Category : Uncategorized

Uncategorized

ଆତଙ୍କୀ ପାଣ୍ଠି ସଂଗ୍ରହ ମାମଲାରେ ହାଫିଜ ଦୋଷୀ ସାବ୍ୟସ୍ତ

mahabharatanews
(ମହାଭାରତ/ଇସଲାମାବାଦ): ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ପାକିସ୍ତାନର ଆତଙ୍କବାଦ ନିରୋଧୀ କୋର୍ଟ ଆତଙ୍କୀଙ୍କ ପାଇଁ ପାଣ୍ଠି ସଂଗ୍ରହ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ପାକିସ୍ତାନ ଅନ୍ତର୍ଗତ ପଞ୍ଜାବ...
Uncategorized

ନାଗରିକତା ସଂଶୋଧନ ବିଲ: ସମର୍ଥନ ଜୁଟାଇବାକୁ ପାକ ହିନ୍ଦୁଙ୍କ ଅନୁରୋଧ

mahabharatanews
(ମହାଭାରତ/ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ବିଲ ଲୋକସଭାରେ ପାସ ହୋଇଛି । ଏହାରି ମଧ୍ୟରେ ପାକିସ୍ତାନ ହିନ୍ଦୁମାନେ ବିରୋଧୀଦଳର ନେତାଙ୍କୁ ଭେଟି ନାଗରିକତା ସଂଶୋଧନ ବିଲର ସମର୍ଥନ କରିବା ପାଇଁ ଅନୁରୋଧ କରିବାକୁ ନିଷ୍ପତ୍ତି ନେଇଛନ୍ତି...
Uncategorized

ନାଗରିକତା ସଂଶୋଧନ ବିଧେୟକକୁ ନେଇ ରବିଶଙ୍କ ଜବାବ

mahabharatanews
(ମହାଭାରତ/ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ବିଧେୟକତା ଉପରେ ଆମେରିକୀୟ ସଂସ୍ଥାର ମନ୍ତବ୍ୟ ଉପରେ କଡ଼ା ଜବାବ ରଖିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି, ଭାରତ ସରକାର ଏହାର...
Uncategorized

ଭାରତୀୟ ପୋଷାକ ପିନ୍ଧି ନୋବେଲ ପୁରସ୍କାର ଗ୍ରହଣ କଲେ ଅଭିଜିତ, ଇସ୍ତର

mahabharatanews
(ଷ୍ଟକହୋମ୍): ନୋବେଲ ପୁରସ୍କାର ଗ୍ରହଣ କରିବାବେଳେ ଭାରତୀୟ ପରମ୍ପରାକୁ ଅଗ୍ରାଧିକାର ଦେଇଛନ୍ତି ପ୍ରଫେସର ଅଭିଜିତ ବାନାର୍ଜୀ । ସ୍ୱିଡେନ୍ର ଷ୍ଟକହୋମ କନସର୍ଟ ହଲ୍ରେ ଏହି ପୁରସ୍କାର ସମାରୋହ ଆୟୋଜନ କରାଯାଇଥିଲା । ପୁରସ୍କାର ଗ୍ରହଣ...
Uncategorized

ଦି ମୁଣ୍ଡିଆ ସାପ ଦେଖିବାକୁ ଜନ ସମାଗମ

mahabharatanews
(ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ଦୁଇ ମୁଣ୍ଡିଆ ସାପ କଥା କହିଲେ କିଛି ଜଣ ଏହାକୁ ଗପ ଭାବି ଏଡ଼ାଇ ଦେଇଥାନ୍ତି । କିନ୍ତୁ ଏହି ଦୁଇ ମୁଣ୍ଡି଼ିଆ ସାପର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି...
Uncategorized

ସୁନୀଲ ସେଟ୍ଟୀ ନାଡାର ବ୍ରାଣ୍ଡ ଆମ୍ବାସାଡର

mahabharatanews
(ନୂଆଦିଲ୍ଲୀ): ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ନ୍ୟାଶନାଲ ଆଣ୍ଟି-ଡୋପିଂ ଏଜେନ୍ସି (ନାଡା)ର ଆମ୍ବାସଡର ଭାବେ ମଙ୍ଗଳବାର ସୁନିଲଙ୍କୁ ନିଯୁକ୍ତ କରାଯାଇଛି । ଖେଳାଳୀମାନଙ୍କ ମଧ୍ୟରେ ସଚେନତା ସୃଷ୍ଟି...
Uncategorized

ନାଗରିକତା ସଂଶୋଧନ ବିଲ୍କୁ ବିରୋଧ

mahabharatanews
(ଗୁଆହାଟୀ): ନାଗରିକତା ସଂଶୋଧନ ବିଲ୍କୁ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡିକରେ କଡା ବିରୋଧ କରାଯାଇଛି । ଏହି ବିଲ୍ ପ୍ରତିବାଦରେ ମଙ୍ଗଳବାର ଉତ୍ତର-ପୂର୍ବାଞ୍ଚଳ ଭାରତରେ ୧୧ ଘଣ୍ଟା ବନ୍ଦ ପାଳନ କରାଯାଇଛି । ପୂର୍ବାଞ୍ଚଳ ଛାତ୍ର...
Uncategorizedଅପରାଧରାଜନୀତି

ଦୁଷ୍କର୍ମ: ମାମଲାର ତୁରନ୍ତ ଶୁଣାଣି ପାଇଁ ୨୧୮ ଫାଷ୍ଟଟ୍ରାକ କୋର୍ଟ ଗଠନକୁ ଯୋଗୀଙ୍କ ମଞ୍ଜୁରୀ

mahabharatanews
(ମହାଭାରତ/ଉନ୍ନାଓ): ଉନ୍ନାଓ ଗଣଦୁଷ୍କର୍ମ-ହତ୍ୟା ଘଟଣା ପରେ ପୀଡିତା ପରିବାରକୁ ତୁରନ୍ତ ନ୍ୟାୟ ଦେବାକୁ ୟୁପି ସରକାର ରାଜ୍ୟରେ ୨୧୮ଟି ଫାଷ୍ଟଟ୍ରାକ୍ କୋର୍ଟ ଗଠନ କରିବାକୁ ମଞ୍ଜୁରୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଅ ।ଦିତ୍ୟନାଥଙ୍କ...
Uncategorized

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡରୁ ଓହରିଲେ କମଲା ହାରିଶ

mahabharatanews
(ୱାଶିଂଟନ/ମହାଭାରତ): ଆସନ୍ତାବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ । ରାଷ୍ଟ୍ରପତି ପଦବୀ ପାଇଁ ପ୍ରମୁଖ ଦାବିଦାର ଥିବା କାଲିଫର୍ଣ୍ଣିଆର ଡେମୋକ୍ରାଟିକ ସାଂସଦ କମଲା ହାରିଶ ଏବେ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି...
Uncategorized

ନୌସେନା ଦିବସ ପାଳିତ

mahabharatanews
(ମହାଭାରତ/ ନୂଆଦିଲ୍ଲୀ): ନୌସେନା ଦିବସ ଆଜି ପାଳିତ ହୋଇଯାଇଛି । ସାରା ଦେଶ ସମୁଦ୍ର ସୀମାର ରକ୍ଷା କରିବାକୁ ଯାଇ ଜୀବନ ଦେଇଥିବା ବୀର ଯବାନଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି ।...