ଅପରାଧଦୁଷ୍କର୍ମ ପାଇଁ ବିଭିନ୍ନ ଦେଶର ଦଣ୍ଡବିଧାନmahabharatanewsDecember 3, 2019 by mahabharatanewsDecember 3, 20190533 (ମହାଭାରତ/ହାଇଦ୍ରାବାଦ) : ହାଇଦ୍ରାବାଦ ମହିଳା ପଶୁ ଡାକ୍ତରଙ୍କ ଗଣଦୁଷ୍କର୍ମ ପରେ ହତ୍ୟା ମାମଲାକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳୁଛି । ଦେଶରେ ଦୁଷ୍କର୍ମକାରୀଙ୍କ ବିରୋଧରେ କଡା ଦଣ୍ଡବିଧାନ ହେବାକୁ ସେମାନଙ୍କୁ ଫାଶି...
ଓଡିଶାମଧ୍ୟାହ୍ନ ଭୋଜନରେ ନିମ୍ନମାନର ଖାଦ୍ୟ ଦେଇ ଅର୍ଥ ହଡପ ଅଭିଯୋଗmahabharatanewsDecember 3, 2019 by mahabharatanewsDecember 3, 20190505 (ମହାଭାରତ/କନ୍ଧମାଳ): କନ୍ଧମାଳ ଜିଲ୍ଲାର ପ୍ରତ୍ୟକ ବିଦ୍ୟାଳୟରେ ସରକାର ଯୋଗାଇ ଦେଇଛନ୍ତି ମଧ୍ୟ୍ୟହ୍ନ ଭୋଜନ । କିନ୍ତୁ କିଛି ଲୋଭି ପ୍ରଧାନ ଶିକ୍ଷକ ପିଲାଙ୍କ ପେଟରୁ ଦାନା କାଟି ବଳକା ଅର୍ଥକୁ ନିଜର ପକେଟ ଗରମ...
ଅପରାଧଓଡିଶା୧୬ ହଜାର କଫ୍ ସିରପ୍ ବୋତଲ ଜବତmahabharatanewsDecember 3, 2019 by mahabharatanewsDecember 3, 20190354 (ମହାଭାରତ, ବଲାଙ୍ଗୀର): ବଲାଙ୍ଗୀରର ଯୁବବର୍ଗ କଫ ସିରପ୍କୁ ନିଶାର ବିକଳ୍ପ ଭାବେ ବ୍ୟବହାର କରୁଛନ୍ତି । ଏହାର ଫାଇଦା ନେଉଛନ୍ତି ଚୋରା ବେପାରବୀ । ବାରମ୍ବାର ଗିରଫ ହେବା ପରେ ମଧ୍ୟ ଜାମିନରେ ଆସି...
ଓଡିଶାଚାଷୀ ନେତା କୁଞ୍ଜ ବିହାରୀ ବାରିକଙ୍କ ଶ୍ରଦ୍ଧାଞ୍ଜଳି ସଭାmahabharatanewsDecember 3, 2019 by mahabharatanewsDecember 3, 20190361 (ବରଗଡ /ମହାଭାରତ) : ବରଗଡ ଜିଲ୍ଲା ବରପାଲି ଗଙ୍ଗାଧର ସ୍ମୁତି ଭବନ ଠାରେ ବିଶିଷ୍ଠ ଚାଷୀ ନେତା କୁଞ୍ଜବିହାରି ବାରିକଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ହୁସି ମେହେରଙ୍କ ସଭାପତିତ୍ୱରେ...
ଓଡିଶାରାସ୍ତା ତଳକୁ ଓଲଟି ପଡିଲା ଆମ୍ବୁଲାନ୍ସmahabharatanewsDecember 3, 2019 by mahabharatanewsDecember 3, 20190362 (ମହାଭାରତ, ସୋନପୁର): ସୋନପୁର-ବଲାଙ୍ଗୀର ରାସ୍ତାର ଖାରୀ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆମ୍ବୁଲାନ୍ସଟି ରାସ୍ତା ତଳକୁ ଓଲଟି ପଡିଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । ସୂଚନା...
ଓଡିଶାପୋଲ ତଳକୁ ବାଇକ ଖସି ୨ ମୃତmahabharatanewsDecember 3, 2019 by mahabharatanewsDecember 3, 20190384 (ମହାଭାରତ, ରେଢାଖୋଲ): ରେଢାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଲ ପୋଲ ତଳକୁ ଏକ ବାଇକ ଖସି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ବୀରମହାରାଜପୁର ଥାନା ବାଘବର ପଞ୍ଚାୟତର ଫୁଲଚରା ଗାଁର ବାସିନ୍ଦା...
ଓଡିଶାଡିସେମ୍ବର ୨୬ରୁ ଜାନୁଆରୀ ୪ ଭିତରକନିକା ବନ୍ଦmahabharatanewsDecember 3, 2019 by mahabharatanewsDecember 3, 20190530 (ମହାଭାରତ, ରାଜନଗର): ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ଭାବେ ପରିଚିତ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ କିଛି ଦିନ ପାଇଁ ବନ୍ଦ ରହିବ । ଆସନ୍ତା ଡିସେମ୍ବର ୨୬ରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ କୁମ୍ଭୀର...
ଓଡିଶାସ୍ୱାଭିମାନ ଅଞ୍ଚଳରେ ଆଦିବାସୀ ମେଳିmahabharatanewsDecember 3, 2019 by mahabharatanewsDecember 3, 20190427 (ମହାଭାରତ, ଚିତ୍ରକୋଣ୍ଡା): ସରକାରଙ୍କ ବିରୋଧରେ ମେଳି କରି ପୁଣି ଗର୍ଜିଛନ୍ତି ସ୍ୱାଭିମାନ ଅଞ୍ଚଳର ଶତାଧିକ ଆଦିବାସୀ । ସେମାନଙ୍କର ଦାବି ଗୁଡିକୁ ପୂର୍ବରୁ ବାରମ୍ବାର ସରକାରଙ୍କୁ ଜଣାଇଥିଲେ ମଧ୍ୟ ସରକାର ସେଗୁଡିକୁ ପୂରଣ କରୁ...
ଓଡିଶାମମର୍ନ୍ତୁତ ସଡ଼କ ଦୁର୍ଘଟଣା ,୧୦ଆହତmahabharatanewsDecember 3, 2019 by mahabharatanewsDecember 3, 20190476 (ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ପାରାଦୀପ -ଚଣ୍ଡିଖୋଲ ଜାତୀୟ ରାଜପଥ ତାରିଣୀ ଛକରେ ଘଟିଛି ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ଏକ ଟ୍ରକ ଓ ବସ ଧକ୍କା ହୋଇଛି । ବସରେ ୩୦ଜଣ ଯାତ୍ରୀ ରହିଥିଲେ ।...
ଓଡିଶାବାଲୁକା ମହୋତ୍ସବର ୨ୟ ଦିନରେ ପରିବେଶ ସୁରକ୍ଷାର ବାର୍ତ୍ତାmahabharatanewsDecember 3, 2019 by mahabharatanewsDecember 3, 20190386 (ଗୋପ): କୋଣାର୍କ ବାଲୁକା ମହୋତ୍ସବର ୨ୟ ଦିନରେ ବାଲୁକା ଶିଳ୍ପୀ ମାନେ ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟିଛନ୍ତି । ସେମାନଙ୍କର କଳା ମାଧ୍ୟମରେ । ବିଶେଷକରି ପରିବେଶ ସୁରକ୍ଷିତ ରହିଲେ ଜୀବ ଜନ୍ତୁ ସୁରକ୍ଷିତ...