Uncategorizedଦେଶ ବିଦେଶମଦ ନୀତି ମାମଲା: କେଜରିୱାଲ ଏବଂ ଅନ୍ୟ 23 ଜଣଙ୍କୁ ହାଇକୋର୍ଟଙ୍କ ନୋଟିସ୍mahabharatanewsMarch 9, 2026 by mahabharatanewsMarch 9, 202606 ଦିଲ୍ଲୀର ଉତ୍ପାଦ ଶୁଳ୍କ ନୀତିରେ ହୋଇଥିବା ଅଭିଯୋଗ ଘୋଟାଲା ସହିତ ଜଡିତ ସିବିଆଇ ମାମଲାରେ ରାଉଜ୍ ଆଭେନ୍ୟୁ କୋର୍ଟ ଦ୍ୱାରା ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବା ସମସ୍ତ ୨୩ ଜଣଙ୍କୁ ଦିଲ୍ଲୀ ହାଇକୋର୍ଟ ଅରବିନ୍ଦ କେଜରିୱାଲଙ୍କୁ...
Uncategorizedମହିଳା ଗୋଷ୍ଠୀ କେନ୍ଦ୍ର ଓ ଦୋଳ ମଣ୍ଡପ ଉଦଘାଟନmahabharatanewsMarch 2, 2026March 2, 2026 by mahabharatanewsMarch 2, 2026March 2, 2026011 ଦୀର୍ଘ ଦିନ ହେବ ଅବହେଳିତ ହୋଇଆସୁଥିବା ଗ୍ରାମ ରେ ଖୁସି ଆସିଛି ସେଇ ପରିପେକ୍ଷୀରେ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀ ଯୋରନ୍ଦା ପଞ୍ଚାୟତ ପାଇକରା ପୁର ଗ୍ରାମରେ ମହିଳା ଗୋଷ୍ଠୀ କେନ୍ଦ୍ର ଏବଂ ଲଷ୍ମୀ...
Uncategorizedହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ରmahabharatanewsFebruary 23, 2026 by mahabharatanewsFebruary 23, 2026013 ବିଜ୍ଞାନ ମହାବିଦ୍ୟାଳୟ (ସ୍ୱୟଂଶାସିତ), ହିଞ୍ଜିଳିକାଟୁର ଇତିହାସ ବିଭାଗ ତରଫରୁ ଆୟୋଜିତ ଜାତୀୟ ଆଲୋଚନାଚକ୍ର “ ଓଡ଼ିଆ ସାହିତ୍ୟର ବିକାଶ ଓ ଓଡ଼ିଆ ପରିଚୟ ପ୍ରତି ଦକ୍ଷିଣ ଓଡ଼ିଶାର ରାଜବଂଶମାନଙ୍କର ଅବଦାନ” ଶୀର୍ଷକ ଉପରେ ଗତ...
Uncategorizedକ୍ରାଇମବ୍ରାଞ୍ଚ DIGଙ୍କୁ ଭେଟିଲା ବାର ଆସୋସିଏସନ୍mahabharatanewsFebruary 12, 2026February 12, 2026 by mahabharatanewsFebruary 12, 2026February 12, 2026011 କଟକ ବାର, କ୍ରିମିନାଲ ବାର,ବୋର୍ଡ ଅଫ ରେଭିନ୍ୟୁ ବାର୍, ଓ ମୋଟର ଭେଇକିଲ ବାର ଆସୋସିଏସନ କୁ ନେଇ ଗଠିତ CCMB କଲ୍ୟାଣ ପାଣ୍ଠିରେ ପ୍ରାୟ ୪୦ ଲକ୍ଷ ଟଙ୍କାର ହେରାଫେରି ହୋଇଥିବା ନେଇ...
Uncategorized୮ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନmahabharatanewsJanuary 28, 2026 by mahabharatanewsJanuary 28, 2026024 ୮ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଧାନ ମଣ୍ଡି, ପିୟୁସିସି ଓ ସ୍ମାର୍ଟ ମିଟର ପ୍ରସଙ୍ଗରେ ଆଜି ଓଡିଶା ବନ୍ଦ ରହିବ । ଏହି ତିନିଟି...
Uncategorizedଓଡିଶା୧୫ ଦିନରେ ଦରମା ଦିଅ ନ ହେଲେ ୯% ସୁଧ ଗଣିବmahabharatanewsJanuary 20, 2026January 20, 2026 by mahabharatanewsJanuary 20, 2026January 20, 2026026 କାର୍ଯ୍ୟ ସମ୍ପାଦନ କରିବା ପରେ ମଧ୍ୟ କୌଣସି କର୍ମଚାରୀଙ୍କ ଦରମା ଅଟକାଇ ରଖିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ମାନ୍ୟବର ହାଇକୋର୍ଟ ରାୟରେ ପ୍ରକାଶ କରି ଅଙ୍ଗନବାଡି କର୍ମୀଙ୍କ ବକେୟା ଦରମା ୧୫...
Uncategorizedବାଲିକୁଦା ଏରସମା ବିଜେପିର ସାଂଗଠନିକ ପର୍ବmahabharatanewsDecember 29, 2025 by mahabharatanewsDecember 29, 2025021 ଜଗତସିଂହପୁର ଜିଲ୍ଲା ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବାଲିକୁଦା ଭାରତୀୟ ଜନତା ପାର୍ଟି କାର୍ଯ୍ୟଳୟ ସମ୍ମୁଖରେ ୧୨୯ ତମ ମନ କି ବାତ ଓ ସାଂଗଠନିକ ପର୍ବ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...
Uncategorizedଏସଆଇ ନିଯୁକ୍ତି ମହା କେଳେଙ୍କାରୀ, ଗୁମର ଖୋଲୁଛି ସିବିଆଇ ଟିମmahabharatanewsDecember 9, 2025December 9, 2025 by mahabharatanewsDecember 9, 2025December 9, 2025036 ଏସଆଇ ନିଯୁକ୍ତି ସ୍କାମ । ସାମ୍ନାକୁ ଆସିଲା ଆନ୍ତରାଜ୍ୟ ଲିଙ୍କ । ବିହାରରୁ ଜଣଙ୍କୁ ଗିରଫ କଲା ସିବିଆଇ । ଗତକାଲି ଠାରୁ ଅଟକ ରଖି ପଚରାଉଚରା କରୁଥିଲା ସିବିଆଇ । ଆସନ୍ତାକାଲି ଅଭିଯୁକ୍ତକୁ...
Uncategorizedଏନ୍.ଇ.ପିରେ ଫୁଟବଲ୍ ଖେଳକୁ ଗୁରୁତ୍ୱ !mahabharatanewsNovember 29, 2025 by mahabharatanewsNovember 29, 2025028 ବ୍ୟୁରୋ :- ସ୍କୁଲରେ ମିଳିବ ପିଲାଙ୍କୁ ଫୁଟବଲ୍ ଖେଳର ତାଲିମ୍ । ଯାହା ସେମାନଙ୍କୁ ଶାରୀରିକ, ମାନସିକ ଏବଂ ସାମାଜିକ କ୍ଷେତ୍ରରେ ବେଶ୍ ଲାଭ ଦାୟକ ହେବ । ନ୍ୟାସନାଲ ଏଜୁକେଶନ ପଲିସି ମାଧ୍ୟମରେ,...
Uncategorizedମଣିଭଦ୍ରାରେ ୩୩ ତମ ବିଶ୍ୱଶାନ୍ତି ମହାଯଜ୍ଞ ଶୁଭାରମ୍ଭmahabharatanewsNovember 24, 2025 by mahabharatanewsNovember 24, 2025028 ନୟାଗଡ ଜିଲ୍ଲା ଗଣିଆ ବ୍ଲକର ପୁରାଣ ବର୍ଣ୍ଣିତ ମଣିଭଦ୍ରା ପାଦଦେଶରେ ଅବସ୍ଥିତ ମା’ କଳାପାଟଙ୍କ ପୀଠରେ ୩୩ତମ ବିଶ୍ୱଶାନ୍ତି ମହାଯଜ୍ଞ ରବିବାର ଶୁଭାରମ୍ଭ ହୋଇଯାଇଛି । ଚଳିତ ବର୍ଷ ସିଦ୍ଧଯୋଗୀ ସ୍ୱର୍ଗତଃ ବାବା ରାମଦାସଙ୍କ...