ଖେଳହାତ ନାହିଁ; ସ୍ୱର୍ଣ୍ଣ ପଦକରେ ଛାଇ ହୋଇଛନ୍ତି ଏହି ଖେଳାଳୀmahabharatanewsSeptember 3, 2021 by mahabharatanewsSeptember 3, 20210237 ଟୋକିଓ: ଟୋକିଓରେ ଚାଲିଥିବା ପାରାଅଲିମ୍ପିକ୍ସରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଦୃଶ୍ୟ । ଦେଶ ଭକ୍ତି ଆଉ ଆତ୍ମବିଶ୍ୱାସ ସାମନାରେ ଶାରୀରିକ ଅକ୍ଷମତା ମଧ୍ୟ ହାର ମାନିଛି । ପିଲାବେଳୁ ନିଜର ଦୁଇ ହାତ...
ଖେଳଶାର୍ଦ୍ଦୁଳଙ୍କ ଦମଦାର ଇନିଂସmahabharatanewsSeptember 3, 2021September 3, 2021 by mahabharatanewsSeptember 3, 2021September 3, 20210191 ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ବିପକ୍ଷ ଚତୁର୍ଥ ମ୍ୟାଚର ପ୍ରଥମ ଦିନରେ ଓଭାଲରେ ଦେଖିବାକୁ ମିଳିଛି ଶାର୍ଦ୍ଦୁଳଙ୍କ ଜଲୱା । ବ୍ୟାଟିଂ ବିପର୍ଯ୍ୟୟର ସାମନା କରୁଥିବା ଭାରତର ସମ୍ମାନ ରଖିଛନ୍ତି ଶାର୍ଦ୍ଦୁଳ । କିନ୍ତୁ ବୋଲିଂରେ ନୂହେଁ,...
Uncategorizedତାଲିବାନ ସହ ଭାରତର ଆଲୋଚନାmahabharatanewsAugust 31, 2021 by mahabharatanewsAugust 31, 20210180 (ନୂଆଦିଲ୍ଲୀ): ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ତାଲିବାନ ସମସ୍ତ ଦେଶକୁ ନିଜ ଦୂତବାସ ମାନଙ୍କୁ ଏବଂ ଆମେରିକାକୁ ନିଜ ସୈନ ପ୍ରତ୍ୟାହାର କରିବାକୁ କହିଥିଲା । ଏନେଇ ଆଫଗାନିସ୍ତାନ ଛାଡ଼ିବା ପାଇଁ ଧାର୍ଯ୍ୟ ସମୟର...
ଖେଳପାରାଅଲିମ୍ପିକ୍ସରେ ଭାରତର ଦବଦବାmahabharatanewsAugust 31, 2021August 31, 2021 by mahabharatanewsAugust 31, 2021August 31, 20210211 ଟୋକିଓ: ଚଳିତବର୍ଷ ପାରାଅଲିମ୍ପିକ୍ସରେ ଭାରତ ନିଜର ଦବଦବା ଜାରି ରଖିଛି । ଏ ପର୍ଯ୍ୟନ୍ତ ମୋଟ ୧୦ଟି ପଦକ ହାସଲ କରି ସାରିଛି ଭାରତ । ପୁରୁଷ ହାଇ ଜମ୍ପ ଟି-୬୩ ଇଭେଣ୍ଟରେ ଭାରତକୁ...
ଖେଳଏବେ ଓଡିଶା ପାଇଁ ଖେଳିବେ ଏହି ମହାନ କ୍ରିକେଟରmahabharatanewsAugust 31, 2021 by mahabharatanewsAugust 31, 20210198 ନୁଆଦିଲ୍ଲୀ: ଏସିଆ କପ ୨୦୧୮ରେ ଭାରତକୁ ପରାଜୟର ଦ୍ୱାରଦେଶରେ ପହଞ୍ଚାଇଥିବା ଖେଳାଳୀ । ଗୃପ ମ୍ୟାଚରେ ହଂକଂ ପରି ଦଳ ଭାରତକୁ ଏହି ମ୍ୟାଚରେ ନିରୁପାୟ କରିଦେଇଥିଲା । କିନ୍ତୁ ଟିମ ଇଣ୍ଡିଆ ଭାଗ୍ୟ...
ଖେଳଜାଭେଲିନରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣmahabharatanewsAugust 31, 2021August 31, 2021 by mahabharatanewsAugust 31, 2021August 31, 20210197 ଟୋକିଓ: ଜାଭେଲିନ ଥ୍ରୋରେ ପୁଣି ଇତିହାସ ରଚିଲା ଭାରତ । ଟୋକିଓ ଅଲିମ୍ପିକ୍ସ ପରେ ପାରା ଅଲିମ୍ପିକ୍ସରେ ବି ବାଜିଲା ଭାରତର ଡଙ୍କା । ବ୍ରୋଞ୍ଜ ପଦକ ହାସଲ ପରେ ସ୍ୱର୍ଣ୍ଣ ପଦକ ମଧ୍ୟ...
Uncategorizedଆମେରିକା ଦେଲା ପାଲଟା ଜବାବmahabharatanewsAugust 28, 2021 by mahabharatanewsAugust 28, 20210220 ଆମେରିକା: ନିଜ କଲା କର୍ମର ଫଳ ପାଇଛନ୍ତି କାବୁଲ ସିରିଜ ବିସ୍ଫୋରଣର ମାଷ୍ଟର ମାଇଣ୍ଡ । ବିସ୍ଫୋରଣରେ ଏବେ ପର୍ଯ୍ୟନ୍ତ ଆକେରିକାର ୧୦ରୁ ଅଧିନ ସୈନିକଙ୍କ ସମେତ ୧୦୦ରୁ ଅଧ୍ଖଳ ଲୋକ ପ୍ରାଣ ହରାଇ...
ଖେଳପନ୍ତଙ୍କୁ ଅମ୍ପାୟାର ଦେଲେ ଚେତାବନୀmahabharatanewsAugust 27, 2021 by mahabharatanewsAugust 27, 20210307 ଲର୍ଡ୍ସ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ବ୍ୟକଫୁଟରେ ରହିଛି ଭାରତୀୟ ଦଳ । ୭୮ ରନରେ ଅଲାଆଉଟ ହେବା ପରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଦଳ ୩୪୫ ରନର ଅଗ୍ରଣୀ ।...
Uncategorized୫୦୦ ଏବଂ ୨୦୦୦ ଟଙ୍କିଆ ନୋଟରେ ଭର୍ତ୍ତି ରେଳ ଧାରଣାmahabharatanewsAugust 26, 2021 by mahabharatanewsAugust 26, 20210149 ତାମିଲନାଡୁ: ରେଳ ଟ୍ରାକକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଦେଖଣାହାରୀ ଲୋକେ । ନିଜ ଆଖି ଏବଂ ଦେଖୁଥିବା ଦୃଶ୍ୟକୁ ବିଶ୍ୱାସ କରିପାରି ନାହାନ୍ତି ସେଠାରେ ଉପସ୍ଥିତ ଥିବା କୌଣସି ବ୍ୟକ୍ତି । ଏ ଘଟଣା...
Uncategorizedପ୍ରାଥମିକତାରେ ଶିକ୍ଷକଙ୍କୁ ଟୀକାmahabharatanewsAugust 25, 2021 by mahabharatanewsAugust 25, 20210211 ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ହ୍ରାସ ପାଇବା ପରେ ଧିରେ ଧିରେ ଖୋଲୁଛି ସ୍କୁଲ । ତେବେ ସ୍କୁଳ ଖୋଲିବା ପରେ ପିଲାମାନଙ୍କ ମଧ୍ୟରେ ସଂକ୍ରମଣ ବଢୁଥିବା ଦେଖିବାକୁ ମିଳିଛି । ତେବେ ଏ ନେଇ...