ଓଡିଶାଯୁକ୍ତଦୁଇର ଛାତ୍ରଛାତ୍ରୀଙ୍କୁ ଲାପଟପmahabharatanewsDecember 6, 2019 by mahabharatanewsDecember 6, 20190511 (ହରପ୍ରସାଦ ବିଶୋଇ/ମହାଭାରତ)ଭୁବନେଶ୍ୱର : ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଆଜି ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୯-୨୦ ଶିକ୍ଷା ବର୍ଷରେ ଯୁକ୍ତ ଦୁଇ ପରୀକ୍ଷାରେ ଭଲ ନମ୍ବର...
ଓଡିଶାମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଘ ପକ୍ଷରୁ”ବୀର ସଲେ”କାର୍ୟ୍ୟକ୍ରମmahabharatanewsDecember 6, 2019 by mahabharatanewsDecember 6, 20190363 (ସତ୍ୟନାରାୟଣ ପାଲ/ମହାଭାରତ) ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିକଟସ୍ଥ ହଳଦା ଆମ୍ବବାଗାନ ଠାରେ ମୟୁରଭଞ୍ଜ ଆଦିବାସୀ ଛାତ୍ର ସଂଘ ପକ୍ଷରୁ”ବୀର ସଲେ”କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମାସାର ରାଜ୍ୟ ସଭାପତି ଶୁକଲାଲ ମାର୍ଣ୍ଡି, ଡା:ଦେବେନ୍ଦ୍ର ଟୁଡୁ,...
ଓଡିଶାଉଦ୍ଧାର ହେଲା ୩ ବିରାଟକାୟ ମାଛmahabharatanewsDecember 6, 2019 by mahabharatanewsDecember 6, 20190300 (ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ପୁଣି ଜାଲରେ ଫସିଲେ ବିରାଟକାୟ୍ୱ ମାଛ । ବଙ୍ଗୋପସାଗର ଜଳରାଶି ମଧ୍ୟରୁ ଏହି ମାଛ ମିଳିଛି । ଗୋଟିଏ ମାଛର ଓଜନ ପ୍ରାୟ ଦେଢ଼ କୁଇଣ୍ଟାଲ ଏବଂ ଆଉ ୨ଟି ମାଛ...
ଓଡିଶାବଉଳା କୁମ୍ଭୀର ଦେଖିବାକୁ ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡmahabharatanewsDecember 6, 2019 by mahabharatanewsDecember 6, 20190325 (ମମତା ସାମଲ)ମହାଭାରତ: ଶୀତଋତୁ ଆରମ୍ଭ ହେବା ସହିତ ଭିତରକନିକାକୁ ଛୁଟିଛି ପର୍ୟ୍ୟଟକଙ୍କ ସୁଅ । ବଉଳା କୁମ୍ଭୀର ସହିତ ଭିତରକନିକାର ଜୈବ ବିବିଧତା ବୁଲି ଦେଖିବାକୁ ଦୂରଦୂରାନ୍ତରୁ ପ୍ରତିଦିନ ଆସୁଛନ୍ତି ଶହ ଶହ ପର୍ୟ୍ୟଟକ...
ଓଡିଶା‘ସାବାସ ତେଲେଙ୍ଗାନା ପୁଲିସ୍ , ମୋର ଅଭିନନ୍ଦନmahabharatanewsDecember 6, 2019 by mahabharatanewsDecember 6, 20190331 (ମହାଭାରତ)ଭୁବନେଶ୍ୱର: ହାଇଦ୍ରାବାଦ ପ୍ରାଣୀ ଚିକିତ୍ସିକା ପ୍ରିୟଙ୍କା ରେଡ୍ଡୀଙ୍କୁ ମିଳିଲା ନ୍ୟାୟ । ଆଜି ପୋଲିସ ଏନକାଣ୍ଟରରେ ନିହତ ହେଲେ ସମ୍ପୃକ୍ତ ଚାରି ଅଭିଯୁକ୍ତ । ଏନେଇ ଆଜି ବଲିଉଡ କଳାକାରମାନେ ନିଜ ନିଜର ପ୍ରତିକ୍ରିୟା...
ଅପରାଧଓଡିଶା୪ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟରmahabharatanewsDecember 6, 2019 by mahabharatanewsDecember 6, 20190326 (ମହାଭାରତ/ ମଧୁସ୍ମିତା ତ୍ରିପାଠୀ): ସାରା ଦେଶକୁ ଦୋହଲାଇ ଦେଇଥିବା ହାଇଦ୍ରାବାଦ ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ୪ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି...
ଓଡିଶାକାଲିମେଳାରେ ନକ୍ସଲ ବ୍ୟାନରmahabharatanewsDecember 6, 2019 by mahabharatanewsDecember 6, 20190325 (ମହାଭାରତ, ମାଲକାନାଗିରି): ନକ୍ସଲଙ୍କ ପିଏଲଜିଏ ସପ୍ତାହ ଚାଲିଥିବାବେଳେ ମାଲକାନାଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଗୋମ୍ପାକୋଣ୍ଡା ଗ୍ରାମ ପଞ୍ଚାୟତର କାନାଗୁଡ ଗାଁ ନିକଟରେ ନକ୍ସଲ ବ୍ୟାନର ଦେଖିବାକୁ ମିଳିଛି । ଏହି ବ୍ୟାନରରେ ପିଏଲଜିଏ...
ଓଡିଶା୧୧ କୋଟି ଟଙ୍କାର ଗଞ୍ଜେଇ ଫସଲ ନଷ୍ଟmahabharatanewsDecember 6, 2019 by mahabharatanewsDecember 6, 20190285 (ମହାଭାରତ, ବୌଦ୍ଧ): ବୌଦ୍ଧ ଜିଲ୍ଲାରେ ପୁଣି ଚଢାଉ କରି ଗଞ୍ଜେଇ ଫସଲ ନଷ୍ଟ କରାଯାଇଛି । ମନମୁଣ୍ଡା ଥାନା ଅନ୍ତର୍ଗତ ଥାଟିପାଲି ମୌଜା ଗାଁ ନିକଟସ୍ଥ ଜଙ୍ଗଲ, ଗୋଚର ଓ ପତିତ ଜମିରେ ହୋଇଥିବା...
ଓଡିଶାସ୍କୁଲ ପିଲାଙ୍କୁ ରାସ୍ତାରେ ଆଣ୍ଠେଇ ମଦ୍ୟପ ଶିକ୍ଷକ ବହିଷ୍କୃତmahabharatanewsDecember 6, 2019 by mahabharatanewsDecember 6, 20190266 (ମହାଭାରତ, ଯାଜପୁର): ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଲେମ୍ବୋ ପଞ୍ଚାୟତର ବାଲିଆ ପ୍ରାଥମିକ ସ୍କୁଲରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶିକ୍ଷକ ମଦ ପିଇ ଛାତ୍ରଛାତ୍ରୀଙ୍କୁ ରାସ୍ତାରେ ଆଣ୍ଠେଇ ଦେଇଥିବା ଦେଖିବାକୁ...
ଓଡିଶାଇଞ୍ଜେକ୍ସନ ଦେଇ ନିଲମ୍ବିତ ହେଲେ ସଫେଇ କର୍ମଚାରୀmahabharatanewsDecember 6, 2019 by mahabharatanewsDecember 6, 20190318 (ମହାଭାରତ, ଢେଙ୍କାନାଳ): ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ସଫେଇ କର୍ମଚାରୀ ଇଞ୍ଜେକ୍ସନ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଇଞ୍ଜେକ୍ସନ ଦେଇଥିବା ସଫେଇ କର୍ମଚାରୀ ମନୋରମା ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି...