ଓଡିଶାପର୍ବ ପର୍ବାଣିମା ହିଙ୍ଗୁଳା ଙ୍କ ପୀଠ ରେ ଲକ୍ଷାଧିକ ଭକ୍ତ ଙ୍କ ସମାବେଶ।mahabharatanewsFebruary 4, 2026 by mahabharatanewsFebruary 4, 2026016 ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ସୁହାଗ ପୁରାରେ ଅବସ୍ଥିତ ମା ହିଙ୍ଗୁଳା ଙ୍କ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଏଠାରେ ପ୍ରଥମେ ଅସ୍ଥାୟୀ ମନ୍ଦିରରେ ମା ପୂଜା ପାଉଥିବାବେଳେ ସମୟ...
ଓଡିଶାଗୋପବନ୍ଧୁନଗର ପ୍ରେସ କ୍ଳବର ବାର୍ଷିକ ଉତ୍ସବ mahabharatanewsFebruary 1, 2026 by mahabharatanewsFebruary 1, 2026010 ଗୋପବନ୍ଧୁନଗର ବ୍ଲକ ପ୍ରେସ କ୍ଲବ ପକ୍ଷରୁ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। କୁଆମରା କଲେଜ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋପବନ୍ଧୁନଗର ବ୍ଲକ ବିଡ଼ିଓ ପୃଥ୍ୱୀରାଜ ପରିଡା, ଅବସରପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ...
ଓଡିଶାଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ନିଆରା ନୂଆବର୍ଷmahabharatanewsJanuary 5, 2026January 5, 2026 by mahabharatanewsJanuary 5, 2026January 5, 2026020 ନୂଆବର୍ଷ ପାଇଁ ସମସ୍ତଙ୍କ ମନରେ ଖୁସି ଆଉ ଉତ୍ସାହ! କିଏ ପ୍ରିୟଜନଙ୍କ ସହ ତ ଆଉ କିଏ ପରିବାର ଓ ସାଙ୍ଗସାଥି ମାନଙ୍କ ସହିତ ନୂଆ ବର୍ଷକୁ ବେଶ ମଜାରେ କାଟୁଛନ୍ତି! ମୟୁରଭଞ୍ଜ ଜିଲ୍ଲା...
ଓଡିଶାଉଦଳା ୟୁନିକ ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସmahabharatanewsNovember 17, 2025 by mahabharatanewsNovember 17, 2025050 ଉଦଳା ଠାରେ ଜାତୀୟ ପ୍ରେସ ଦିବସ ୟୁନିକ ପ୍ରେସ କ୍ଲବ ପକ୍ଷରୁ ଆୟୋଜିତ ହୋଇଛି। ଉପଜିଲ୍ଲାପାଳ, ଡେପୁଟି କଲେକ୍ଟରଙ୍କ ସମେତ ବରିଷ୍ଠ ସାମ୍ବାଦିକ ଅତିଥି ଭାବେ ଯୋଗ ଦେଇ ଜାତୀୟ ପ୍ରେସ ଦିବସ ପାଳନ...
Uncategorizedଓଡିଶୀ ନୃତ୍ୟ କେନ୍ଦ୍ରର ବାର୍ଷିକ ଉତ୍ସବmahabharatanewsJanuary 16, 2023January 16, 2023 by mahabharatanewsJanuary 16, 2023January 16, 20230163 ଉଦଳା : ଉଦଳା ଓଡିଶୀ ନୃତ୍ୟ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବମହାସମାରୋହରେ ପାଳିତ ହୋଇଯାଇଛି । ଆଜି ଉଦଳା ଟାଉନ କ୍ଳବ ପରିସରରେ ଏହି ଓଡିଶୀ ନୃତ୍ୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ।...
ଓଡିଶାବସ୍ତା ବ୍ଲକରେ ସୁରଭି କାର୍ଯ୍ୟକ୍ରମର ସ୍ୱତନ୍ତ୍ର ଅଭିଯାନmahabharatanewsOctober 26, 2022 by mahabharatanewsOctober 26, 20220172 ଉଦଳା/ ଦୀପକ ମିଶ୍ର :ବିଦ୍ୟାଳୟସ୍ତରରେ ପିଲାମାନଙ୍କର ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାର ଓ ଶିକ୍ଷା ବିଭାଗ ପକ୍ଷରୁ ଶିଶୁ ମହୋତ୍ସବ ‘ସୁରଭି’ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନକୁ ନେଇ ପ୍ରତ୍ୟେକ...
ଓଡିଶାଉୟୁରଭଞ୍ଜ ଡିଗ୍ରୀକଲେଜକୁ ସମ୍ମାନିତ କଲେ ମହାମହିମ ରାଷ୍ଟ୍ରପତିmahabharatanewsSeptember 26, 2022 by mahabharatanewsSeptember 26, 20220203 ଉଦଳା/ ଦିପକମିଶ୍ର : ମୟୂରଭଞ୍ଜ ଜିଲ୍ଲାର କୁଣ୍ଡାବାଇ ସ୍ଥିତ ଆର୍. ଡି. ଏସ୍ .ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ବାଳକ ୟୁନିଟ ଏବଂ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ଏନ୍. ଏସ୍. ଏସ୍ ଦିବସରେ ନୂଆଦିଲ୍ଲୀ...
Uncategorizedକେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଳାରେ ଚକ୍ଷୁ ହସ୍ପିଟାଲ ଉଦଘାଟିତmahabharatanewsSeptember 16, 2022 by mahabharatanewsSeptember 16, 20220181 ଉଦଳା: ନର୍ମଦା ଫାଉଣ୍ଡେସନ ଏବଂ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଣ୍ଢାଖାଇ ଠାରେ ସୂର୍ୟ୍ୟମଣୀ ନେତ୍ରାଳୟ ଚକ୍ଷୁ ପରୀକ୍ଷା କେନ୍ଦ୍ରର ଉଦଘାଟନ ହୋଇଯାଇଛି। ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର...
ଓଡିଶାବଜ୍ରାଘାତରେ ଯୁବକଙ୍କ ମୃତ୍ୟୁmahabharatanewsAugust 29, 2022 by mahabharatanewsAugust 29, 20220261 ଉଦଳା: ବଜ୍ରାଘାତରେ ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଏହାଛଡା ଅନ୍ୟକିଛି ସ୍ଥାନରେ ମଧ୍ୟ ବଜ୍ରାଘାତରେ ଲୋକେ ଆହତ ହୋଇଥିବାର ଜଣାପଡିଛି। ସୂଚନା ଅନୁସାରେ ଲିଟା ସିଂ ବିଲରେ କାମ କରୁଥିବା ସମୟରେ...
ଓଡିଶାଆମ ଦୁର୍ଗାପୂଜା କମିଟି ତରଫରୁ ଆଜାଦୀ କା ଅମୃତ ମହୋତ୍ସବmahabharatanewsAugust 15, 2022August 15, 2022 by mahabharatanewsAugust 15, 2022August 15, 20220142 ଉଦଳା: ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଆମ ଦୁର୍ଗା ପୂଜା କମିଟି ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମଧ୍ୟ ହର ଘର...