ଏସିଆ କପ ଟି-୨୦ ମ୍ୟାଚରେ ଶ୍ରୀଲଙ୍କା ଓ ଆଫସଗାନିସ୍ତାନ ହେବେ ମୁହାଁମୁହିଁ
ଦୁବାଇ: ଆଜିଠାରୁ ଆରମ୍ଭ ହେଉଛି ଏସିଆ କପ ୨୦୨୨। ଟି-୨୦ ଫର୍ମାଟରେ ଖେଳାଯିବାକୁ ଥିବା ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ ଆୟୋଜକ ଶ୍ରୀଲଙ୍କା ସାମ୍ନାରେ ରହିଛି ଆଫଗାନିସ୍ତାନ। ଶ୍ରୀଲଙ୍କା ଏସିଆ କପ ଆୟୋଜନର ଅଧିକାର ପାଇଥିଲେ...
