ରାଜନୀତିଆରଏସଏସକୁ ତାଲିବାନ ଆତଙ୍କବାଦୀ ସହ ତୁଳନା କଲେ ଦିଗବିଜୟ ସିଂହmahabharatanewsSeptember 10, 2021 by mahabharatanewsSeptember 10, 20210201 ନୂଆଦିଲ୍ଲୀ : ନିକଟରେ ସଂଗୀତକାର ଜାଭେଦ ଅଖତର ଆରଏସଏସକୁ ତାଲିବାନ ସହିତ ତୁଳନା କରି ଚର୍ଚ୍ଚାରେ ଥିବା ବେଳେ ଆଜି କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ...
Uncategorizedଧରାପୃଷ୍ଟରେ ଅବତରଣ କଲେ ଗଜାନନmahabharatanewsSeptember 10, 2021 by mahabharatanewsSeptember 10, 20210238 (ଭୁବନେଶ୍ୱର): “ବକ୍ରତୁଣ୍ଡ ମହାକାୟ, ସୂର୍ଯ୍ୟ କୋଟି ସମପ୍ରଭ ନିର୍ବିଘ୍ନେ କୁରୁମେ ଦେବ ସର୍ବ କାର୍ଯ୍ୟ ସୁ-ସର୍ବଦା” ଆଜି ଭାଦ୍ରବ ଶୁକ୍ଲ ଚତୁର୍ଥୀ, ଗଣେଶ ପୂଜା ବା ଗଣେଶ ଚତୁର୍ଥୀ । ବିଘ୍ନ ବିନାଶକଙ୍କ ପୂଜା...
Uncategorizedସିନେମା ପରଦାରେ ଦାଦାଙ୍କ ବାୟୋପିକmahabharatanewsSeptember 9, 2021September 9, 2021 by mahabharatanewsSeptember 9, 2021September 9, 20210267 (ମହାଭାରତ ଲାଇଭ): ପ୍ରଥମେ ଧୋନୀ ଆଉ ଏବେ ସୌରଭ । ଧୋନୀଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଥିଲା ଫିଲ୍ମ “ଏମ୍ଏସ୍ ଧୋନି” । ସେହିପରି ଭାରତୀୟ କ୍ରିକେଟ ଜଗତରେ ଦାଦା ଭାବେ ଜଣାଶୁଣା ସୌରଭ...
Uncategorizedତାଲିବାନରେ ଏୟାର ଷ୍ଟ୍ରାଇକ୍mahabharatanewsSeptember 7, 2021 by mahabharatanewsSeptember 7, 20210218 (କାବୁଲ): ସରିନି ପଞ୍ଜଶିରର ଲଢ଼େଇ । ତାଲିବାନ ଗୋଟିଏ ଦିନ ପୂର୍ବରୁ ଘୋଷଣା କରିଥିଲା କି ତାଲିବାନ ସମ୍ପୂର୍ଣ୍ଣ ରୂପେ ପଞ୍ଜଶିରକୁ ଦଖଲ କରିଦେଇଛି । ମାତ୍ର ଘୋଷଣା କରିବାର ଗୋଟିଏ ଦିନ ପରେ...
ଅପରାଧ୬୦ ଟଙ୍କା ପାଇଁ ବନ୍ଧୁ ହେଲା ବଇରିmahabharatanewsSeptember 6, 2021 by mahabharatanewsSeptember 6, 20210212 ନୂଆଦିଲ୍ଳୀ: ମାତ୍ର ୬୦ ଟଙ୍କା । ଆଜିକା ଦିନରେ ଏହି ଟଙ୍କାରେ ଗୋଟେ ଓଳି ଖାଇ ବଞ୍ଚିବା ବି କଷ୍ଟ । କିନ୍ତୁ ଏହି ଟଙ୍କା ପାଇଁ ଜଣେ ସାଙ୍ଗ ଭୁଲି ଯାଇଛି ବନ୍ଧୁତ୍ୱର...
ଖେଳପଞ୍ଚମ ଦିନରେ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟmahabharatanewsSeptember 6, 2021 by mahabharatanewsSeptember 6, 20210321 ଓଭାଲ: ଭାରତ-ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ପଞ୍ଚମ ଦିନରେ ମ୍ୟାଚ । ଶେଷ ଦିନରେ ମ୍ୟାଚ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଯେଉଁଠାରେ ଉଭୟ ଦଳ ନିକଟରେ ଜିତିବାର ଆଶା ରହିଥିବା ବେଳେ...
Uncategorizedସିଦ୍ଧାର୍ଥଙ୍କ ସଂସ୍କାରରେ ଶେହନାଜmahabharatanewsSeptember 3, 2021September 3, 2021 by mahabharatanewsSeptember 3, 2021September 3, 20210209 ମୁମ୍ବାଇ: ଓସିୱାରା ଶ୍ମଶାନ ଘାଟରେ ଶେଷ ହୋଇଛି ବିଗବସ ବିଜେତା ତଥା ଟିଭି ସିରିଏଲ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅନ୍ତିମ ସଂସ୍କାର । ଶ୍ମଶାନ ଘାଟରେ ସିଦ୍ଧାର୍ଥଙ୍କର ବନ୍ଧୁ, ପରିବାରଙ୍କ ସମେତ ଅନେକ ସାଥୀ...
ଖେଳହାତ ନାହିଁ; ସ୍ୱର୍ଣ୍ଣ ପଦକରେ ଛାଇ ହୋଇଛନ୍ତି ଏହି ଖେଳାଳୀmahabharatanewsSeptember 3, 2021 by mahabharatanewsSeptember 3, 20210267 ଟୋକିଓ: ଟୋକିଓରେ ଚାଲିଥିବା ପାରାଅଲିମ୍ପିକ୍ସରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଦୃଶ୍ୟ । ଦେଶ ଭକ୍ତି ଆଉ ଆତ୍ମବିଶ୍ୱାସ ସାମନାରେ ଶାରୀରିକ ଅକ୍ଷମତା ମଧ୍ୟ ହାର ମାନିଛି । ପିଲାବେଳୁ ନିଜର ଦୁଇ ହାତ...
ଖେଳଶାର୍ଦ୍ଦୁଳଙ୍କ ଦମଦାର ଇନିଂସmahabharatanewsSeptember 3, 2021September 3, 2021 by mahabharatanewsSeptember 3, 2021September 3, 20210232 ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ବିପକ୍ଷ ଚତୁର୍ଥ ମ୍ୟାଚର ପ୍ରଥମ ଦିନରେ ଓଭାଲରେ ଦେଖିବାକୁ ମିଳିଛି ଶାର୍ଦ୍ଦୁଳଙ୍କ ଜଲୱା । ବ୍ୟାଟିଂ ବିପର୍ଯ୍ୟୟର ସାମନା କରୁଥିବା ଭାରତର ସମ୍ମାନ ରଖିଛନ୍ତି ଶାର୍ଦ୍ଦୁଳ । କିନ୍ତୁ ବୋଲିଂରେ ନୂହେଁ,...
Uncategorizedତାଲିବାନ ସହ ଭାରତର ଆଲୋଚନାmahabharatanewsAugust 31, 2021 by mahabharatanewsAugust 31, 20210211 (ନୂଆଦିଲ୍ଲୀ): ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ତାଲିବାନ ସମସ୍ତ ଦେଶକୁ ନିଜ ଦୂତବାସ ମାନଙ୍କୁ ଏବଂ ଆମେରିକାକୁ ନିଜ ସୈନ ପ୍ରତ୍ୟାହାର କରିବାକୁ କହିଥିଲା । ଏନେଇ ଆଫଗାନିସ୍ତାନ ଛାଡ଼ିବା ପାଇଁ ଧାର୍ଯ୍ୟ ସମୟର...