Uncategorizedସରକାରୀ କ୍ୱାର୍ଟରରେ ରହିବେ ଉଦ୍ଧବmahabharatanewsDecember 3, 2019 by mahabharatanewsDecember 3, 20190310 (ମୁମ୍ବାଇ): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜର ବାସଭବନ ‘ମାତୋଶ୍ରୀ’ ଛାଡି ଏବେ ସରକାରୀ ବଙ୍ଗଳା ‘ବର୍ଷା’କୁ ଆସିବେ ବୋଲି ଜଣାଯାଇଛି । ଉଦ୍ଧବ ପୂର୍ବରୁ ନିଜ ବାସଭବନରରେ ରହି ସରକାରୀ କାର୍ଯ୍ୟ କରିବେ...
ଓଡିଶା୨ୟ ଦିନରେ ବାଲୁକା ମହୋତ୍ସବ, ପରିବେଶ ସୁରକ୍ଷାର ବାର୍ତ୍ତାmahabharatanewsDecember 3, 2019 by mahabharatanewsDecember 3, 20190313 (ଜୟନ୍ତ କୁମାର ସେଠୀ/ମହାଭାରତ )ଗୋପ: କୋଣାର୍କ ବାଲୁକା ମହୋତ୍ସବ ର ୨ୟ ଦିନ ରେ ବାଲୁକା ଶିଳ୍ପୀ ମାନେ ସେମାନଙ୍କର କଳା ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟିଛନ୍ତି । ବିଶେଷକରି ପରିବେଶ ସୁରକ୍ଷା...
ଓଡିଶାକୋଣାର୍କ ଉତ୍ସବର ୨ୟ ଦିବସରେ ଇଣ୍ତୋନେସିଆ ବାଲିନିଜ ନୃତ୍ୟmahabharatanewsDecember 3, 2019 by mahabharatanewsDecember 3, 20190351 (ଜୟନ୍ତ କୁମାର ସେଠୀ)ଗୋପ: ମୁକ୍ତ ଅ।କାଶ ରଙ୍ଗ ମଂଚରେ ଅ।ୟୋଜିତ କୋଣାର୍କ ଉତ୍ସବ ୨୦୧୯ର ୨ୟ ସଂଧ୍ୟାରେ ପ୍ରଥମ ଉପସ୍ଥାପନା ଥିଲା ଇଣ୍ଡୋନେସିଅ।ରୁ ଅ।ସିଥିବା କଳାକାରଙ୍କ ଦ୍ଵାରା ରାମାୟଣ ମହାକାବ୍ୟ ଅଧାରିତ ସୀତା ହରଣ...
ଓଡିଶାମୟୁରଭଞ୍ଜ ଅଧ୍ୟାପିକା ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ପହଞ୍ଚିଲେ ମହିଳା କମିଶନmahabharatanewsDecember 3, 2019 by mahabharatanewsDecember 3, 20190319 (ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ଆତ୍ମହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ବିକ୍ଷୋଭ ଲାଗି ରହିଛି। ଏହାରି ମଧ୍ୟରେ ମଙ୍ଗଳବାର ରାଜ୍ୟ ମହିଳା କମିଶନ ଡକ୍ଟର...
ଓଡିଶାରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ୟ୍ୟାଳୟ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସmahabharatanewsDecember 3, 2019 by mahabharatanewsDecember 3, 20190301 (ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ଡିସେମ୍ବର ୩ ବିଶ୍ୱ ଭିନ୍ନକ୍ଷମ ଦିବସ । ଏହି ଅବସରରେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ୟ୍ୟାଳୟ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିନେଇ ଦିବ୍ୟାଙ୍ଗ ମାନଙ୍କ...
ଅପରାଧଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମmahabharatanewsDecember 3, 2019April 4, 2022 by mahabharatanewsDecember 3, 2019April 4, 20220333 (ଦୀପକ ମିଶ୍ର)ଉଦଳା: ଆଜି ଆର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ । କିନ୍ତୁ ଏହି ଦିନରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କ ପ୍ରତି ହୋଇଥିବା ପାଶବିକ ଅତ୍ୟାଚାର ସାମ୍ନାକୁ ଆସିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ...
ଓଡିଶାସ୍କୁଲ ମରାମତିକୁ ନେଇ ଉତ୍ତେଜନାmahabharatanewsDecember 3, 2019 by mahabharatanewsDecember 3, 20190333 (ଅଜିତ ସାହୁ/ଜଳେଶ୍ୱର)ମହାଭାରତ: ପ୍ରତ୍ୟେକ ସ୍କୁଲର ରକ୍ଷାଣାବେକ୍ଷଣ ,ତଦାରଖ ପାଇଁ ପ୍ରତି ସ୍କୁଲ ରେ ପରିଚାଳନା କମିଟି ଗଠନ କରିଛନ୍ତି। ହେଲେ ପରିଚାଳନା କମିଟି କିମ୍ବା ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଅଗୋଚରରେ ସ୍କୁଲ ରେ ମରାମତି...
ଓଡିଶାବିକ୍ରମ ଲ୍ୟାଣ୍ଡର ଭଗ୍ନାବଶେଷmahabharatanewsDecember 3, 2019December 3, 2019 by mahabharatanewsDecember 3, 2019December 3, 20190479 (ୱାଶିଂଟନ/ମହାଭାରତ): ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରି ନ ପାରି ଚନ୍୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଖସି ପଡିଥିଲା । ଏବେ ଏହାର ଭଗ୍ନାବଶେଷ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା)କୁ ମିଳିଛି । ଚନ୍ଦ୍ରପୃଷ୍ଠରେ କ୍ରାସ...
Uncategorizedହସ୍ପିଟାଲରେ ଭର୍ତ୍ତି ହେଲେ ମୁଶାରଫmahabharatanewsDecember 3, 2019 by mahabharatanewsDecember 3, 20190490 (ମହାଭାରତ/ଇସଲାମାବାଦ): ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଥରେ ବିଗିଡି ଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଦୁବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମେଡିକାଲ ରିପୋର୍ଟ ଅନୁସାରେ, ମୁଶାରଫଙ୍କ...
ଅପରାଧଦୁଷ୍କର୍ମ ପାଇଁ ବିଭିନ୍ନ ଦେଶର ଦଣ୍ଡବିଧାନmahabharatanewsDecember 3, 2019 by mahabharatanewsDecember 3, 20190521 (ମହାଭାରତ/ହାଇଦ୍ରାବାଦ) : ହାଇଦ୍ରାବାଦ ମହିଳା ପଶୁ ଡାକ୍ତରଙ୍କ ଗଣଦୁଷ୍କର୍ମ ପରେ ହତ୍ୟା ମାମଲାକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳୁଛି । ଦେଶରେ ଦୁଷ୍କର୍ମକାରୀଙ୍କ ବିରୋଧରେ କଡା ଦଣ୍ଡବିଧାନ ହେବାକୁ ସେମାନଙ୍କୁ ଫାଶି...