ଓଡିଶାନାବାଳକକୁ ରଡରେ କଲେ ଆକ୍ରମଣmahabharatanewsOctober 11, 2022 by mahabharatanewsOctober 11, 20220174 ସାଲେପୁର /ଜ୍ୟୋସ୍ନାରାଣୀ ସିଂ :ନାବାଳକକୁ ମରଣାତ୍ମକ ଆକ୍ରମଣ କରିଛନ୍ତି ଜଣେ ନିଶାସକ୍ତ ବ୍ୟକ୍ତି । କଟକଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ହଳଧରପୁର ଗ୍ରମରେ ଏଭଳି ଘଟଣା ଘଟିଛି । ଗୁରୁତର ନାବାଳକ ଜଣକ ହେଲେ ହଳଧରପୁର...
ଓଡିଶାବଦଳିଲା ଆଇଏସ୍ ଦାୟିତ୍ୱmahabharatanewsOctober 11, 2022 by mahabharatanewsOctober 11, 20220169 ଭୁବନେଶ୍ୱେର :ଆଇଏସ୍ ସ୍ତରରେ ବଡ ଧରଣର ଅଦଳବଦଳ କରା ଯାଇଛି । ଗତକାଲି ବିଭିନ୍ନ ନିଗମର ଅଧକ୍ଷ୍ୟ ଓ ଉପଦେଷ୍ଟାମାନଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଆଜି ପ୍ରଶାସନିକ ସ୍ତରରେ ଅଦଳବଦଳ କରାଯାଇଛି । ନୟାଗଡ...
ଓଡିଶାମୟୂରଭଞ ପାଇଁ ଗୌରବ ରଚିଲେ ୧୦ ଓସିଏସ୍mahabharatanewsOctober 10, 2022 by mahabharatanewsOctober 10, 20220192 ରାଇରଙ୍ଗପୁର /ସତ୍ୟନାରାୟଣ ପାଲ: ଓଡିଶା ପ୍ରସାଶନିକ ସେବା ପରୀକ୍ଷାରେ ବାମନଘାଟି ଉପଖଣ୍ଡ ରୁ ଦଶ ଜଣ ସଫଳ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ରୁ ଦଶ ଜଣ ଓଡିଶା ପ୍ରସାଶନିକ ସେବା...
ଓଡିଶାବୟାନବାଜି କରିବାକୁ ବିରୋଧ କଲେ ଲାଲୁmahabharatanewsOctober 10, 2022 by mahabharatanewsOctober 10, 20220146 ବ୍ୟୁରୋ:ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଆର୍ଜେଡିର କାର୍ଯ୍ୟକାରୀଣି ବୈଠକରେ ଗୁରୁତ୍ୱପୂୂୂୂୂୂୂୂୂୂୂୂୂୂୂୂୂୂୂୂର୍ଣ୍ଣ ନିଷ୍ଫତି ନେଲେ ଲାଲୁ । ଦଳର ସୁପ୍ରିମ ଲାଲୁ ଯାଦଭ ଏହି ଜାତୀୟ କାର୍ଯ୍ୟକାରୀଣି ବୈଠକରେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ...
ବିଶ୍ୱପ୍ରତିଶୋଧ ନେଲା ରୁଷmahabharatanewsOctober 10, 2022 by mahabharatanewsOctober 10, 20220191 ରିପୋଟର୍ସ ଟୁଡେ ବ୍ୟୁରୋ : ୟୁକ୍ରେନ ରାଜଧାନୀ କିଭ୍ ଉପରେ ହୋଇଛି ରକେଟ ଆକ୍ରମଣ । ସେଠାରେ ଏକାଧିକ ବିସ୍ଫୋରଣ ହୋଇଛି । ରୁଷ ଆଜି ସକାଳୁ ସକାଳୁ ଏହି ଆକ୍ରମଣ କରିଥିଲା କିଭ...
ଓଡିଶାବରୀ ଓସିଏସ୍ ସଫଳକାରୀଙ୍କୁ ସମ୍ଭଦ୍ଧନା କଲେ ବିଧାୟିକାmahabharatanewsOctober 10, 2022 by mahabharatanewsOctober 10, 20220210 ବରୀ / ସତ୍ୟଜିତ ବାରିକ :ନିଜର ନିଷ୍ଠା, କର୍ତ୍ତବ୍ୟପରାୟଣତା ମଣିଷ ଙ୍କୁ ଲକ୍ଷ୍ୟ ସ୍ଥଳ ରେ ପହଞ୍ଚାଇ ଥାଏ। ଜୀବନରେ ବହୁ ବାଧା ବିଘ୍ନ ସତ୍ତ୍ୱେ ନିଧିଷ୍ଠ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଯେଉଁ ମାନେ...
ଓଡିଶାମନେପଡନ୍ତି ଉତ୍କଳମଣୀmahabharatanewsOctober 10, 2022 by mahabharatanewsOctober 10, 20220148 ଗୋପ/ ଜୟନ୍ତ ସେଠୀ :ଗୋପବନ୍ଧୁଙ୍କ ଜିଲ୍ଲାସ୍ତରୀୟ ୧୪୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ସତ୍ୟବାଦୀ ସୁଆଣ୍ଡୋ ସ୍ଥିତ ଜନ୍ମ ମାଟିରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଗୋପବନ୍ଧୁ ଙ୍କ ତ୍ୟାଗ କୁ ମନେ ପକାଇଛନ୍ତି...
Uncategorizedଆସିକା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଆରମ୍ଭmahabharatanewsOctober 10, 2022October 10, 2022 by mahabharatanewsOctober 10, 2022October 10, 20220145 ଆସ୍କା/ କମଳିନୀ ହୋତା :ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ପରିଚାଳନା ପରିଷଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି।ଏଥିପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନାମାଙ୍କନ ଦାଖଲର ଶେଷ...
ଓଡିଶାଫୁଡ୍ ଷ୍ଟଲ ଉପରେ ବିଏମ୍ସି କରିବ ଚଢାଉmahabharatanewsOctober 8, 2022 by mahabharatanewsOctober 8, 20220170 ଭୁବନଶ୍ୱେର :ଭୁବନଶ୍ୱେରକୁ ସବୁଜ ଓ ସୁସ୍ଥ ପରିବେଶ କରିବା ଟାର୍ଗେଟରେ ବିଏମ୍ସି । ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି ବିଏମ୍ସି । ରାସ୍ତା କଡରେ ଅଳିଆ ଆବର୍ଜନା ଜମା...
ଭାରତ୧୮ ରେ ବିସିସିଆଇର ସଭାପତି ନିର୍ବାଚନmahabharatanewsOctober 8, 2022 by mahabharatanewsOctober 8, 20220185 ବ୍ୟୁରୋ:ସୈ÷ାରଭ ଗାଙ୍ଗୁଲି ପରେ ରୋଜର୍ ବିନିଙ୍କୁ ମିଳିପାରେ ବିସିସିଆଇ ସଭାପତି ପଦ । ଏ ନେଇ କ୍ରୀଡାବିତଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି । ଏ ନେଇ ବିଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି...