ଭାରତଯବାନଙ୍କ ଗୁଳିରେ ଟଳିଲେ ୪ ମାଓବାଦୀmahabharatanewsApril 2, 2024 by mahabharatanewsApril 2, 20240116 (ଛତିଶଗଡ଼) : ଛତିଶଗଡ଼ ପୁଲିସକୁ ବଡ଼ ସଫଳତା। ଯବାନଙ୍କ ଗୁଳିରେ ୪ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରୁ ଏସଏମଜି, ୟୁବିଜିଏଲ ପରି ଅତ୍ୟାଧୁନିକ ମାରଣାସ୍ତ୍ର ଜବତ ହୋଇଛି। ସୂଚନାନୁଯାୟୀ , ସୁକୁମା-ବିଜାପୁର ସୀମାବର୍ତ୍ତୀ...
ଓଡିଶା ଯବାନଙ୍କ ଗୁଳିରେ ୨ ମାଓବାଦୀ ନିହତmahabharatanewsMarch 23, 2024 by mahabharatanewsMarch 23, 20240161 (ଛତିଶଗଡ଼) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଓ ଆକ୍ରମଣ । ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ବିରୋଧରେ ସୁରକ୍ଷାବାହିନୀର ବଡ଼ ଅପରେସନ ଆରମ୍ଭ ହୋଇଯାଇଛି। ସୁରକ୍ଷା ବାହିନୀର ଯବାନମାନେ ଛତିଶଗଡ଼ର ବିଜାପୁର-ଦନ୍ତେଓ୍ବାଡା ସୀମାରେ ଅପରେସନ...
ଭାରତବିଜେପି ନେତାଙ୍କୁ ହତ୍ୟା କଲେ ମାଓବାଦୀmahabharatanewsMarch 7, 2024 by mahabharatanewsMarch 7, 20240132 (ଛତିଶଗଡ଼) : ଓଡିଶା ସୀମାନ୍ତ ଛତିଶଗଡ଼ ବିଜାପୁରଠାରେ ବିଜେପି ନେତାଙ୍କୁ ହତ୍ୟା କଲେ ମାଓବାଦୀ । ବିଜେପି ନେତା କୈଳାଶ ନାଗଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି । ତେବେ ଅପହରଣ ପରେ ମାଓବାଦୀମାନେ କୈଳାଶଙ୍କୁ ହତ୍ୟା କରିଥିଲେ...
ଭାରତମାଓବାଦୀଙ୍କ ଆକ୍ରମଣରେ ୩ଜଣ ଯବାନ ସହିଦmahabharatanewsJanuary 31, 2024 by mahabharatanewsJanuary 31, 2024077 (ଛତିଶଗଡ଼): ସୀମାନ୍ତ ଛତିଶଗଡ଼ର ବିଜାପୁର ଓ ସୁକମା ଜିଲ୍ଲା ସୀମା ଟେକଲଗୁଡ଼େମ୍ରେ ବଡ଼ ଧରଣର ଆକ୍ରମଣ କରିଛନ୍ତି ମାଓବାଦୀ। ପୁଲିସ କ୍ୟାମ୍ପ୍ ନିକଟରେ ଅତର୍କିତ ଆକ୍ରମଣ ଯୋଗୁଁ ୩ଜଣ ଯବାନ ସହିଦ ହୋଇଛନ୍ତି। ଏମାନେ...
ଭାରତଶପଥ ନେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏmahabharatanewsDecember 13, 2023 by mahabharatanewsDecember 13, 20230127 (ଛତିଶଗଡ଼) : ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେବ ସାଏ । ଶପଥ ପାଠ କରାଇଲେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅରୁଣ ସାଓ ଏବଂ ବିଜୟ...
ଭାରତବିସ୍ଫୋରଣରେ ଜଣେ ଓଡ଼ିଆ ବିଏସ୍ଏଫ୍ ଯବାନ ସହିଦmahabharatanewsNovember 8, 2023 by mahabharatanewsNovember 8, 2023089 (ଛତିଶଗଡ଼) : ଛତିଶଗଡ଼ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ କାର୍ଯ୍ୟରତ ଜଣେ ଓଡ଼ିଆ ବିଏସ୍ଏଫ୍ ଯବାନ ସହିଦ । ତେବେ ସହିଦ ଯବାନ ହେଉଛନ୍ତି ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ଗୋପାଳପୁର ଗ୍ରାମର କରୁଣାକର ଶିଅଳଙ୍କ ପୁଅ...
ଭାରତନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟmahabharatanewsNovember 7, 2023 by mahabharatanewsNovember 7, 2023091 (ଛତିଶଗଡ଼) : ଛତିଶଗଡ଼ରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି । ଗୋଟିଏ ପଟେ ଲୋକମାନେ ଉତ୍ସାହର ସହ ଭୋଟ ଦେଉଥିବାବେଳେ ଅନ୍ୟପଟେ ସୁକମା ଓ କୋଙ୍କର ଜଙ୍ଗଲରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ...
ଭାରତଛତିଶଗଡରେ ନିର୍ବାଚନୀ ହିଂସା mahabharatanewsNovember 7, 2023 by mahabharatanewsNovember 7, 20230103 (ଛତିଶଗଡ) : ଆଜି ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ତେବେ ଏହାରି ଭିତରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ତାଜା ସୂଚନା ମୁତାବକ ନକ୍ସଲମାନେ ଆଇଇଡି ବିସ୍ଫୋରଣ...
ଭାରତରାୟପୁର ଗସ୍ତରେ ରାଷ୍ଟ୍ରପତି, ଜଗନ୍ନାଥ ମନ୍ଦିରରେ କଲେ ପୂଜାmahabharatanewsSeptember 1, 2023September 1, 2023 by mahabharatanewsSeptember 1, 2023September 1, 20230120 (ଛତିଶଗଡ଼) : ଜଗନ୍ନାଥ ମନ୍ଦିରରେ ପୂଜାର୍ଚନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛତିଶଗଡ଼ର ରାଜଧାନୀ ରାୟପୁରର ଏକ ଜଗନ୍ନାଥ ମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂଜାର୍ଚ୍ଚନା କରି ମହାପ୍ରଭୁଙ୍କର ଆଶୀର୍ବାଦ ନେଇଛନ୍ତି। ସୂଚନା ଅନୁସାରେ, ଛତିଶଗଡ଼...
ଓଡିଶାସହିଦ ସପ୍ତାହ: ସୁରକ୍ଷା ବାହିନୀ ଗୁଳିରେ ଏକାଧିକ ନକ୍ସଲ ମୃତ୍ୟୁmahabharatanewsJuly 31, 2023 by mahabharatanewsJuly 31, 2023098 (ଛତିଶଗଡ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଓ ହିଂସା । ଛତିଶଗଡର ସୁକମା ଜିଲ୍ଲାରେ ଏକ ବଡ଼ ଏନକାଉଣ୍ଟର ହୋଇଛି । ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୪ ରୁ ୬ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚାନୁଯାୟୀ ,ଚିନ୍ତାଗୁପା ଜଙ୍ଗଲରେ ଯବାନ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏଥିରେ ଅନେକ ନକ୍ସଲ ନିହତ ହୋଇଛନ୍ତି । ସହିଦ ସପ୍ତାହର...