Uncategorizedଅସନ୍ତୁଷ୍ଟ ଆତ୍ମା ମାନଙ୍କର ମହାସାଗର ରାଜନିତୀmahabharatanewsDecember 2, 2024 by mahabharatanewsDecember 2, 2024064 ରାଜନିତୀରେ ସମସ୍ତେ ଅସନ୍ତୁଷ୍ଟ । ଏହା ଅସନ୍ତୁଷ୍ଟ ଆତ୍ମା ମାନଙ୍କର ମହାସାଗର । କର୍ପୋରେଟରଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ୟ୍ୟନ୍ତ ବ୍ୟକ୍ତିମାନେ ସମସ୍ତେ ନିଜର ସଫଳତା ସତ୍ତ୍ୱେ ଅସନ୍ତୋଷ ସହ ସଂଗ୍ରାମ କରୁଛନ୍ତି।...
Uncategorizedମାଟି ତଳେ ପୋତିଥିଲେ ପୁଳା ପୁଳା ଟଙ୍କା ଓ ସୁନା ; ମୃତ୍ୟୁ ପରେ ଜାଣିଲେ ସମ୍ପର୍କୀୟmahabharatanewsDecember 2, 2024December 2, 2024 by mahabharatanewsDecember 2, 2024December 2, 2024071 ବ୍ୟୁରୋ : ମାଟି ଖୋଳୁ ଖୋଳୁ ବାହାରିଲା ପୁଳାପୁଳା ଟଙ୍କା ଓ ସୁନା। ଆଶ୍ଚର୍ଯ୍ୟ ମାନେ ହେଉଥିଲେ ବି କଥାଟି ଏକଦମ ସତ, କୋରାପୁଟ ନାରାୟଣପାଟଣା ବ୍ଲକ କେଲୁବାଡ଼ି ଗାଁର ୭୦ ବର୍ଷୀୟ ସୀତାରାମ...
Uncategorizedଓଡିଶାଗତ ଜୁନରୁ ନଭେମ୍ବର ଭିତରେ ଘଟିଥିବା ଅପରାଧର ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀmahabharatanewsDecember 2, 2024December 2, 2024 by mahabharatanewsDecember 2, 2024December 2, 2024074 ଭୁବନେଶ୍ୱର; ଗତ ଜୁନରୁ ନଭେମ୍ବର ଭିତରେ ଘଟିଥିବା ଅପରାଧର ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ ।ଏ ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଧର୍ଷଣ ୫୦୯, ଧର୍ଷଣ ଉଦ୍ୟମ ୪୧,...
Uncategorizedଖାଲି ପଡିଛି ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ୫ ହଜାର ୧୪ ଡାକ୍ତର ପଦବୀmahabharatanewsDecember 2, 2024 by mahabharatanewsDecember 2, 2024095 ରାଜ୍ୟରେ ଡାକ୍ତର ମରୁଡି। ଖାଲି ପଡିଛି ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ୫ ହଜାର ୧୪ ଡାକ୍ତର ପଦବୀ। ୩୦ ଟି ଜିଲ୍ଲାର ୩୭୫ ଟି ସିଏଚସିରେ ଖାଲି ପଡିଛି ଏହି ଡାକ୍ତରଙ୍କ ପଦବୀ।...
Uncategorizedଅଗଷ୍ଟ ୧୫ରେ ଆସିବ ସୁଭଦ୍ରା ଯୋଜନା ଏସଓପିmahabharatanewsAugust 11, 2024 by mahabharatanewsAugust 11, 20240123 ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖରେ ବହୁ ଚର୍ଚ୍ଚିତ ‘ସୁଭଦ୍ରା ଯୋଜନା’ ପାଇଁ ଓଡିଶା ସରକାର ଜାରି କରିବ ଏସଓପି। ଏଥିରେ କିଏ ପାଇବେ ଓ କିଏ ପାଇବେନି ତାର ସ୍ପଷ୍ଟ ଚିତ୍ର ରହିବ। ଏନେଇ...
UncategorizedVideo : ଭାରତରେ ଅନୁପ୍ରବେଶ ପାଇଁ ସୀମାରେ ବସିଛନ୍ତି ୫୦୦ ବାଂଲାଦେଶୀmahabharatanewsAugust 7, 2024 by mahabharatanewsAugust 7, 2024071 ନୂଆଦିଲ୍ଲୀ: ଚାରିଆଡେ ପୋଡାଜଳା, ହିଂସା ଅରାଜକତାରେ ଜଳୁଛି ବାଂଲାଦେଶ। ଦେଶରେ ଅସମ୍ଭାଳ ସ୍ଥିତି। ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡିବା ପରେ ମଧ୍ୟ ବିକ୍ଷୋଭକାରୀମାନେ ହିଂସା ଜାରି ରଖିଛନ୍ତି ।...
Uncategorizedଭୟଙ୍କର ଦୁର୍ଘଟଣା : ୪ ମୃତ, ୬ ଗୁରୁତରmahabharatanewsAugust 4, 2024 by mahabharatanewsAugust 4, 2024078 ନୂଆଦିଲ୍ଲୀ : ମଝି ରାସ୍ତାରେ ଚାଲିଗଲା ଜୀବନ । ରାସ୍ତାରେ ଛକି ବସିଥିଲା ଯମ । ଦିଲ୍ଲୀ-ମୁମ଼୍ବାଇ ଏକ୍ସପ୍ରେସ୍ ୱେରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୬ ଜଣ...
Uncategorizedମୋବାଇଲ ଦେଖିବାକୁ ବାରଣ କଲେ ବାପାମା’, କୋର୍ଟ ପହଞ୍ଚିଗଲେ ଭାଇଭଉଣୀmahabharatanewsAugust 3, 2024August 3, 2024 by mahabharatanewsAugust 3, 2024August 3, 2024090 ଇନ୍ଦୋର : ମୋବାଇଲ ନିଶା ଏମିତି ! ବାପାମା’ଙ୍କୁ କୋର୍ଟକୁ ଟାଣିଲେ ଭାଇଭଉଣୀ । ମୋବାଇଲ ପାଇଁ ଏବେ ପିଲା ଠାରୁ ବୁଢ଼ା ଯାଏଁ ସମସ୍ତେ ପାଗଳ । ମୋବାଇଲ ପାଇଁ ଥାନାରେ ଅଭିଯୋଗ...
Uncategorizedଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ସ୍ପେସ୍ ଷ୍ଟେସନ ପଠାଇବ ନାସାmahabharatanewsAugust 3, 2024 by mahabharatanewsAugust 3, 2024089 ମିଶନ ଗଗନଯାନ ପୂର୍ବରୁ ମହାକାଶକୁ ଯିବେ ଗଗନଯାତ୍ରୀ । ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ISS) ପଠାଇବ ଭାରତୀୟ ମହାକାଶ ଗବେଷଣା ସଂଗଠନ ( ନାସା) । ସେହିପରି ଏହି...
Uncategorizedୱାଇ. ବି ଖୁରାନିଆ ହୋଇପାରନ୍ତି ପରବର୍ତ୍ତୀ ଡିଜିପି !mahabharatanewsAugust 3, 2024August 3, 2024 by mahabharatanewsAugust 3, 2024August 3, 2024076 କେନ୍ଦ୍ରରୁ ଫେରିଲେ ଆଇପିଏସ୍ ୱାଇ.ବି ଖୁରାନିଆ । ବିଏସଏଫ୍ ସ୍ପେଶାଲ୍ ଡିଜି ୱାଇ.ବି ଖୁରାନିଆ କେନ୍ଦ୍ରରୁ ଫେରିଛନ୍ତି । ଏନେଇ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟର ଅନୁମୋଦନ ମିଳିଛି । ୱାଇ.ବି ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ...