ଓଡିଶାଦୁର୍ଘଟଣାବାଇକ୍-ବୋଲେରୋ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତରmahabharatanewsJanuary 14, 2026 by mahabharatanewsJanuary 14, 2026016 ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ଦେଗାଲ ବୁଡୁଣି ଛକ ନିକଟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍ ଓ ବୋଲେର ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬୫ ବର୍ଷ...
ଓଡିଶାଦୁର୍ଘଟଣାଝାରସୁଗୁଡ଼ା ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ…mahabharatanewsJanuary 13, 2026January 13, 2026 by mahabharatanewsJanuary 13, 2026January 13, 2026015 ଝାରସୁଗୁଡ଼ା ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ। ଆଜି ଦିନ ପ୍ରାୟ ୧୧ଟା ବେଳେ ଏସିରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ବେଳେ ସମଗ୍ର ଷ୍ଟେସନ ଧୂଆଁମୟ ହୋଇଯାଇଛି। ସୂଚନା ପାଇ ଅଗ୍ନିଶମ ବାହିନୀ...
ଓଡିଶାଦୁର୍ଘଟଣାଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ କାର ଦୁର୍ଘଟଣା ଗ୍ରସ୍ତ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭରmahabharatanewsJanuary 13, 2026 by mahabharatanewsJanuary 13, 2026019 ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ କାର ଦୁର୍ଘଟଣା ଗ୍ରସ୍ତ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଲେଖନପୁର ବାଜରା ନିକଟ ପଟ୍ଟାମୁଣ୍ଡାଇ କେନାଲରେ। ବିଳମ୍ବିତ ରାତିରେ...
ଓଡିଶାଦୁର୍ଘଟଣାବିଦ୍ୟୁତ୍ ଖୁଣ୍ଟକୁ ପିଟିଲା ବାଇକ, ଦୁର୍ଘଟଣାରେ ଗଲା ଦୁଇ ଭାଇଙ୍କ ଜୀବନmahabharatanewsJanuary 12, 2026 by mahabharatanewsJanuary 12, 2026016 ରାୟଗଡ଼ା ଜିଲ୍ଲା ଗୁଣୁପୁର ଲିମାମଡା ମୁଖ୍ୟ ରାସ୍ତା ନିକଟରେ ବିଦ୍ୟୁତ୍ ଖୁଣ୍ଟକୁ ପିଟିଲା ବାଇକ। ବାଇକ୍ ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇ ଭାଇ ମୁନା କିମ୍ବାକା, କ୍ରିଷ୍ଣା କିମ୍ବାକା। ମୃତକଙ୍କ...
ଦୁର୍ଘଟଣାଦେଶ ବିଦେଶହିମାଚଳ ପ୍ରଦେଶ ସିରମୋରରେ ବଡ଼ ଦୁର୍ଘଟଣାmahabharatanewsJanuary 9, 2026 by mahabharatanewsJanuary 9, 2026017 ହିମାଚଳ ପ୍ରଦେଶ ସିରମୋରରେ ବଡ଼ ଦୁର୍ଘଟଣା । ହିମାଚଳ ପ୍ରଦେଶର ସିରମୌର ଜିଲ୍ଲା ନିକଟରେ ଏକ ଘରୋଇ ବସ୍ ପାହାଡ଼ି ରାସ୍ତାରୁ ଖସି ପଡ଼ିବା ଫଳରେ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି।...
ଓଡିଶାଦୁର୍ଘଟଣା୧୬ ନମ୍ବର ଜାତୀୟ ରାଜପଥରେ ଦୁଇ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାmahabharatanewsJanuary 9, 2026 by mahabharatanewsJanuary 9, 2026016 ରାଜ୍ୟ ବ୍ୟାପୀ ଚାଲିଛି ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ । ସଡ଼କ ସୁରକ୍ଷାକୁ ନେଇ ଲୋକଙ୍କୁ କରାଯାଉଛି ସଚେତନ । ଏତେସବୁ ପରେ ମଧ୍ୟ ଲୋକଙ୍କ ମଧ୍ୟରେ ରହୁଛି ସଚେତନତାର ଘୋର ଅଭାବ। ଏହାର ଜଳନ୍ତ୍ଵ...
ଓଡିଶାଦୁର୍ଘଟଣାଭାରସାମ୍ୟ ହରାଇ ପିଟିହେଲା ବାଇକ୍ ; ଜଣେ ମୃତ, ଜଣେ ଗୁରୁତରmahabharatanewsJanuary 5, 2026 by mahabharatanewsJanuary 5, 2026014 ୨୦୨୬ ନୂଆବର୍ଷ ଆରମ୍ଭରେ ଜୁନାଗଡ଼ରେ ଭୟଙ୍କର ଦୁର୍ଘଟଣା । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଛକ ସ୍ଥିତ ଜାତୀୟ ରାଜପଥ ୧୩୦ସି ବୁଲାଣୀ ରାସ୍ତାରେ ପିଟି ହୋଇ ଯୁବକର ମୃତ୍ୟୁ ଘଟିଛି।...
Accidentଓଡିଶାଦୁର୍ଘଟଣାପାଣିପାଗବିଶ୍ୱଯୋଗାଯୋଗଚିଲିକାରେ ପଡି ଜଣେ ପର୍ଯଟକଙ୍କ ଜୀବନ ଯାଇଥିବା ବେଳେ ପ୍ରଶାସନ ନେଲା ବଡ ନିଷ୍ପତ୍ତିmahabharatanewsJanuary 2, 2026 by mahabharatanewsJanuary 2, 2026020 ଗୁରୁବାର ଦିନ ଚିଲିକାରେ ପଡି ଜଣେ ପର୍ଯ୍ୟଟକଙ୍କ ଜୀବନ ଯାଇଥିବା ବେଳେ ଏହାକୁ ନଜରରେ ରଖି ପୁରୀ ଜିଲ୍ଲାପାଳ ନେଇଛନ୍ତି ବଡ ନିଷ୍ପତ୍ତି । ତେବେ ନିୟମ ଅନୁଯାୟୀ ଆସନ୍ତା ଦିନ ୧୧ ଯାଏଁ...
ଦୁର୍ଘଟଣାଦେଶ ବିଦେଶସୋଫାରୁ ଉଠିଲା ବେଳେ ଫୁଟିଲା ଗୁଳି, ଗଲା ଜୀବନ…mahabharatanewsJanuary 1, 2026 by mahabharatanewsJanuary 1, 2026025 ପଞ୍ଜାବର ଫିରୋଜପୁର ଜିଲ୍ଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ସୋଫାରୁ ଉଠିବା ସମୟରେ ଜଣେ ବ୍ୟକ୍ତିଙ୍କ ଅଣ୍ଟାରେ ଲାଗିଥିବା ପିସ୍ତଲ ଗୁଳି ଫୁଟିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଘଟିବା ସମୟରେ ହରପିନ୍ଦର...
ଦୁର୍ଘଟଣାଦେଶ ବିଦେଶଭାରତଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁ ହୁତୁ ହୋଇ ଜଳିଲା ଏସି ବଗି, ଜୀବନ୍ତ ଜଳିଗଲେ ଯାତ୍ରୀmahabharatanewsDecember 29, 2025December 29, 2025 by mahabharatanewsDecember 29, 2025December 29, 2025019 ଟ୍ରେନ ଦୁର୍ଘଟଣାରେ ଜୀବନ୍ତ ଦଗ୍ଧ ହୋଇଗଲେ ଯାତ୍ରୀ । ଝାଡ଼ଖଣ୍ଡର ଇସ୍ପାତ ସହର ଟାଟାନଗରରୁ କେରଳର ଏର୍ଣ୍ଣାକୁଲମ ଯାଉଥିବା ଟାଟା ଏର୍ଣ୍ଣାକୁଲମ ଏକ୍ସପ୍ରେସ୍ ଆନ୍ଧ୍ର ପ୍ରଦେଶରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଟାଟା ଏର୍ଣ୍ଣାକୁଲମ...