ଖେଳପାରାଅଲିମ୍ପିକ୍ସରେ ଭାରତର ଦବଦବାmahabharatanewsAugust 31, 2021August 31, 2021 by mahabharatanewsAugust 31, 2021August 31, 20210243 ଟୋକିଓ: ଚଳିତବର୍ଷ ପାରାଅଲିମ୍ପିକ୍ସରେ ଭାରତ ନିଜର ଦବଦବା ଜାରି ରଖିଛି । ଏ ପର୍ଯ୍ୟନ୍ତ ମୋଟ ୧୦ଟି ପଦକ ହାସଲ କରି ସାରିଛି ଭାରତ । ପୁରୁଷ ହାଇ ଜମ୍ପ ଟି-୬୩ ଇଭେଣ୍ଟରେ ଭାରତକୁ...
ଖେଳଏବେ ଓଡିଶା ପାଇଁ ଖେଳିବେ ଏହି ମହାନ କ୍ରିକେଟରmahabharatanewsAugust 31, 2021 by mahabharatanewsAugust 31, 20210232 ନୁଆଦିଲ୍ଲୀ: ଏସିଆ କପ ୨୦୧୮ରେ ଭାରତକୁ ପରାଜୟର ଦ୍ୱାରଦେଶରେ ପହଞ୍ଚାଇଥିବା ଖେଳାଳୀ । ଗୃପ ମ୍ୟାଚରେ ହଂକଂ ପରି ଦଳ ଭାରତକୁ ଏହି ମ୍ୟାଚରେ ନିରୁପାୟ କରିଦେଇଥିଲା । କିନ୍ତୁ ଟିମ ଇଣ୍ଡିଆ ଭାଗ୍ୟ...
ଖେଳଜାଭେଲିନରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣmahabharatanewsAugust 31, 2021August 31, 2021 by mahabharatanewsAugust 31, 2021August 31, 20210236 ଟୋକିଓ: ଜାଭେଲିନ ଥ୍ରୋରେ ପୁଣି ଇତିହାସ ରଚିଲା ଭାରତ । ଟୋକିଓ ଅଲିମ୍ପିକ୍ସ ପରେ ପାରା ଅଲିମ୍ପିକ୍ସରେ ବି ବାଜିଲା ଭାରତର ଡଙ୍କା । ବ୍ରୋଞ୍ଜ ପଦକ ହାସଲ ପରେ ସ୍ୱର୍ଣ୍ଣ ପଦକ ମଧ୍ୟ...
Uncategorizedଆମେରିକା ଦେଲା ପାଲଟା ଜବାବmahabharatanewsAugust 28, 2021 by mahabharatanewsAugust 28, 20210250 ଆମେରିକା: ନିଜ କଲା କର୍ମର ଫଳ ପାଇଛନ୍ତି କାବୁଲ ସିରିଜ ବିସ୍ଫୋରଣର ମାଷ୍ଟର ମାଇଣ୍ଡ । ବିସ୍ଫୋରଣରେ ଏବେ ପର୍ଯ୍ୟନ୍ତ ଆକେରିକାର ୧୦ରୁ ଅଧିନ ସୈନିକଙ୍କ ସମେତ ୧୦୦ରୁ ଅଧ୍ଖଳ ଲୋକ ପ୍ରାଣ ହରାଇ...
ଖେଳପନ୍ତଙ୍କୁ ଅମ୍ପାୟାର ଦେଲେ ଚେତାବନୀmahabharatanewsAugust 27, 2021 by mahabharatanewsAugust 27, 20210353 ଲର୍ଡ୍ସ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ବ୍ୟକଫୁଟରେ ରହିଛି ଭାରତୀୟ ଦଳ । ୭୮ ରନରେ ଅଲାଆଉଟ ହେବା ପରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଦଳ ୩୪୫ ରନର ଅଗ୍ରଣୀ ।...
Uncategorized୫୦୦ ଏବଂ ୨୦୦୦ ଟଙ୍କିଆ ନୋଟରେ ଭର୍ତ୍ତି ରେଳ ଧାରଣାmahabharatanewsAugust 26, 2021 by mahabharatanewsAugust 26, 20210187 ତାମିଲନାଡୁ: ରେଳ ଟ୍ରାକକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଦେଖଣାହାରୀ ଲୋକେ । ନିଜ ଆଖି ଏବଂ ଦେଖୁଥିବା ଦୃଶ୍ୟକୁ ବିଶ୍ୱାସ କରିପାରି ନାହାନ୍ତି ସେଠାରେ ଉପସ୍ଥିତ ଥିବା କୌଣସି ବ୍ୟକ୍ତି । ଏ ଘଟଣା...
Uncategorizedପ୍ରାଥମିକତାରେ ଶିକ୍ଷକଙ୍କୁ ଟୀକାmahabharatanewsAugust 25, 2021 by mahabharatanewsAugust 25, 20210246 ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ହ୍ରାସ ପାଇବା ପରେ ଧିରେ ଧିରେ ଖୋଲୁଛି ସ୍କୁଲ । ତେବେ ସ୍କୁଳ ଖୋଲିବା ପରେ ପିଲାମାନଙ୍କ ମଧ୍ୟରେ ସଂକ୍ରମଣ ବଢୁଥିବା ଦେଖିବାକୁ ମିଳିଛି । ତେବେ ଏ ନେଇ...
Uncategorized୩ ଆତଙ୍କୀ ପୁଣି ଢେରmahabharatanewsAugust 24, 2021August 24, 2021 by mahabharatanewsAugust 24, 2021August 24, 20210252 ଶ୍ରୀନଗର: ଜମ୍ମୁ କଶ୍ମୀରରେ ପୁଣି ସୁରକ୍ଷାକର୍ମୀଙ୍କୁ ମିଳଛି ବଡ ସଫଳତା । ସୋପରରେ ଚାଲିଥିବା ମାଓ ଏନକାଉଣ୍ଟରରେ ପୁଣି ୩ ଜଣଙ୍କୁ ଢେର କରିଛି ସୁରକ୍ଷାକର୍ମୀ । ଏହି ୩ ଜଣଙ୍କ ସହ ସୁରକ୍ଷାକର୍ମୀ...
ରାଜନୀତିତାଲିବାନକୁ ସରକାରର ମାନ୍ୟତା ଦେବାକି ଭାରତ ?mahabharatanewsAugust 23, 2021 by mahabharatanewsAugust 23, 20210254 ନୂଆଦିଲ୍ଲୀ : ୨୦ ବର୍ଷ ପରେ ତାଲିବାନ ନିଜର ଶାସନକୁ ଫେରିଛି । ମଧ୍ୟ ଏସିଆ, ଓ ଦକ୍ଷିଣ ଏସିଆର ଦେଶ ମାନେ ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି । ତାଲିବାନକୁ ମାନ୍ୟତା ଦେବା ଓ...
Uncategorizedଆସିଲା ଭାରତ କଲରmahabharatanewsAugust 23, 2021 by mahabharatanewsAugust 23, 20210258 ନୂଆଦିଲ୍ଲୀ: ଆଜିକାଲି ଅଜଣା ନମ୍ବରରୁ କଲ କରି କିଛି ଅସାମାଜିକ ଲୋକ ସମସ୍ତଙ୍କୁ ହଇରାଣ କରନ୍ତି । ଫଳରେ ଅନେକ ଲୋକ ଅଜଣା ନମ୍ବରରୁ କଲ ଆସିଲେ ରିସିଭ କରିବା ପାଇଁ କୁଣ୍ଠାବୋଧ କରିଥାନ୍ତି...