ଓଡିଶାଅସହାୟଙ୍କ ପାଇଁ ସଙ୍କଟମୋଚକ 5T ସଚିବ ଭି କେ ପାଣ୍ଡିଆନ୍mahabharatanewsSeptember 28, 2022 by mahabharatanewsSeptember 28, 20220239 ଅସହାୟଙ୍କ ପାଇଁ ସଙ୍କଟମୋଚକ 5T ସଚିବ ଭି କେ ପାଣ୍ଡିଆନ୍ । ପୁଣି ଚର୍ଚ୍ଚାରେ 5T ସଚିବ । ଜନ ସେବାରୁ ନିବୃତ୍ତ କରିପାରିଲା ନାହିଁ କାର୍ଯ୍ୟବ୍ୟସ୍ତତା । ମଧ୍ୟରାତ୍ରରେ ବି ଅସହାୟ ପରିବାରକୁ...
ଓଡିଶାଛାତ୍ରୀଙ୍କ ସ୍ୱପ୍ନକୁ ଉଡାଣ ଦେବାକୁ ଫାଇବ-ଟି ସଚିବଙ୍କ ପ୍ରଶଂସନୀୟ ଉଦ୍ୟମmahabharatanewsSeptember 28, 2022 by mahabharatanewsSeptember 28, 20220170 ସୁନ୍ଦରଗଡ଼: ଛାତ୍ରୀଙ୍କ ସ୍ୱପ୍ନକୁ ଉଡାଣ ଦେବାକୁ ଫାଇବ-ଟି ସଚିବଙ୍କ ପ୍ରଶଂସନୀୟ ଉଦ୍ୟମ। ପାଇଲଟ୍ ହେବାର ସ୍ୱପ୍ନ ଦେଖୁଥିବା ସୁନ୍ଦରଗଡ଼ର ଛାତ୍ରୀ ଭୂମିକାଙ୍କୁ ପ୍ରେରଣା ଦେବାକୁ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ପଠାଇଲେ ‘୫ଟି’ ସଚିବ। ସୁନ୍ଦରଗଡ଼...
ଓଡିଶାକଟକ ଜିଲ୍ଲା ଜଗତପୁର ଅଞ୍ଚଳରେ ହାତୀ ଆତଙ୍କmahabharatanewsSeptember 28, 2022 by mahabharatanewsSeptember 28, 20220163 କଟକ: କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ ହାତୀ ଆତଙ୍କ । ଗତକାଲି ରାତ୍ର ୪ଟା ରେ କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ ହାତୀ ମାନେ ଆତଙ୍କ ରଚାଇଛନ୍ତି । କେଉଁଠୁ ଏହି ହାତୀ ଆସିଛନ୍ତି...
ଓଡିଶାପାଣିପାଗଏଥର ପୂଜାରେ ଭିଜିବ ସାରା ଓଡ଼ିଶାmahabharatanewsSeptember 27, 2022 by mahabharatanewsSeptember 27, 20220158 ଭୁବନେଶ୍ୱର : ଏଥର ପୂଜାରେ ଭିଜିବ ସାରା ଓଡ଼ିଶା। ଆସନ୍ତା ୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ । ଅକ୍ଟୋବର ୧ ତାରିଖରୁ ଉତ୍ତର-ପୂର୍ବ...
ଭାରତଆଜିଠୁ ସୁପ୍ରିମକୋର୍ଟଙ୍କ ଶୁଣାଣିର ହେବ ଲାଇଭ ଷ୍ଟ୍ରିମିଂmahabharatanewsSeptember 27, 2022September 27, 2022 by mahabharatanewsSeptember 27, 2022September 27, 20220167 ନୂଆଦିଲ୍ଲୀ: ଆଜିଠାରୁ ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ଲାଇଭ ଦେଖିପାରିବେ । ସୁପ୍ରିମକୋର୍ଟଙ୍କ ନିଜସ୍ୱ ପ୍ଲାଟଫର୍ମରେ ହେବ ଏହି ସିଧାପ୍ରସାରଣ। ପ୍ରାରମ୍ଭିକ ଭାବେ ସାମ୍ବିଧାନିକ ଖଣ୍ଡପୀଠଙ୍କ ଶୁଣାଣିର ଲାଇଭ ଷ୍ଟ୍ରିମିଙ୍ଗ ହେବ। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ୟୁୟୁ...
ଓଡିଶାଏସସିବିରେ ଶିଶୁ ଚୋରି ଘଟଣା: ପୁରା ଯୋଜନାବଦ୍ଧ ଭାବେ ହୋଇଥିଲା ପିଲା ଚୋରିmahabharatanewsSeptember 27, 2022 by mahabharatanewsSeptember 27, 20220147 କଟକ : କଟକ ଏସସିବିରେ ଶିଶୁ ଚୋରି ଘଟଣାରେ ନୂଆମୋଡ଼ । ପୁରା ଯୋଜନାବଦ୍ଧ ଭାବେ ହୋଇଥିଲା ପିଲା ଚୋରି । ୮ ଦିନ ଧରି ଶିଶୁ ଚୋରି ପାଇଁ ଚାଲିଥିଲା ପ୍ଲାନିଂ। ବାରମ୍ବାର...
ଓଡିଶାମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସରକରାଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀmahabharatanewsSeptember 26, 2022 by mahabharatanewsSeptember 26, 20220173 ଭୁବନେଶ୍ୱର : ଟ୍ୱିନସିଟିରେ ମିଳୁ ମେଟ୍ରୋ ସେବା । ଏନେଇ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସାଂସଦ ଅପରାଜିତା ଉଭୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରସରକାରଙ୍କୁ ଚିଠି ମାଧ୍ୟମରେ ମେଟ୍ରୋ ରେଳ...
ଓଡିଶାବିଜେଡି ନେତାଙ୍କ ସନ୍ଦେହହଜନକ ମୃତ୍ୟୁ : ମୃତ୍ୟୁ ପୂର୍ବରୁ ଫେସ୍ବୁକ୍ରେ କରିଥିଲେ ଏମିତି ପୋଷ୍ଟ୍…mahabharatanewsSeptember 24, 2022 by mahabharatanewsSeptember 24, 20220165 ଭୁବନେଶ୍ୱର : ବିଜେଡି ନେତାଙ୍କ ସନ୍ଦେହହଜନକ ମୃତ୍ୟୁ। ପୁରୀ ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଭୁବନେଶ୍ୱରସ୍ଥିତ...
ଓଡିଶାଖେଳଭାରତହକି ଇଣ୍ଡିଆ ସଭାପତି ହେଲେ ଓଡ଼ିଆ ପୁଅ ଦିଲୀପ ତିର୍କୀmahabharatanewsSeptember 23, 2022 by mahabharatanewsSeptember 23, 20220199 ଭୁବନେଶ୍ବର: ହକି ଇଣ୍ଡିଆ ସଭାପତି ହେଲେ ଓଡ଼ିଆ ପୁଅ । ପୂର୍ବତନ ମହାନ୍ ଖେଳାଳି ଦିଲୀପ ତିର୍କୀ ‘ଭାରତୀୟ ହକି’ର ସଭାପତି ହୋଇଛନ୍ତି। ଓଡ଼ିଆ ପୁଅ ଦିଲୀପ ତିର୍କୀ ବିନା ପ୍ରତିଦ୍ବନ୍ଦ୍ବିତାରେ ଭାରତୀୟ ହକିର...
ଓଡିଶାଖେଳଆଜିଠୁ ବାରବାଟୀ କାଉଣ୍ଟରରେ ଲିଲେଣ୍ଡ୍ସ ଲିଗ୍ କ୍ରିକେଟ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭmahabharatanewsSeptember 23, 2022 by mahabharatanewsSeptember 23, 20220174 କଟକ: ଆସନ୍ତା ୨୬ରୁ ବାରବାଟୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍। ଏଥି ପାଇଁ ଆଜି ସକାଳ ୧୦ଟାରୁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି। ଅଫଲାଇନ କାଉଣ୍ଟରରେ ୮ହଜାର ୪୨୧ ଟି...