ଭାରତପାକ୍ ଜେଲ୍ ରେ ଭାରତୀୟ ଧୀବରmahabharatanewsOctober 8, 2022 by mahabharatanewsOctober 8, 20220156 ବ୍ୟୁରୋ:ପାକିସ୍ତାନରେ ବଢି ଚାଲିଛି ଭାରତୀୟ କଏଦୀଙ୍କ ସଂଖ୍ୟା । କଏଦୀଙ୍କ ଦଣ୍ଡାଦେଶ ସତ୍ତେୁ ବି ଆଇନ ଉଲଙ୍ଘନ କରୁଛନ୍ତି ପାକିସ୍ତାନ ସରକାର । ଦଣ୍ଡାଦେଶ ପୂରଣ ହୋଇସାରିଥିଲେ ମଧ୍ୟ ବଳପୂର୍ବକ କଏଦୀଙ୍କ ଉପରେ ଅତ୍ୟାଚାର...
Uncategorizedଫାଇନାଲରେ ଇର୍ଫାନକୁ ପରାସ୍ତ କଲେ ଗମ୍ଭୀରmahabharatanewsOctober 7, 2022 by mahabharatanewsOctober 7, 20220168 ଇର୍ଫାନ୍ ପଠାନ୍ ଭିଲ୍ୱାଡା କିଙ୍ଗ୍ସକୁ ୧୦୪ ରନ୍ର ବଡ଼ ବ୍ୟବଧାନରେ ପରାସ୍ତ କରି ଗୌତମ ଗମ୍ଭୀରଙ୍କ ଇଣ୍ଡିଆ କ୍ୟାପିଟାଲ୍ସ ଦଳ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ ବିଜେତା ହୋଇଛି। ଫାଇନାଲ୍ରେ ଟସ୍ ହାରି ବ୍ୟାଟିଂ ପାଇଥିବା...
ଓଡିଶାଭାରତଗାମ୍ବିଆ ଡେଥ୍ ଟ୍ରାଜେଡି ପରେ ହୁ ର କଡା ନିର୍ଦ୍ଦେଶmahabharatanewsOctober 7, 2022 by mahabharatanewsOctober 7, 20220154 ଭାରତରେ ପ୍ରସ୍ତୁତ କଫ୍ ସିରପ୍ ପିଇ ଆଫ୍ରିକା ଦେଶ ଗାମ୍ବିଆରେ ୬୬ଜଣ ଶିଶୁଙ୍କ ସନ୍ଦିଗ୍ଧ ମୃତ୍ୟୁକୁ ନେଇ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍ଓ ପକ୍ଷରୁ ଏହି ସିରପ୍...
ଭାରତ୨୦୨୨ରେ ଡଲାର ପରିମାଣ ୯ ପ୍ରତିଶତ ହ୍ରାସ ପାଇଛିmahabharatanewsOctober 7, 2022 by mahabharatanewsOctober 7, 20220194 ଭାରତ/ ଭାରତଠାରୁ ଆରମ୍ଭ କରି ଚେକ୍ ଗଣତନ୍ତ୍ର ପର୍ୟ୍ୟନ୍ତ ବିଶ୍ବର ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସେମାନଙ୍କ ନିଜ ନିଜ ମୁଦ୍ରାର ବିନିମୟ ମୂଲ୍ୟରେ ସ୍ଥିରତା ବଜାର ରଖିବା ଲାଗି ଯଥାସମ୍ଭବ ପ୍ରୟାସ କରୁଛନ୍ତି।...
ଓଡିଶାପାଣି ଘେରରେ ଶହଶହ ତଳିଆ ଅଚଂଳmahabharatanewsOctober 6, 2022 by mahabharatanewsOctober 6, 20220209 ଗଂଜାମ /ରଜନୀକାନ୍ତ ପାତ୍ର : ବର୍ଷାରେ ବେହାଲ ଗଞ୍ଜାମ ଜିଲ୍ଲା ର ବ୍ରହ୍ମପୁର ସହର। ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ। ଏକାଧିକ ସ୍ଥାନରେ ଘର ଭିତରେ ପାଣି ପଶିଥିବା ଦେଖିବାକୁ ମିଳିଛି । ଗାନ୍ଧୀ...
ଓଡିଶାଆସନ୍ତା ୨୪ ଘଣ୍ଟା ପାଇଁ ଉପକୂଳ ଓଡିଶାକୁ ସର୍ତକ ଘଣ୍ଟିmahabharatanewsOctober 6, 2022 by mahabharatanewsOctober 6, 20220183 ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୃୂର୍ଣ୍ଣିବଳୟ ସକ୍ରିୟ ହୋଇ କ୍ରମଶ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ଉପକୂଳ ଆନ୍ଦ୍ରପ୍ରଦେଶ ଓ ଓଡିଶାରେ ପ୍ରବଳ ବର୍ଷା ଜାରି ରହିଛି । ସେପଟେ ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ...
ଓଡିଶାଯୁବକଙ୍କ ମୃତ୍ୟୁ ରହସ୍ୟ ଘେରରେmahabharatanewsOctober 6, 2022 by mahabharatanewsOctober 6, 20220153 ସାଲେପୁର/ ଜ୍ୟୋସ୍ନାରାଣୀ ସିଂ :କଟକ ଜିଲ୍ଲା ମାହାଙ୍ଗା ଥାନା ଛାତ୍ରାତୋଟା ବଜାର ସ୍ଥିତ ବନ୍ଦ ଥିବା ଫାଷ୍ଟ ଫୂଡ଼ ଦୋକାନ ଭିତରେ ସନ୍ଦେହ ଜନକ ଅବସ୍ଥାରେ ଜଣେ ଯୁବକଙ୍କ ମୃତ୍ୟୁ ଦେହ ଉଦ୍ଧାର। ଦୋକାନ...
ଓଡିଶାବିଧାୟକଙ୍କ କରକମଳରେ ଉଦ୍ଘାଟିତ ହେଲା ବିଭିନ୍ନ ପ୍ରକଳ୍ପmahabharatanewsSeptember 22, 2022 by mahabharatanewsSeptember 22, 20220188 ସୋନପୁର/ଓମ୍ ପ୍ରକାଶ ମିଶ୍ର :ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ମଙ୍ଗଳବାର ଅନେକ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ କରାଯାଇଛି । ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଏହାକୁ ଉଦ୍ଘାଟନ କରିଛନ୍ତି । ଏହି...