ଓଡିଶାବିଜ୍ଞାନ ମହାଵିଦ୍ୟାଳୟରେ ଛାତ୍ରୀ ମାନଙ୍କର ଆତ୍ମ ସୁରକ୍ଷା ତାଲିମ ଶିବିରmahabharatanewsFebruary 11, 2026 by mahabharatanewsFebruary 11, 2026012 ଗଞ୍ଜାମ ଜିଲ୍ଲା, ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାଵିଦ୍ୟାଳୟରେ ଉଚ୍ଚ ଶିକ୍ଷ୍ୟା ବିଭାଗ ଦ୍ଵାରା ଆୟୋଜିତ ଡ଼ିଗ୍ରୀ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କର ଆତ୍ମ ସୁରକ୍ଷା ତାଲିମ ଶିବିର ର ଉଦ୍ୟାପନ ଉତ୍ସବ ଆୟୋଜିତ ହେଇ...
ଓଡିଶାଦୁର୍ଘଟଣାବ୍ରହ୍ମପୁରରେ ଭୟଙ୍କର ସଡକ ଦୁର୍ଘଟଣାmahabharatanewsJanuary 31, 2026 by mahabharatanewsJanuary 31, 2026017 ବ୍ରହ୍ମପୁରରେ ଭୟଙ୍କର ସଡକ ଦୁର୍ଘଟଣା। ରଙ୍ଗ ସାଇଡରେ ଆସି ସିରିଜ ଦୁର୍ଘଟଣା ଘଟାଇଲା ଟ୍ରକ୍। ହଳଦିଆପଦର ଓଭରବ୍ରିଜରେ ୩ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍। ଘଟଣାସ୍ଥଳରେ ଚାଲିଗଲା ୫ ବାଇକ୍ ଆରୋହୀଙ୍କ ଜୀବନ। ଖବର...
ଓଡିଶାଗୋପାଳପୁର ଜେଡ ଏସ ଆଇ ପକ୍ଷରୁ ଦୁଇଟି ପଲ୍ଲି କୀଟ ଚିହ୍ନଟmahabharatanewsDecember 18, 2025 by mahabharatanewsDecember 18, 2025018 ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ ପକ୍ଷରୁ ଦୁଇଟି ପଲ୍ଲି କୀଟ (ସମୁଦ୍ର ଜିଆ) ଚିହ୍ନଟ ହୋଇଛି l ଏହି ଜିଆ ପଶ୍ଚିମବଙ୍ଗର ପୁର୍ବ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ଦିଘା ଏବଂ ବାଙ୍କିପୁଟ୍ ଉପକୂଳରୁ...
Uncategorizedଅଦାଲତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୁରଲୀଧରmahabharatanewsFebruary 6, 2023 by mahabharatanewsFebruary 6, 20230165 ଗଞ୍ଜାମ/ ରଜନୀକାନ୍ତ ପାତ୍ର : ହିଞ୍ଜିଳିକାଟୁ ଅଦାଲତ ପରିସରରେ ସିଭିଲ ଜଜ ସିନିୟର ଡିଭିଜନ ଅଦାଲତର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୁରଲୀଧର ମିଳିତ...
ଓଡିଶାବ୍ଳକ ସ୍ତରୀୟ ମିଶନଶକ୍ତି ଋଣ ମେଳା ଅନୁଷ୍ଠିତmahabharatanewsNovember 29, 2022 by mahabharatanewsNovember 29, 20220165 ଗଞ୍ଜାମ : ମିଶନ ଶକ୍ତି ଋଣ ମେଳା ମହିଳା ଗୋଷ୍ଠୀର ସଦସ୍ୟା ମାନଙ୍କୁ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିବ। ମିଶନ ଶକ୍ତି ମା’ ମାନେ ଏବେ ଭଲ ବ୍ୟବସାୟ କରିବା ସହିତ ଅନ୍ୟମାନଙ୍କୁ...
ଓଡିଶାଭାରତହିଂଜିଳିକାଟୁ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତmahabharatanewsSeptember 15, 2022 by mahabharatanewsSeptember 15, 20220211 ରଜନୀକାନ୍ତ ପାତ୍ର(ଗଞ୍ଜାମ ଜିଲ୍ଲା):ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ସଭାକକ୍ଷ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର...
ଓଡିଶାଗଣେଶ ଭସାଣରେ କମ୍ପିଲା ହିଞ୍ଜିଳିକାଟୁ ସହରmahabharatanewsSeptember 5, 2022September 5, 2022 by mahabharatanewsSeptember 5, 2022September 5, 20220144 ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ ଅଞ୍ଚଳରେ ୫ ଦିନ ଧରି ଧୁମଧାମରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲ।। ତେବେ ଗତକାଲି ଗଜାନନଙ୍କୁ ଭସାଣ କରି ମେଲାଣି ଦିଆଯାଇଛି। ସୂଚନା ଅନୁସାରେ ସହରର ବଡ ବଡ ମେଢ ପ୍ରାୟ...