ଓଡିଶାପୁଣି ବିବାଦରେ ପାଉଁଶକୁଳିmahabharatanewsDecember 7, 2019 by mahabharatanewsDecember 7, 20190365 (ମହାଭାରତ/ଜଳେଶ୍ୱର): ପୂର୍ବରୁ ଭତ୍ତା ଓ ଗୃହ ବଣ୍ଟନ ପାଇଁ ବିବାଦରେ ଥିବା ପାଉଁଶକୁଳି ପଞ୍ଚାୟତ ଏବେ ପଂ·ୟତ ବୈଠକକୁ ନେଇ ପୁଣି ବିବାଦ ଘେରକୁ ଟାଣି ହୋଇ ଆସିଛି । ଅନ୍ୟାୟ ପ୍ରତିବାଦରେ ପଂ·ୟତ...
ଓଡିଶାଅଗ୍ନିକାଣ୍ଡରେ ୧୦ ବଖରା ଭସ୍ମୀଭୂତmahabharatanewsDecember 7, 2019 by mahabharatanewsDecember 7, 20190464 (ମହାଭାରତ, ବ୍ରହ୍ମଗିରି): ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଣ୍ଡପଡା ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୫ଟି ପରିବାରର ପ୍ରାୟ ୧୦ ବଖରା ପୋଡି ଭସ୍ମୀଭୂତ ହୋଇଯାଇଛି...
ଓଡିଶାଅଜଣା ଯୁବକଙ୍କ ମୃତଦେହ ଉଦ୍ଧାରmahabharatanewsDecember 7, 2019 by mahabharatanewsDecember 7, 20190311 (ମହାଭାରତ, କେନ୍ଦୁଝର): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଇପାସ ଛକରେ ଥିବା ହୋଣ୍ଡା ଶୋ’ ରୁମ୍ ପାଖରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କର ପରିଚୟ ଏଯାଏ ମିଳିପାରି ନାହିଁ ।...
ଓଡିଶାଖୁବ ଶୀଘ ଡ଼ିଜିପି ଭାବେ ଦାୟିତ୍ୱ ନେବେ ଏମ.ଅଭୟmahabharatanewsDecember 7, 2019 by mahabharatanewsDecember 7, 20190514 (ଆଦର୍ଶ ରାଉତ/ମହାଭାରତ)ଭୁବନେଶ୍ୱର: ଆସନ୍ତା ସୋମବାର ଦିନ ଦାୟିତ୍ୱ ନେବେ ନୂତନ ପୋଲିସ ଡ଼ିଜିପି ଭାବେ ନିଯୁକ୍ତ ହୋଇଥିବା ଏମ.ଅଭୟ । ତାଙ୍କୁ ଗତକାଲି ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀର...
ଅପରାଧଓଡିଶାରାସ୍ତାରୁ ଉଠେଇ ନେଇ ମହିଳାଙ୍କୁ ଦୁଷ୍କର୍ମ ,ଅଭିଯୁକ୍ତ ଗିରଫmahabharatanewsDecember 7, 2019 by mahabharatanewsDecember 7, 20190327 (ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ପିଛା ଛାଡ଼ୁନି ଦୁଷ୍କର୍ମ ଭଳି ଲଜ୍ୟାଜନକ ଘଟଣା। ଝାରପୋଖରିଆ ଥାନା ନିକଟ ଘିଆଯୋଡି ଗ୍ରାମର କିଚକେଶ୍ୱରୀ ଦେହୁରୀ(୩୩ବର୍ଷ)ଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଛି ପୋଲିସ। ଗତକାଲି ରାତିରେ ମହିଳାଙ୍କ...
ଓଡିଶା୭୦ ଲକ୍ଷ ଟଙ୍କା ନେଇ ମହିଳା ଫେରାରmahabharatanewsDecember 7, 2019 by mahabharatanewsDecember 7, 20190295 (ମହାଭାରତ, ବଲାଙ୍ଗୀର): ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ନଗର ପଡାରେ ସହାୟତା କରିବା ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏଠାରେ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୭୦...
ଓଡିଶାଗଛରେ ପିଟି ହେଲା ବସ୍, ୧୦ ଯାତ୍ରୀ ଆହତmahabharatanewsDecember 7, 2019 by mahabharatanewsDecember 7, 20190317 (ମହାଭାରତ, ବୌଦ୍ଧ): ବୌଦ୍ଧ ଜିଲ୍ଲା ଜହ୍ନାପଙ୍କ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିବାରୁ ୧୦ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।...
ଓଡିଶାଅଟୋ ଦୁର୍ଘଟଣାଗ୍ରସ୍ତ, ୧୦ ଯାତ୍ରୀ ଆହତmahabharatanewsDecember 7, 2019 by mahabharatanewsDecember 7, 20190318 (ମହାଭାରତ, ସୋନପୁର): ସୋନପୁର-ସମ୍ବଲପୁର ରାସ୍ତାର ମେଟକାନୀ ଛକରେ ଶୁକ୍ରବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଅଟୋ ଓଲଟି ପଡିବାରୁ ଦୁଇ ଜଣ ଶିଶୁଙ୍କ ସମେତ ୧୦ ଜଣ ଯାତ୍ରୀ ଆହତ...
ଓଡିଶାଖୁବ ଶୀଘ ଡ଼ିଜିପି ଭାବେ ଦାୟିତ୍ୱ ନେବେ ଏମ.ଅଭୟmahabharatanewsDecember 7, 2019 by mahabharatanewsDecember 7, 20190325 (ଆଦର୍ଶ ରାଉତ/ମହାଭାରତ)ଭୁବନେଶ୍ୱର: ଆସନ୍ତା ସୋମବାର ଦିନ ଦାୟିତ୍ୱ ନେବେ ନୂତନ ପୋଲିସ ଡ଼ିଜିପି ଭାବେ ନିଯୁକ୍ତ ହୋଇଥିବା ଏମ.ଅଭୟ । ତାଙ୍କୁ ଗତକାଲି ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀର...
ଓଡିଶା୧ କୁଇଣ୍ଟାଲ ୨୦ କିଲୋ ଗଞ୍ଜେଇ ଜବତmahabharatanewsDecember 7, 2019 by mahabharatanewsDecember 7, 20190422 (ଟୁକୁନା ଖରା/ମହାଭାରତ)ନବରଙ୍ଗପୁର: ନବରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଗଂଜେଇ ବୋଝେଇ ଟ୍ରାକ୍ଟର ଜବତ।ମାଲକାନଗିରି ଜିଲ୍ଲାରୁ କଳାହାଣ୍ଡି ଜିଲ୍ଲାକୁ ଏକ ଟ୍ରାକ୍ଟର ରେ ଅଭିନବ ଉପାୟରେ ୧ କୁଇଣ୍ଟାଲ ୨୦ କିଲୋ ଗଂଜେଇ ଚାଲାଣ କରାଯାଉଥିବା...