡ ପାଟଣାର ଯଜ୍ଞନାରାୟଣ କରଙ୍କ ପ୍ରାର୍ଥିବ ଶରୀର ଶୋକାକୁଳ ପରିବେଶ ଭିତରେ ଗାଁ ଶ୍ମଶାନରେ...
ଓଡିଶାକୂଅରୁ ବୃଦ୍ଧଙ୍କୁ ଉଦ୍ଧାର କଲା ଦମକଳ ବାହିନୀmahabharatanewsDecember 23, 2020 by mahabharatanewsDecember 23, 20200231 (ରଜନୀକାନ୍ତ ପାତ୍ର /ଗଞ୍ଜାମ): ହିଞ୍ଜିଳିକାଟୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ନିକଟରେ ଥିବା କୂଅରେ ଗଳି ପଡିଥିଲେ ଜଣେ ବୃଦ୍ଧ । ବୃଦ୍ଧ ଜଣକ ହେଲେ ରାଧା ମୋହନ ବୋଲି ଜଣାପଡିଛି । ପରିବାର...