ବିଶ୍ୱସ୍ୱାସ୍ଥ୍ୟଡେଙ୍ଗୁରେ ଆକ୍ରାନ୍ତ ପାକିସ୍ତାନ, ଭାରତରୁ ମଶାରୀ କିଣିବା ନେଇ ସୂଚନାmahabharatanewsOctober 12, 2022 by mahabharatanewsOctober 12, 20220163 ଇସଲମାବାଦ : ଡେଙ୍ଗୁ , ମ୍ୟାଲେରିଆ କବଳରେ ପାକିସ୍ତାନ । ପାକିସ୍ତାନରେ ହୋଇଥିବା ବନ୍ୟା ବିତ୍ପତ ପରେ ମାଡ଼ିଚାଲିଛି ମଶା ଜନିତ ସଂକ୍ରମଣକାରୀ ରୋଗ । ୩୨ ଜିଲ୍ଲାରେ ପ୍ରାୟ ୨୭ଲକ୍ଷ ମାମଲା ସାମ୍ନାକୁ...
ଭାରତରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ମଜୁରୀ ସହ ବୋନସ ଘୋଷଣାmahabharatanewsOctober 12, 2022October 12, 2022 by mahabharatanewsOctober 12, 2022October 12, 20220189 ନୂଆଦିଲ୍ଲୀ: ଏଥର ଦୀପାବଳି ପାଇଁ ରେଳ କର୍ମଚାରୀଙ୍କୁ ମିଳିବ ବୋନସ । ୭୮ଦିନର ମଜୁରୀ ସହ ମିଳିବ ବୋନସ । ଏନେଇ ଘୋଷଣା ଜାରିକରିଛନ୍ତି କ୍ୟାବିନେଟ । ବୁଧବାର ଦିନ ସରକାର ୨୦୨୧-୨୦୨୨ ଆର୍ଥିକ...
ବିଶ୍ୱସ୍ୱାସ୍ଥ୍ୟଅକ୍ଟୋବର ୧୨ ବିଶ୍ୱ ଗଣ୍ଠିବାତ ଦିବସmahabharatanewsOctober 12, 2022 by mahabharatanewsOctober 12, 20220153 ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ଗଣ୍ଠିବାତଦିବସ । ଅକ୍ଟୋବର ୧୨କୁ ଗଣ୍ଠିବାତ ଦିବସ ରୂପେ ରୂପେ ପାଳନ କରାଯାଇଥାଏ । କହିବାକୁ ଗଲେ ଆଜିକାଲି ଜୀବନରେ ରାକ୍ତଚାପ, ଡାଇବେଟିସ, ଓ ଗ୍ୟାସଟ୍ରିକ ଭଳି ଗଣ୍ଠିବାତ...
ଓଡିଶାଗୁଣ୍ଠପଡା ଗ୍ରାମପଞ୍ଚାୟତରେ ମାଗଣା ଚକ୍ଷୁ ପରୀକ୍ଷା ଶିବିରmahabharatanewsOctober 12, 2022October 12, 2022 by mahabharatanewsOctober 12, 2022October 12, 20220127 ଆସିକା : ଆସିକା ବ୍ଲକ ଗୁଣ୍ଠପଡା ପଞ୍ଚାୟତ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା କଳା ମୋତିଆ ବିନ୍ଦୁ ଚକ୍ଷୁ ପରୀକ୍ଷା ଶିବିର ଗୁଣ୍ଠପଡା ପଞ୍ଚାୟତ ରାଇପଲ୍ଲୀ କଲ୍ୟାଣମଣ୍ଡପ...
ଓଡିଶାସ୍ୱାସ୍ଥ୍ୟଆସିକା ପାଇଁ ଗର୍ବ ଆଣିଲେ ବିକ୍ରମmahabharatanewsOctober 12, 2022October 12, 2022 by mahabharatanewsOctober 12, 2022October 12, 20220154 ଆସିକା : ମେଧାବୀ ଛାତ୍ରଙ୍କ ସଫଳତା ଗାଁ ଓ ରାଜ୍ୟ ପାଇଁ ଗୌରବ । ତେବେ ଏମିତି ଏକ ସଫଳତା ଆଣିଦେଇଛନ୍ତି ଗଞ୍ଜାମ ଜିଲ୍ଲା ସ୍ଥିତ ବାବନରପୁର ପଂଚାୟତର ବିକ୍ରମ କେଶରୀ ନାୟକ ।...
ଓଡିଶାଡାକ ବିଭାଗଙ୍କ ଦ୍ୱାରା ଡାକ ସପ୍ତାହ ପାଳନmahabharatanewsOctober 12, 2022 by mahabharatanewsOctober 12, 20220139 ଆସିକା: ପାଳନ ହେବ ଡ଼ାକ ସପ୍ତାହ । ଭାରତୀୟ ଡାକ ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ଆସିକାରେ ପାଳନ ହେବ ଡ଼ାକ ସପ୍ତାହ । ଏହା ଗୋପେଶ ଦାସଙ୍କ ଅଧକ୍ଷତାରେ ଆସିକା କାଳଷଣ୍ଡପୁରରେ ଥିବା ଆରିଆନ...
ପାଣିପାଗଭାରତବାତ୍ୟା କୁ ନେଇ ଗୁଜବ ଠାରୁ ଦୂରେଇ ରୁହନ୍ତୁ: ଆଚଂଳିକ ପାଣିପାଗ ବିଭାଗmahabharatanewsOctober 12, 2022 by mahabharatanewsOctober 12, 20220160 ଭୁବନେଶ୍ୱର (ହରପ୍ରସାଦ ବିଶୋଇ) : ବାତ୍ୟାକୁ ନେଇ ହେଉଥିବା ଗୁଜବ ଠାରୁ ଦୂରେଇ ରହିବାକୁ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । କିଛିଦିନ ହେବ ବାତ୍ୟାକୁ ନେଇ ଅନେକ ସୂଚନା ଶୁଣିବାକୁ ମିଳୁଛି ।...
ବିଶ୍ୱରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଘନିଭୂତ ହେଉଛି ପରମାଣୁ ଆକ୍ରମଣ ଭୟmahabharatanewsOctober 12, 2022 by mahabharatanewsOctober 12, 20220179 ରିପୋଟର୍ସ ଟୁଡେ ବ୍ୟୁରୋ: ରୁଷ-ୟୁକ୍ରେନ ଯୁଦ୍ଧ କିଛି ଦିନ ବନ୍ଦ ହୋଇ ରହିଥିଲା । କିନ୍ତୁ ବର୍ତ୍ତମାନ ଏହା ଭୟଙ୍କର ରୂପ ଧାରଣ କରୁଛି । ରୁଷ ପକ୍ଷରୁ ୟୁକ୍ରେନ ସହର ଗୁଡିକ ଉପରେ...
ଓଡିଶାବାଲିଯାତ୍ରା ପାଇଁ ଜାରି ରହିଛି ପ୍ଲଟ ବିକ୍ରିmahabharatanewsOctober 11, 2022October 11, 2022 by mahabharatanewsOctober 11, 2022October 11, 20220188 କଟକ: ଆଉ କିଛି ଦିନ ରହିଲା ଐତିହାସିକ ବାଲିଯାତ୍ରା । ଏଥିପାଇଁ ପ୍ଲଟ ବିକ୍ରି ହେବାରେ ଲାଗିଛି । ଏନେଇ କଟକ ଜିଲ୍ଲା ପ୍ରଶାସନ ସଚେତନତା ପାଇଁ ସହର ଏବଂ ଜିଲ୍ଲାର ସବୁ ବ୍ୟବସାୟୀଙ୍କୁ...
ଅପରାଧଓଡିଶାଭିଜିଲାନ୍ସ ଜାଲରେ କୃଷି ଓଭରସିୟରmahabharatanewsOctober 11, 2022 by mahabharatanewsOctober 11, 20220160 ରାଇରଙ୍ଗପୁର (ସତ୍ୟନାରାୟଣ ପାଲ୍): ଦିନକୁ ଦିନ ଦୁର୍ନୀତି ବଢିବାରେ ଲାଗିଛି । ଅପରାଧ ଓ ଅପରାଧୀର ସଂଖ୍ୟା ବଢିବାରେ ଲାଗିଛି । ଏମିତି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଘଟିଛି । ତେବେ...