ଖେଳଭାରତରଜନୀକାନ୍ତ ଭଳି ପୋଜ୍ ଦେଲେ ଧୋନିmahabharatanewsApril 21, 2023April 21, 2023 by mahabharatanewsApril 21, 2023April 21, 20230117 ସୁପରଷ୍ଟାର ରଜନୀକାନ୍ତ ପୋଜ୍ ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି । ଚେନ୍ନାଇ ସୁପରକିଙ୍ଗସରେ ଏକ ଇଭେଣ୍ଟରେ ଏମଏସ ଧୋନିର ଏକ ଫୋଟ ସ୍କ୍ରିନରେ ଦେଖିବାକୁ ମିଳିଥିଲା...
ଦୁର୍ଘଟଣାବେଆଇନ ଇଟାଭାଟିରେ ନିଆଁ ଲିଭାଇଲା ଦମକଳmahabharatanewsApril 17, 2023 by mahabharatanewsApril 17, 20230102 ବରୀ: ବରୀ ବ୍ଲକ ଜମୁଡିହ ବ୍ରାହ୍ମଣ ସାହି ନିକଟରେ ବେଆଇନ ଭାବେ ଲଗାଯାଇଥିବା ଇଟାଭାଟିକୁ ବରୀ ତହସିଲ ପ୍ରଶାସନ ବରୀ ଦମକଳ ଓ ବରୀ ପୋଲିସ ର ଉପସ୍ଥିତରେ ପାଣି ପକାଇ ଲିଭାଇ ନଷ୍ଟ...
ବିଶେଷନୟାଗଡର ପ୍ରସିଦ୍ଧ ମିଠା ଛେନାପୋଡ଼ ଦିବସ ଆଜିmahabharatanewsApril 8, 2023April 11, 2023 by mahabharatanewsApril 8, 2023April 11, 20230106 ନୟାଗଡ: ଛେନାପୋଡ କଥା ଆସିଲେ ମୁହଁରେ ଆସିଯାଏ ପାଣି । ଆଜି ହେଉଛି ସେଇ ବିଶ୍ୱ ପ୍ରସିଦ୍ଧ ଛୋପୋଡ଼ ଦିବସ । ଆଜି ହେଉଛି ସେଇ ଛେନାପୋଡ ଦିବସ । ଛୋନାପୋଡ଼ର ଜନ୍ମ ନୟାଗଡ...
ଓଡିଶାପର୍ବ ପର୍ବାଣିଭାରତଅନ୍ଧକାରକୁ ଦୂରକରି ଆଲୋକର ବିଜୟ ଆଣି ଦେବ ଦୀପାବଳିmahabharatanewsOctober 24, 2022 by mahabharatanewsOctober 24, 20220161 ଭୁବନେଶ୍ୱର:ଆଜି ହେଉଛି ପବିତ୍ର ଦୀପାବଳି | ଆଜିର ଦିନରେ ହିନ୍ଦୁ ପରମ୍ପରାରେ ପ୍ରଭୁ ଶ୍ରୀରାମ ଲଙ୍କା ଜୟ କରି ଆଜି ଫେରିଥିଲେ । ସେଥିପାଇଁ ସମଗ୍ର ଅଯୋଧ୍ୟାବାସୀ ପ୍ରଦୀପ ପ୍ରଜଳ୍ୱନ କରି ଉତ୍ସାହ ଓ...
ଓଡିଶାରାଜନୀତିଏରୋଡ୍ରମ ଲାଇସେନ୍ସ,ବିମାନ ଉଡାଣ ନେଇ DGCA ପକ୍ଷରୁ ମିଳିଲା ଅନୁମତିmahabharatanewsOctober 20, 2022October 20, 2022 by mahabharatanewsOctober 20, 2022October 20, 20220119 ଭୁବନେଶ୍ୱର(ହରପ୍ରସାଦ ବିଷୋୟୀ ):ଜୟପୁର ରୁ ଉଡିବ ବିମାନ,ଜୟପୁର ବିମାନବନ୍ଦର କୁ ମିଳିଲା ଏରୋଡ୍ରମ ଲାଇସେନ୍ସ,ବିମାନ ଉଡାଣ ନେଇ DGCA ପକ୍ଷରୁ ମିଳିଲା ଅନୁମତି,ଉଡାଣ ଯୋଜନା ଲାଇସେନ୍ସ ପ୍ରଦାନ କଲେ DGCA,ଟ୍ୱିଟ କରି ସୂଚନା ଦେଲେ...
ଓଡିଶାଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀmahabharatanewsOctober 20, 2022 by mahabharatanewsOctober 20, 20220127 ଭୁବନେଶ୍ୱର : ଆଜି ରାଉଲକେଲା ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି କନିଷ୍ଠଯନ୍ତ୍ରୀ ବିଜୟାନନ୍ଦ ସାହୁ | ତାଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା କାର୍ଯ୍ୟର ଅନ୍ତିମ ବିଲ୍ ପାଇଁ ନେଉଥିଲେ ୮୦୦୦ ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା...
ଓଡିଶାବାତ୍ୟାକୁ ନେଇ ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ରାଜ୍ୟ ସରକାରmahabharatanewsOctober 20, 2022 by mahabharatanewsOctober 20, 20220119 ଭୁବନେଶ୍ୱର:ବାତ୍ୟା ଶୀ-ତ୍ରଙ୍ଗର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ଓଡିଶା |ଏନେଇ ଆଜି ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ରାଜ୍ୟ ସରକାର । ଆଜି ସନ୍ଧ୍ୟା ସାଢ଼େ ୫ଟାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବ...
ଓଡିଶାଭାରତହିଂଜିଳିକାଟୁ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତmahabharatanewsSeptember 15, 2022 by mahabharatanewsSeptember 15, 20220155 ରଜନୀକାନ୍ତ ପାତ୍ର(ଗଞ୍ଜାମ ଜିଲ୍ଲା):ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ସଭାକକ୍ଷ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର...
Accidentଅପରାଧଓଡିଶାବଜ୍ରପାତରେ ଜଣେ ମୃତ ଜଣେ ଗୁରୁତରmahabharatanewsSeptember 10, 2022 by mahabharatanewsSeptember 10, 20220125 ଭୁବନ(କଳ୍ପତରୁ ଜେନା):ଗ୍ରାମ ମଣ୍ଡପରେ ବସିଥିବା ସମୟରେ ହେଲା ବଜ୍ରପାତ । ଏହି ବଜ୍ରପାତରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର...
Accidentଓଡିଶାଭାରତଅଜଣା ରୋଗରେ ଗଲାଣି ୩ମୁଣ୍ଡmahabharatanewsSeptember 10, 2022 by mahabharatanewsSeptember 10, 20220139 ଜୟପୁର: ଅଜଣା ରୋଗରେ ଚାଲିଗଲାଣି ୩ ମୁଣ୍ଡ | ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ବୈପାରିଗୁଡା ଦଣ୍ଡାବାଡିର କାଣ୍ଡିକିଗୁଡା ଗାଁରେ | ଗତ ସପ୍ତାହକ ମଧ୍ୟରେ ୩ଜଣଙ୍କର ମୃତ୍ୟୁ ହୋଇଗଲାଣି | ଗତ...