ଓଡିଶାଭୈରାଗିପୁଟ ଜଙ୍ଗଲରେ ନିଆଁ ଲଗାଇ ଦେଲେ ଦୁର୍ବୁତ୍ତmahabharatanewsMarch 7, 2023March 7, 2023 by mahabharatanewsMarch 7, 2023March 7, 20230180 କୋରାପୁଟ : ନନ୍ଦପୁର ବ୍ଲକ ଅନ୍ତର୍ଗତ ଖେମୁଣ୍ଡୁଗୁଡ଼ା ପଞ୍ଚାୟତର ଭୈରାଗିପୁଟ ଗ୍ରାମରେ ରେଞ୍ଜର ନନ୍ଦପୁର ସେକ୍ସନରେ ଥିବା ଭୈରାଗିପୁଟ ଗ୍ରାମରେ ଜଙ୍ଗଲ ଜଳି ଛାରଖାର ହୋଇଯାଇଛି । ଆଜି ଅପରାହ୍ନ ୨ଟା ସମୟରେ କେହି...
Uncategorizedସୁନାବେଡ଼ାରେ ବାହା ବଙ୍ଗ ପର୍ବପର୍ବାଣୀ ଅନୁଷ୍ଠିତmahabharatanewsFebruary 28, 2023 by mahabharatanewsFebruary 28, 20230161 କୋରାପୁଟ : ସୁନାବେଡ଼ା ଆର ଯୁନ ନିକଟରେ ବାହା ବଙ୍ଗ ପର୍ବପର୍ବାଣୀ। ଏ ହେଉଛି ଆମ ଆଦିବାସୀ ମାନଙ୍କ ଗୋଟେ ବଡ଼ ପର୍ବ ବର୍ଷ କରେ ଗଛ ଲତା ଫୁଲ ଫଳ ଅଛି। ତାହାକୁ...
Uncategorizedଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମରୁ ୩୨ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁୁତ୍ତmahabharatanewsFebruary 11, 2023February 11, 2023 by mahabharatanewsFebruary 11, 2023February 11, 20230234 କୋରାପୁଟ: ଏଟିଏମରୁ ଲଟୁ ହେଲା ୩୨ ଲକ୍ଷରୁ ଅଧିକ ଟଙ୍କା । କୋରାପୁଟ ଜିଲ୍ଲା ବାଡ଼ୁଆ ଥାନା ଅନ୍ତର୍ଗତ ବାଲଡାସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ରୁ ୩୨ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଛି...
ଓଡିଶାଦୁର୍ଘଟଣାଦୋକାନ ଗୃହରେ ଭୟଙ୍କର ଅଗ୍ନିକାଣ୍ଡmahabharatanewsJanuary 19, 2023 by mahabharatanewsJanuary 19, 20230225 କୋରାପୁଟ : ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଦଳେଇଗୁଡା ପଞ୍ଚାୟତର ଜାଳିଆଗୁଡା ଗାଁରେ ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି । ଜାଳିଆଗୁଡା ଗାଁର ଉର୍ଦ୍ଧବ ମଣ୍ଡଳ ତାଙ୍କ ବାପା ଦନପତି ମଣ୍ଡଳଙ୍କ ଦୋକାନ ଗୃହରେ...
ଓଡିଶାପଟାଙ୍ଗିରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିର ଅନୁଷ୍ଠିତmahabharatanewsJanuary 17, 2023January 17, 2023 by mahabharatanewsJanuary 17, 2023January 17, 20230182 କୋରାପୁଟ/ ଦଶରଥ ମାଛ : ପଟ୍ଟାଙ୍ଗି ବ୍ଲକ୍ ନିକଟସ୍ଥ ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲାପାଳ ଏମ ଅବଦଲ ଅଖତରଙ୍କ ନିର୍ଦ୍ଦେଶ କ୍ରମେ ମିଳିତ ଜନ ଶୁଣାଣୀ ଶିବିର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।...
ଓଡିଶାଧାରଣାରେ ବସିଲେ ଅଙ୍ଗନୱାଡି କର୍ମୀmahabharatanewsNovember 25, 2022 by mahabharatanewsNovember 25, 20220186 କୋରାପୁଟ : ବୋରିଗୁମ୍ମା ବ୍ଲକର ଆଇସିଡ଼ିଏସ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀ ମାନେ ୮ ଦଫା ଦାବିକୁ ଭନେଇ ଗତ ଦୁଇଦିନ ଧରି ଧାରଣା ଜାରି ରହିଛି । ବିଭିନ୍ନ ସମସ୍ୟା କୁ ନେଇ...
ଓଡିଶାଅନ୍ତଃକଲେଜ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭmahabharatanewsOctober 28, 2022 by mahabharatanewsOctober 28, 20220132 କୋରାପୁଟ /ମନୋଜ ଦାସ :କୋରାପୁଟ ଜିଲ୍ଲା ଜୟପୁର ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ପାଳନ ଅବସରରେ ଆରମ୍ଭ ହୋଇଛି ଅନ୍ତଃକଲେଜ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ। ଉଦ୍ଘାଟନୀ ମ୍ୟାଚ୍ ରେ ନବରଙ୍ଗପୁରର ଡାବୁଗାଁ ଭୈରବ ଡିଗ୍ରୀ...
ଓଡିଶାକୋଟପାଡରେ ବନ୍ଧୁମିଳନ କାର୍ଯ୍ୟକ୍ରମmahabharatanewsSeptember 24, 2022 by mahabharatanewsSeptember 24, 20220152 କୋରାପୁଟ/ ମନୋଜ ଦାସ :କୋଟପାଡ଼ ବ୍ଲକ ଅନ୍ତର୍ଗତ ଘୁମର ପଞ୍ଚାୟତ ଅଧିନସ୍ଥ ଗ୍ରାମରେ ନେହୁରୁପାଲିରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି । ଯାହାକୁ ନେଇ କୋଟପାଡ ଏବେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି...
ଓଡିଶାରାଜ୍ୟର ପ୍ରଥମ ସିକିଲ ସେଲ୍ ଆଇସିୟୁ ।mahabharatanewsSeptember 20, 2022 by mahabharatanewsSeptember 20, 20220161 ରାଜ୍ୟର ପ୍ରଥମ ସିକିଲସେଲ ଆଇସିୟୁର ଉଦଘାଟନ ହୋଇଯାଇଛି । କୋରାପୁଟ ଜିଲ୍ଲା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ସିକିଲସେଲ ରୋଗୀଙ୍କ ପାଇଁ ଏକ ସ୍ବତନ୍ତ୍ର ଆଇସିୟୁ ସହ ମେଡିକାଲ...
Accidentଓଡିଶାଭାରତଅଜଣା ରୋଗରେ ଗଲାଣି ୩ମୁଣ୍ଡmahabharatanewsSeptember 10, 2022 by mahabharatanewsSeptember 10, 20220199 ଜୟପୁର: ଅଜଣା ରୋଗରେ ଚାଲିଗଲାଣି ୩ ମୁଣ୍ଡ | ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ବୈପାରିଗୁଡା ଦଣ୍ଡାବାଡିର କାଣ୍ଡିକିଗୁଡା ଗାଁରେ | ଗତ ସପ୍ତାହକ ମଧ୍ୟରେ ୩ଜଣଙ୍କର ମୃତ୍ୟୁ ହୋଇଗଲାଣି | ଗତ...