ବିଶ୍ୱଫାଇଟର ଜେଟ ପରେ ଏବେ ପାକିସ୍ତାନକୁ ସବମେରାଇନ ଦେବ ଚୀନmahabharatanewsNovember 4, 2025 by mahabharatanewsNovember 4, 2025080 ପୁଣି ଚର୍ଚ୍ଚାରେ ଚୀନର ପାକିସ୍ତାନ ପ୍ରେମ । ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନ ଉପରେ ଚୀନ ଦେଖାଇ ଚାଲିଛି ଅହେତୁକ ଉଦାରତା । ସେ ପାକିସ୍ତାନର ମାନ୍ଦାବସ୍ଥା ସମୟରେ ଋଣ ହେଉ ବା ସାମରିକ...
ଅପରାଧଭାରତସୀମା ପାର କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ପାକିସ୍ତାନୀ ରେଞ୍ଜରmahabharatanewsMay 4, 2025 by mahabharatanewsMay 4, 20250177 ନୂଆଦିଲ୍ଲୀ-: ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ସୀମା ସୁରକ୍ଷା ବାହିନୀ(ବିଏସଏଫ)କୁ ଏକ ବଡ଼ ସଫଳତା ମିଳିଛି। ବିଏସଏଫ ଜଣେ ପାକ୍ ରେଞ୍ଜରକୁ ଗିରଫ କରିଛି । ସୂଚନା ଅନୁସାରେ ଜଣେ ପାକିସ୍ତାନୀ ରେଞ୍ଜରଙ୍କୁ ଗିରଫ କରିଛି ବିଏସଏଫ୍...
ଭାରତପାକିସ୍ତାନୀଙ୍କୁ ବିବାହ କରିଥିବା ଖବର ଲୁଚାଇଥିବାରୁ ସିଆରପିଏଫ୍ ଯବାନଙ୍କ ଚାକିରୀ ଯାଇଛିmahabharatanewsMay 4, 2025 by mahabharatanewsMay 4, 20250138 ନୂଆଦିଲ୍ଲୀ-: ପାକିସ୍ତାନୀ ପତ୍ନୀଙ୍କ ପାଇଁ ଜଣେ ସିଆରପିଏଫ୍ ଯବାନଙ୍କ ଚାକିରୀ ଯାଇଛି । ଏନେଇ ସିଆରପିଏଫ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ସିଆରପିଏଫ୍ର ୪୧ ବାଟାଲିଅନର ସିଟି/ଜିଡି ମୁନିର ଅହମ୍ମଦ ଜଣେ ପାକିସ୍ତାନୀଙ୍କୁ...
ବିଶ୍ୱରାଜନୀତିପାକିସ୍ତାନରେ ନିର୍ବାଚନ ପରେ ଭୋଟ ଗଣତି ଜାରିmahabharatanewsFebruary 9, 2024February 9, 2024 by mahabharatanewsFebruary 9, 2024February 9, 20240157 ପାକିସ୍ତାନରେ ଚାଲିଥିଲା ସାଧାରଣ ନିର୍ବାଚନ । ଏବେ ଜାରି ରହିଛି ଭୋଟ ଗଣତି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ଇମ୍ରାନଙ୍କ ଦଳ ଆଗୁଆ ରହିଛି ବୋଲି ସୂଚନା ରହିଛି । ଇମ୍ରାନଙ୍କ ଦଳ ପାକିସ୍ତାନ...
ବିଶ୍ୱମଲରେ ଭୟାବହ ଅଗ୍ନିକାଣ୍ଡ, ୯ ମୃତmahabharatanewsNovember 25, 2023 by mahabharatanewsNovember 25, 20230157 (ପାକିସ୍ତାନ) : ପାକିସ୍ତାନ କରାଚିରେ ଭୟଙ୍କର ଅଗ୍ନିକାଣ୍ତ । ରସିଦ ମିନହାସ ରୋଡରେ ଅବସ୍ଥିତ ଆରଜେ ମଲରେ ଅଗ୍ନିକାଣ୍ଡରେ ଅତି କମରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଖବର...
ଭାରତବରଫ ଅତଡ଼ା ଧସି ୧୧ ମୃତ୍mahabharatanewsMay 29, 2023 by mahabharatanewsMay 29, 20230139 (ପାକିସ୍ତାନ) : ବରଫ ଅତଡ଼ା ଧସି ୧୧ ମୃତ୍ୟୁ । ଉତ୍ତର ପାକିସ୍ତାନର ଗିଲଗିଟ୍-ବାଲ୍ତିସ୍ତାନରେ ବରଫ ଅତଡ଼ା ଧସି ୧୧ ଜଣଙ୍କର ମୃତ୍ୟୁ ହୋଇଛି। ସମୁଦ୍ର ପତନଠାରୁ ପ୍ରାୟ ୧୪ ହଜାର ଫୁଟ ଉଚ୍ଚରେ ଏହି ଅଘଟଣ ଘଟିଛି। ସେମାନଙ୍କ...
ବିଶ୍ୱପାକିସ୍ତାନରେ ଖାଦ୍ୟ ଅଭାବ ମୁଖ୍ୟ ସମସ୍ୟା; ଲୋକେ ଯାହା ପାଉଛନ୍ତି ବୋହି ନେଉଛନ୍ତିmahabharatanewsMay 11, 2023 by mahabharatanewsMay 11, 20230220 ଲାହୋର : ପାକିସ୍ତାନରେ ଲୁଟତରାଜ ବର୍ତ୍ତମାନ ଏକ ମୁଖ୍ୟ ସମସ୍ୟାରୂପେ ସାମନାକୁ ଆସିଛି । ଖାଦ୍ୟାଭାବ ଯୋଗୁଁ ଲୋକେ ଚାରିଆଡ଼େ ଲୁଟିବା ଆରମ୍ଭ କରିସାରିଳେଣି । କେଉଁଠି ଖାଇବା ଜିନିଷ ଲୁଟୁଛନ୍ତି ତ କେଉଁଠି...
ବିଶ୍ୱଇମ୍ରାନ ଖାନଙ୍କ ଗିରଫଦାରୀ ସମ୍ପୂର୍ଣ୍ଣ ବେଆଇନ : ପାକ୍ ସୁପ୍ରିମକୋର୍ଟmahabharatanewsMay 11, 2023 by mahabharatanewsMay 11, 20230177 ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ବେଆଇନ ଘୋଷଣା କରିଛନ୍ତି ପାକ୍ ସୁପ୍ରିମକୋର୍ଟ । ପାକିସ୍ତାନର ରାଜନୈତିକ ଦଳ ପିଟିଆଇର ନେତା ଇମ୍ରାନ ଖାନଙ୍କୁ ମଙ୍ଗଳବାର ଦିନ ଇସଲାମାବାଦ ହାଇକୋର୍ଟ...
ଭାରତଆତଙ୍କବାଦୀ ପରମଜିତକୁ ଗୁଳିକରି ହତ୍ୟାmahabharatanewsMay 6, 2023 by mahabharatanewsMay 6, 20230167 (ଖଲିସ୍ତାନ) : ପାକିସ୍ତାନର ଲାହୋରରେ ମୋଷ୍ଟ ୱାଣ୍ଟେଡ୍ ଖଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂହ ପଞ୍ଜୱରକୁ ଗୁଳିକରି ହତ୍ୟା କରାଯାଇଛି। ବାଇକରେ ଆସି ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରିଥିଲେ। ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ...
ବିଶ୍ୱଇମରାନ୍ ଖାନ ଦୋଷୀ ସାବ୍ୟସ୍ଥ, ସଂସଦ ସଦସ୍ୟତା ରଦ୍ଦmahabharatanewsOctober 21, 2022 by mahabharatanewsOctober 21, 20220216 ଇସ୍ଲାମଵାଦ : ପାକିସ୍ତାନ ନିର୍ବାଚନ ଆୟୋଗ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୫ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଛି। ଏହାସହିତ ଇମ୍ରାନଙ୍କ ସାଂସଦ ପଦକୁ ରଦ୍ଦ କରିଛନ୍ତି ନିର୍ବାଚନ କମିଶନ। ନିର୍ବାଚନ ଆୟୋଗଙ୍କ...