ଓଡିଶାରାଜନୀତିଅନୁସୂଚିତ ଜନଜାତି ତାଲିକା ଲାଗି କେନ୍ଦ୍ରକୁ ନବୀନଙ୍କ ଚିଠିmahabharatanewsSeptember 17, 2022 by mahabharatanewsSeptember 17, 20220167 ୧୬୦ ଜନଜାତିଙ୍କୁ ତାଲିକା ଭୁକ୍ତ କରିବାକୁ ଦାବି ଭୁବନେଶ୍ୱର: ଅନୁସୂଚିତ ଜଣ ଜାତି ତାଲିକା ପ୍ରସଙ୍ଗରେ ପୁଣିଥରେ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ...
ଖେଳଭାରତଟି-୨୦ ବିଶ୍ୱକପ ଲାଗି ଆରମ୍ଭ ହେଲା କାଉନଡାଉନmahabharatanewsSeptember 17, 2022September 17, 2022 by mahabharatanewsSeptember 17, 2022September 17, 20220161 ଭାରତ – ଅଷ୍ଟ୍ରେଲିଆ ସହ ୧୨ ଦେଶର ଦଳ ଘୋଷଣା ନୂଆଦିଲ୍ଲୀ: ଟି – ୨୦ ବିଶ୍ୱକପ ଲାଗି କାଉନଡାଉନ ଆରମ୍ଭ ହୋଇଯାଇଛି। ଏଥିପାଇଁ ଭାରତ ଠାରୁ ଆରମ୍ଭ କରି ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ସମସ୍ତ...
ଖେଳପାକିସ୍ତାନ କ୍ରିକେଟ ବୋର୍ଡକୁ ସମାଲୋଚନା କଲେ ସାହିଦ ଆଫ୍ରିଦିmahabharatanewsSeptember 17, 2022September 17, 2022 by mahabharatanewsSeptember 17, 2022September 17, 20220207 ଇସଲାମାବାଦ: ଶେଏବ ମଲ୍ଲିକଙ୍କୁ ଟି-୨୦ ବିଶ୍ୱକପରୁ ବାଦ ଦେଇଥିବାରୁ ସାହିଦ ଆଫ୍ରିଦି ପାକିସ୍ତାନ କ୍ରିକେଟ ବୋର୍ଡକୁ ନିନ୍ଦା କରିଛନ୍ତି। କାରଣ ସୋଏବ ମଲ୍ଲିକ ପାକିସ୍ତାନ କ୍ରିକେଟ ଟିମରେ ରହିବାର ଆବଶ୍ୟକତା ରହିଥିଲା। କାରଣ ସୋଏବ...
ଓଡିଶାବନ୍ଦରରେ ନିଯୁକ୍ତି ଲାଗି ଏଡିଏମଙ୍କୁ ସ୍ମାରକପତ୍ରmahabharatanewsSeptember 17, 2022 by mahabharatanewsSeptember 17, 20220173 ଗଞ୍ଜାମ (ରଜନୀକାନ୍ତ ପାତ୍ର): ଛତ୍ରପୁର ଉପକଣ୍ଠରେ ଥିବା ଗୋପାଳପୁର ପୋର୍ଟରେ ସ୍ଥାନୀୟ ଶ୍ରମିକଙ୍କୁ ନିଯୁକ୍ତି ଲାଗି ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ (ଏଡିଏମ) ଲୀନା କୁମାରୀ ଖେସଙ୍କୁ ପ୍ରଦାନ କରାଯାଇଛି।...
ଓଡିଶାଯୁବକ ମିଳିଲା ଜ୍ୟୋତିଷ ଶ୍ରୀ ଉପାଧିmahabharatanewsSeptember 17, 2022 by mahabharatanewsSeptember 17, 20220169 ଗଞ୍ଜାମ (ରଜନୀକାନ୍ତ ପାତ୍ର) : ଧରାକୋଟ ବ୍ଲକର ସିଙ୍ଗିପୁର ଗ୍ରାମର ଯୁବକ କ୍ରୀଷ୍ଣା ମୁନି ମାତ୍ର ୨୦ ବର୍ଷ ବୟସରେ ଜ୍ୟୋତିଷ ଶ୍ରୀ ଉପାଧିରେ ସମ୍ମାନିତ ହୋଇଛନ୍ତି। କ୍ରୀଷ୍ଣାଙ୍କର ସ୍ୱଳ୍ପ ଶିକ୍ଷାଗତ ଯୋଗ୍ୟତା ରହିଥିଲେ...
ଅପରାଧଓଡିଶାନକଲି ଶିକ୍ଷକ ଗିରଫmahabharatanewsSeptember 17, 2022 by mahabharatanewsSeptember 17, 20220171 ଜାଲ ସାର୍ଟିଫିକେଟ ଦେଇ କରିଥିଲେ ଚାକିରି ଗଞ୍ଜାମ (ରଜନୀକାନ୍ତ ପାତ୍ର): ରାଜ୍ୟରେ ଦିନକୁ ଦିନ ନକଲି ଶିକ୍ଷକଙ୍କ ସଂଖ୍ୟା ଓ ଗିରଫଦାରୀ ସଂଖ୍ୟା ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ପୋଲସରା ଠାରେ...
ଓଡିଶା୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତmahabharatanewsSeptember 17, 2022 by mahabharatanewsSeptember 17, 20220203 ଦିଲ୍ଲୀ ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ ଗଞ୍ଜାମ (ରଜନୀକାନ୍ତ ପାତ୍ର): ରାଜ୍ୟରେ ଦିନକୁ ଦିନ ବେଆଇନ ଗଞ୍ଜେଇ ଚାଲାଣ ବଢିବାରେ ଲାଗିଛି। ଯାହା ଫଳରେ ପୁଲିସ ଓ ଅବକାରୀ ବିଭାଗ ପାଇଁ ମୁଣ୍ଡ...
ଓଡିଶାବୁଡହାଦେଓ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତmahabharatanewsSeptember 17, 2022September 17, 2022 by mahabharatanewsSeptember 17, 2022September 17, 20220172 ରାଇଘର (ଲଳିତ ସୁନାନୀ): ପଶ୍ଚିମ ଓଡି଼ଶାର ଗଣପର୍ବ ନୂଆଖାଇ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର କୁସୁମପୁର ଠାରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମଟି କୁସୁମପୁର ଠାରେ ଥିବା ବୁଡହାଦେଓ...
ଓଡିଶାରାଜନୀତିଯୁବ ବିଜେଡିରେ ମିଶ୍ରଣ ପର୍ବmahabharatanewsSeptember 16, 2022September 16, 2022 by mahabharatanewsSeptember 16, 2022September 16, 20220136 ଶଙ୍ଖ ଫୁଙ୍କିଲେ ଅନ୍ୟଦଳର କର୍ମୀ ଭୁବନେଶ୍ୱର: ବିଜେଡିରେ ମିଶିଲେ କଂଗ୍ରେସ ଓ ବିଜେପିର ଶତାଧିକ କର୍ମୀ। ଭୁବନେଶ୍ୱର ସ୍ଥିତ ବିଜୁ ଜନତା ଦଳ କାର୍ୟ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଦଳକୁ ତୃଣମୂଳସ୍ତରରୁ ସଶକ୍ତ...
Uncategorizedକେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଳାରେ ଚକ୍ଷୁ ହସ୍ପିଟାଲ ଉଦଘାଟିତmahabharatanewsSeptember 16, 2022 by mahabharatanewsSeptember 16, 20220179 ଉଦଳା: ନର୍ମଦା ଫାଉଣ୍ଡେସନ ଏବଂ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଣ୍ଢାଖାଇ ଠାରେ ସୂର୍ୟ୍ୟମଣୀ ନେତ୍ରାଳୟ ଚକ୍ଷୁ ପରୀକ୍ଷା କେନ୍ଦ୍ରର ଉଦଘାଟନ ହୋଇଯାଇଛି। ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର...