ଓଡିଶାଦୁର୍ନୀତିମୁକ୍ତ ଦିଗରେ କାମ କରିବ ସାଲେପୁର ପ୍ରାଣୀ ଚିକିତ୍ସାଳୟmahabharatanewsOctober 31, 2022 by mahabharatanewsOctober 31, 20220143 ସାଲେପୁର/ ତାରାକାନ୍ତ ନାୟକ: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ସାଲେପୁର ପ୍ରାଣୀ ଚିକିତ୍ସାଳୟ ପରିସରରେ ତାଙ୍କ ଅଧୀନରେ ଥିବା ସମସ୍ତ ପ୍ରାଣୀ ସହାୟକ କେନ୍ଦ୍ର ର କର୍ମଚାରୀ ମାନେ ଜନସାଧାରଣଙ୍କୁ ଦୁର୍ନୀତି ମୁକ୍ତ...
ଓଡିଶାବିଜେପି ବିରୋଧରେ ଗୁଣ୍ଡାଗର୍ଦ୍ଦି ଅଭିଯୋଗ ଆଣି ସିିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡିmahabharatanewsOctober 31, 2022 by mahabharatanewsOctober 31, 20220183 ଗୁଣ୍ଡାଗର୍ଦ୍ଦି ଆରମ୍ଭ କରିଛି ବିଜେପି । ପୂର୍ବରୁ ମିଛରେ ବିଭିନ୍ନ ଅପପ୍ରଚାର କରିଥିଲା ବିଜେପି । ସେଥିରେ ବିଫଳ ହେବା ପରେ ଗୁଣ୍ଡାଗର୍ଦ୍ଦି ଆରମ୍ଭ କରିଦେଇଛି ବିଜେପି । ବିଜେପି ଜାଣିଶୁଣି ସାଧାରଣ ଲୋକଙ୍କୁ...
ଓଡିଶାଆଜି ଧାମନଗରରେ କମ୍ପିବ ପ୍ରଚାର ମଇଦାନ, ନବୀନ ଧରିବେ ପ୍ରଚାର ମଙ୍ଗmahabharatanewsOctober 31, 2022 by mahabharatanewsOctober 31, 20220142 ଧାମନଗର ଉପନିର୍ବାଚନ ପ୍ରଚାର ପାଇଁ ଆଜିକୁ ମିଶାଇ ହାତରେ ଆଉ ଦୁଇ ଦିନ । ଆସନ୍ତାକାଲି ସରିବ ପ୍ରଚାର ଅବଧି । ଆଜି ଧାମନଗରରେ ଦେଖିବାକୁ ମିଳିବ ହାଇଭୋଲଟେଜ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ...
ଓଡିଶାକୃଷ୍ଣଙ୍କୁ ମନେ ପକାଇ ଗିରି ଗୋବର୍ଦ୍ଧନ ପୂଜା କଲେ ମହଣ ପଞ୍ଚାୟତବାସୀmahabharatanewsOctober 28, 2022 by mahabharatanewsOctober 28, 20220149 ସ।।ଲେପୁର /କୃଷ୍ଣଙ୍କୁ କିଏ କେତେ ପ୍ରକାର ପୂଜା କରିଥାନ୍ତି ସେମିତି କୃଷ୍ଣଙ୍କୁ ବି ଗିରିଗୋବର୍ଦ୍ଧନ ଭାବେ ପୂଜା କରାଯାଏ । ପୁରାଣ ବର୍ଣ୍ଣିତ ଶ୍ରୀ କୃଷ୍ଣ ଯେତେବେଳେ ଇନ୍ଦ୍ରରାଜା ଙ୍କ କୋପ ରେ ମୁଷଳ...
ଓଡିଶାଅନ୍ତଃକଲେଜ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭmahabharatanewsOctober 28, 2022 by mahabharatanewsOctober 28, 20220124 କୋରାପୁଟ /ମନୋଜ ଦାସ :କୋରାପୁଟ ଜିଲ୍ଲା ଜୟପୁର ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ପାଳନ ଅବସରରେ ଆରମ୍ଭ ହୋଇଛି ଅନ୍ତଃକଲେଜ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ। ଉଦ୍ଘାଟନୀ ମ୍ୟାଚ୍ ରେ ନବରଙ୍ଗପୁରର ଡାବୁଗାଁ ଭୈରବ ଡିଗ୍ରୀ...
ଓଡିଶାନିର୍ବାଚନ ଆଚରଣବିଧି ଉଲଂଙ୍ଘନରେ ସିିଇଓଙ୍କ ସମୀକ୍ଷାmahabharatanewsOctober 28, 2022 by mahabharatanewsOctober 28, 20220206 ଭୁବନେଶ୍ୱର / ହରପ୍ରସାଦ ବିଶୋଇ :ନିର୍ବାଚନ ଆଦର୍ଶ ଅଚରଣବିଧି ଉଲଂଙ୍ଘନ୍ନ ଅଭିଯୋଗ ଆଧାରରେ ଆଜି ଭଦ୍ରକ ଗସ୍ତ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ ଲୋହାନୀ। ଏହି ଗସ୍ତରେ ଆସି ଭଦ୍ରକ ଜିଲ୍ଲାପାଳଙ୍କ...
ଓଡିଶା୧୩ ଓଏଏସଙ୍କ ପଦୋନ୍ନତିmahabharatanewsOctober 28, 2022 by mahabharatanewsOctober 28, 20220306 ଭୁବନେଶ୍ୱର /ହରପ୍ରସାଦ ବିଶୋଇ :୧୩ ଜଣଙ୍କୁ ଆଇଏଏସ ପାହ୍ୟାକୁ ପଦୋନ୍ନତି କରାଯାଇଛି । କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସଚିବ ତୁଷାରକାନ୍ତ ମହାନ୍ତି, ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଏ ଏବଂ ପିଜି ବିଭାଗ ସଚିବ...
ଓଡିଶାଶବ କାନ୍ଧେଇ ମାନବିକତାର ପରିଚୟ ଦେଲେ ପୋଲିସ କର୍ମଚାରୀmahabharatanewsOctober 27, 2022 by mahabharatanewsOctober 27, 20220163 ମାଲକାନାଗିରି /ସୂର୍ଯ୍ୟକାନ୍ତ ବେହେରା: ମାନବିକତାର ପରିଚୟ ଦେଲେ ଚିତ୍ରକୋଣ୍ଡା ଥାନା ର ପୋଲିସ କର୍ମଚାରୀ । ଏମିତି କିଛି ଦୃଶ୍ୟ ଏବେ ଦେଖିବାକୁ ମିଳିଛି ଉପାନ୍ତ ଜିଲ୍ଲା ମାଲକାନଗିରି ର ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ...
ଓଡିଶାଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ ନିସିକାନ୍ତ ମହାପାତ୍ରmahabharatanewsOctober 27, 2022 by mahabharatanewsOctober 27, 20220149 ଗଞ୍ଜାମ /ରଜନୀକାନ୍ତ ପାତ୍ର :ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ମା ଶ୍ୟାମଳାଇ ମନ୍ଦିର କଲ୍ୟାଣମଣ୍ଡପରେ ଆମ୍ ଆଦମୀ ପାର୍ଟିର ହିଞ୍ଜିଳିକାଟୁ ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳିକାଟୁ ବିଧାନସଭା ଇଂଚାର୍ଜ ମିଟୁ...
ଓଡିଶାସାଇଁପଡା ଉର୍ଦ୍ଦୁ ସ୍କୁଲରୁ ଲୁଟ୍mahabharatanewsOctober 27, 2022 by mahabharatanewsOctober 27, 20220132 ସାଲେପୁର/ ତାରାକାନ୍ତ :କଟକ ଜିଲ୍ଲା ସାଲେପୁର ବ୍ଲକ ପିକୋଳ ପଞ୍ଚାୟତ ସାଇଁପଡା ଉର୍ଦ୍ଦୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ରୁ ଗତକାଲି ବିଳମ୍ବିତ ରାତିରେ ବ୍ୟାପକ ଲୁଟ୍ ହୋଇଛି । ଗତ ବିଳମ୍ବିତ ରାତିରେ କିଛି...