Uncategorizedକାଶ୍ମୀର ପଣ୍ଡିତ ବୃଦ୍ଧାଙ୍କ ଅନ୍ତିମ ସଂସ୍କାର କଲେ ମୁସଲମାନmahabharatanewsJanuary 24, 2020 by mahabharatanewsJanuary 24, 20200308 ଶ୍ରୀନଗର: କାଶ୍ମୀର ପଣ୍ଡିତ ମହିଳାଙ୍କ ଅନ୍ତିମ ସଂସ୍କାର କରି କାଶ୍ମୀର ମୁସଲମାନ ସମ୍ପ୍ରଦାୟ କାଶ୍ମୀର ଭାବନାକୁ ଉଦ୍ଜୀବିତ ରଖିଛନ୍ତି । କାଶ୍ମୀର ପଣ୍ଡିତ ମହିଳାଙ୍କ ଅର୍ଥିକୁ କାନ୍ଧ ଦେଇ ସମସ୍ତ ସାମାଜିକ ପ୍ରତିବନ୍ଧକକୁ ତୁଚ୍ଛ...
Uncategorizedଚାରା ଦୁର୍ନୀତି ନେଇ ପାଟନାରେ ଲାଲୁଙ୍କ ପୋଷ୍ଟରmahabharatanewsJanuary 24, 2020 by mahabharatanewsJanuary 24, 20200323 (ପାଟନା): ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ଯାଦବଙ୍କୁ ଟାର୍ଗେଟ କରି ତାଙ୍କ ବିରୁଦ୍ଧରେ ଆସିଥିବା ଚାରା ଦୁର୍ନୀତି ମାମଲାକୁ ନେଇ ଏକ ପୋଷ୍ଟର ପାଟନାରେ ଦେଖିବାକୁ...
ଅପରାଧଦେଶି ବନ୍ଧୁକ ସହିତ ଦୁର୍ଦ୍ଦାନ୍ତ ଅପରାଧୀ ଚଗଲା ଗିରଫmahabharatanewsJanuary 24, 2020 by mahabharatanewsJanuary 24, 20200305 (ଅଜିତ ସାହୁ )ଜଳେଶ୍ୱର: ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳ ପୁଣି ଅଶାନ୍ତ। ଅପରାଧୀ ମାନେ ଖୁଲମ ଖୁଲା ବନ୍ଧୁକ ଦେଖାଇ ବଟି ଆଦାୟ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି।...
Uncategorizedମୃତ୍ୟୁସଂଖ୍ୟା ୨୫ ଛୁଇଁଲା, ଉହାନରେ ଫସିଛନ୍ତି ୨୫ ଭାରତୀୟmahabharatanewsJanuary 24, 2020 by mahabharatanewsJanuary 24, 20200290 (ବେଜିଂ): ଚୀନରେ ସୃଷ୍ଟି ହୋଇଥିବା ଭୟଙ୍କର କୋରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇବା ଆରମ୍ଭ କରିଛି । ଏହି ଭାଇରସ ଯୋଗୁ ଚୀନର ଏଯାଏ ୨୫ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି...
ଓଡିଶାନେତାଜୀ ଜୟନ୍ତୀ ଅବସରରେ ହସ୍ତାକ୍ଷର ପ୍ରତିଯୋଗିତାmahabharatanewsJanuary 24, 2020 by mahabharatanewsJanuary 24, 20200360 (ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ବରକେରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରତର ଦୁଇ ସ୍ୱାଧୀନତା ସଂଗ୍ରାମୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହା...
ଓଡିଶାଜାତୀୟ ପର୍ୟ୍ୟଟନ ସମିଳନୀ ଉଦଘାଟନ କଲେ ରାଜ୍ୟପାଳmahabharatanewsJanuary 24, 2020 by mahabharatanewsJanuary 24, 20200273 (ଜୟନ୍ତ କୁମାର ସେଠୀ)ଗୋପ: କୋଣାର୍କ ସୂର୍ୟ୍ୟ ମନ୍ଦିର ପ୍ରଦର୍ଶନ କଲେ ଗୁଜୁରାଟ ପର୍ୟ୍ୟଟନ ମନ୍ତ୍ରୀ ଓ ରାଜ୍ୟରୁ ଆସିଥିବା ୪୦ ସଚିବ କ୍ଷ ଓଡିଶାର ପର୍ୟ୍ୟଟନ କ୍ଷେତ୍ରର ଆହୁରି ବିକାଶ ହେଲେ ନିଯୁକ୍ତି ମିଳିବା...
ଓଡିଶାଗୋଟିଏ ଦିନରେ ଜମି ପଟ୍ଟାmahabharatanewsJanuary 24, 2020 by mahabharatanewsJanuary 24, 20200316 (ଭୁବନେଶ୍ୱର): ପୁରୁଣା ହେଉ କି ନୂଆ ,ତୁରନ୍ତ ହେବ ମାମଲାର ସମାଧାନ । ଫେବୃଆରୀ ୫ ସୁଦ୍ଧା ସବୁ ମାମଲା ସମାଧାନ କର । ଓଡ଼ିଶା ରାଇଟ ଟୁ ପବ୍ଳିକ ସର୍ଭିସ ଅଧିନରେ ଥିବା...
ଓଡିଶାକଳ୍ପନା ଛକରେ ଥିବା ଫଳ ଦୋକାନରେ ଅଗ୍ନିକାଣ୍ଡmahabharatanewsJanuary 24, 2020 by mahabharatanewsJanuary 24, 20200317 (ଆଦର୍ଶ ରାଉତ)ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର କଳ୍ପନା ଛକ ଭେଣ୍ଡିଂ ଜୋନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସେଠାରେ ଥିବା ଫଳ ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତ୍ରିରେ ନିଆଁ ଲାଗିଥିଲା । ନିଆଁ ଲାଗି...
ଅପରାଧତ୍ରିକୋଣୀୟ ପ୍ରେମରୁ ହତ୍ୟାmahabharatanewsJanuary 24, 2020 by mahabharatanewsJanuary 24, 20200347 ପାରାଦ୍ୱୀପ: ମହଙ୍ଗା ତ୍ରୀକୋଣୀୟ ପ୍ରେମ । ସାଙ୍ଗ ସାଜିଲା ସୈତାନ । ଜଣେ ମହିଳାଙ୍କ ପାଇଁ ନିଜ ଜୀବନ ଦିଆ ସାଙ୍ଗକୁ ଅପହରଣ କରି ପଥରରେ ଛେଚି ହତ୍ୟା କରିଲା ସାଙ୍ଗ । ଏଭଳି...
Uncategorizedଓଡିଶାମୌନୀ ଅମାବାସ୍ୟାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସଂଗମରେ ବୁଡmahabharatanewsJanuary 24, 2020 by mahabharatanewsJanuary 24, 20200288 ଲକ୍ଷେ୍ନø: ମୌନୀ ଅମାବାସ୍ୟା ଅବସରରେ ଶୁକ୍ରବାର ପ୍ରୟାଗରାଜର ସଂଗମ ସ୍ଥଳରେ ବୁଡ ପକାଇ ପୁଣ୍ୟ ଅର୍ଜନ କରିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପ୍ରଶାସନ ଅନୁଯାୟୀ, ସକାଳ ୮ଟା ସୁଦ୍ଧା ପ୍ରାୟ...