ଭାରତଆତଙ୍କବାଦୀ ପରମଜିତକୁ ଗୁଳିକରି ହତ୍ୟାmahabharatanewsMay 6, 2023 by mahabharatanewsMay 6, 20230187 (ଖଲିସ୍ତାନ) : ପାକିସ୍ତାନର ଲାହୋରରେ ମୋଷ୍ଟ ୱାଣ୍ଟେଡ୍ ଖଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂହ ପଞ୍ଜୱରକୁ ଗୁଳିକରି ହତ୍ୟା କରାଯାଇଛି। ବାଇକରେ ଆସି ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରିଥିଲେ। ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ...
ବିଶ୍ୱଇମରାନ୍ ଖାନ ଦୋଷୀ ସାବ୍ୟସ୍ଥ, ସଂସଦ ସଦସ୍ୟତା ରଦ୍ଦmahabharatanewsOctober 21, 2022 by mahabharatanewsOctober 21, 20220226 ଇସ୍ଲାମଵାଦ : ପାକିସ୍ତାନ ନିର୍ବାଚନ ଆୟୋଗ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୫ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଛି। ଏହାସହିତ ଇମ୍ରାନଙ୍କ ସାଂସଦ ପଦକୁ ରଦ୍ଦ କରିଛନ୍ତି ନିର୍ବାଚନ କମିଶନ। ନିର୍ବାଚନ ଆୟୋଗଙ୍କ...
ଖେଳବିଶ୍ୱଅମ୍ପାୟାର ଅସଦ୍ ରଉଫଙ୍କ ବିୟୋଗmahabharatanewsSeptember 15, 2022 by mahabharatanewsSeptember 15, 20220237 ଇସ୍ଲାମ୍ବାଦ୍: ପାକିସ୍ତାନର ପୂର୍ବତନ କ୍ରିକେଟ୍ ଅମ୍ପାୟାରଙ୍କର ହୃଦଘାତରେ ପରଲୋକ ହୋଇଛି । ପାକିସ୍ତାନର କେତେ ଜଣ ଜଣାଶୁଣା ଅମ୍ପେୟାର୍ଙ୍କ ମଧ୍ୟରୁ ଅସଦ ରୌଫ୍ ଅନ୍ୟତମ। ତାଙ୍କର ବୁଧବାର ରାତିରେ ଅଚାନକ ମୃତ୍ୟୁ ଘଟିଛି। ପୂର୍ବତନ...
ବିଶ୍ୱଟ୍ରାନ୍ସଜେଣ୍ଡର ଆକ୍ଟ୍ରେସ୍ ଅଲିନା ଖାନଙ୍କୁ ମିଳୁଥିଲା ମାଡାଗାଳିmahabharatanewsJune 3, 2022 by mahabharatanewsJune 3, 20220251 ବ୍ୟୁରୋ: ଘର ଠାରୁ ବାହାର ସବୁଠି ଲାଗୁଥିଲା ଡର । ଘର ଲୋକଙ୍କ ଠାରୁ ମିଳୁଥିଲା ମାଡ ଗାଳି । ଏସବୁ ସହିନପାରି ମାତ୍ର ୧୩ ବର୍ଷ ବୟସରେ ଘର ଛାଡିଦେଲେ । ବାହାରେ...
ବିଶ୍ୱସ୍ଥିତି ସୁଧାରିବାକୁ ସରକାରଙ୍କ ଅଜବ ନିୟମ; ପାକିସ୍ତାନmahabharatanewsMay 24, 2022 by mahabharatanewsMay 24, 20220186 ବ୍ୟୁରୋ: ଶ୍ରୀଲଙ୍କା ପରେ ଏବେ ପାକିସ୍ତାନରେ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଦୁର୍ଦ୍ଦିନୀ କଳାବାଦଲ । ଏଠାରେ ଅତ୍ୟାବଶ୍ୟକ ଦ୍ରବ୍ୟର ଘୋର ଅଭାବ ପରିଲକ୍ଷିତ ହେଲାଣି । ଦେଶ ଚଳାଇବାକୁ ନା ଅଛି ଅର୍ଥ...
ବିଶ୍ୱରାଜନୀତିଦୂରେଇବାରେ ଲାଗିଛି ଇମ୍ରାନଙ୍କ ଶାସନ ଗାଦିmahabharatanewsMarch 30, 2022 by mahabharatanewsMarch 30, 20220473 ଇସଲାମବାଦ: ପାକିସ୍ତାନକୁ ପ୍ରାୟ ଚାରି ବର୍ଷ କାଳ ଶାସନ କରିଥିବା ଇମ୍ରାନଙ୍କ ଗାଦି ଏବେ ଧିରେ ଧିରେ ସଙ୍କଟ ଆଡକୁ ମୁହାଁଉଛି । ତାଙ୍କର ବିବାଦ ଦିନକୁ ଦିନ ବଢିଭାରେ ଲାଗିଛି । ଇମ୍ରାନଙ୍କ...
ବିଶ୍ୱରାଜନୀତିଇମ୍ରାନଙ୍କ ଗାଦି ଟଳମଳ !mahabharatanewsMarch 25, 2022 by mahabharatanewsMarch 25, 20220267 ଇସଲାମାବାଦ: ଦିନକୁ ଦିନ ପାକିସ୍ତାନ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ପାଇଁ ବଢି ଚାଲିଛି ଅଗ୍ନି ପରୀକ୍ଷା । ନିଜ ଦଳ ପାକିସ୍ତାନ ତେହରିକ-ଇ-ଇନସାଫର ୩୦ ସାଂସଦ ଇମ୍ରାନଙ୍କ ବିରୋଧରେ ଅଟଳ ଥିବା ସତ୍ତ୍ୱେ ଇମ୍ରାନ ବିଚଳିତ...
Uncategorizedବିଶ୍ୱପାକିସ୍ତାନରେ ଦରଦାମ ବୃଦ୍ଧିକୁ ନେଇ ଇମ୍ରାନଙ୍କୁ ଘେରିଲେ ବିରୋଧୀ ନେତାmahabharatanewsMarch 15, 2022 by mahabharatanewsMarch 15, 20220186 ନୂଆଦିଲ୍ଲୀ: ପାକିସ୍ତାନରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଦରଦାମ । ଦୈନିକ ବ୍ୟବହାର ଆସବାବ ଦର ଲୋକଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି । ଏହା ମଧରେ ସାମ୍ନାକୁ ଆସିଛି ପାକିସ୍ତାନ ସରକାରଙ୍କ ଆଶ୍ଚର୍ଯ୍ୟକର ଭଳି...
ବିଶ୍ୱପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୩୦ ମୃତmahabharatanewsMarch 4, 2022 by mahabharatanewsMarch 4, 20220194 ପେଶାଓ୍ଵର: ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ ହୋଇଛି ଯେଉଁଥିରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ପାକିସ୍ତାନର ପେଶାଓ୍ଵରରେ ଏକ ମସଜିଦରେ ନମାଜ ପାଠ ସମୟରେ ଆତ୍ମଘାତୀ ବିସ୍ଫୋରଣରେ ୩୦ ଜଣଙ୍କ ମୃତ୍ୟୁ...