ଓଡିଶାଟାଟା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ, ୧୯ ଗୁରୁତରmahabharatanewsJune 13, 2023 by mahabharatanewsJune 13, 20230105 (ଢେଙ୍କାନାଳ) : ଟାଟା ଷ୍ଟିଲ ପ୍ଲାଣ୍ଟରେ ଦେଖିବାକୁ ମିଳିଛି ଅଘଟଣ । ଗ୍ୟାସ ଲିକ୍ ହୋଇ ଆହତ ୧୯ ଶ୍ରମିକ ଆହତ ହୋଇଥିବା ଜଣା ପଡିଛି । କଣ୍ଟାବଣିଆ ମେରାମଣ୍ଡଳୀସ୍ଥିତ ଟାଟା ଷ୍ଟିଲ କାରଖାନାରେ ଏହି ଦୁର୍ଘଟଣା ଘଟିଥିବା...
Uncategorizedଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁmahabharatanewsApril 20, 2023 by mahabharatanewsApril 20, 20230132 ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବଡଝରା ଗାଁ ନିକଟରେ ଟ୍ରେନ ଧକ୍କା ରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି ।ମୃତ ବୃଦ୍ଧ ଜଣଙ୍କ ହେଉଛନ୍ତି ବଡଝରା ଗ୍ରାମର ସାରଙ୍ଗ ସାହୁ ।...
ଓଡିଶାରେଙ୍ଗାଲି ବାମ ପାର୍ଶ୍ୱ ମୁଖ୍ୟ କେନାଲ ରାସ୍ତା ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନmahabharatanewsJanuary 3, 2023 by mahabharatanewsJanuary 3, 20230125 ଢେ଼ଙ୍କାନାଳ : ପରଜଙ୍ଗ ବ୍ଲକ୍ ରେଙ୍ଗାଲି ବାମ ପାର୍ଶ୍ୱ ମୁଖ୍ୟ ଖାଲପାଳ ପରିକେନାଲ୍ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏଠାରେ ସମ୍ମାନୀତ ଅତିଥି ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଧାୟକ ଡାକ୍ତର ନୃସିଂହ ଚରଣ...
ଓଡିଶାବିଜେପି ପକ୍ଷରୁ ମହିଳା ଲାଭାର୍ଥୀ ସମ୍ମୀଳନୀ ଅନୁଷ୍ଠିତmahabharatanewsDecember 24, 2022December 24, 2022 by mahabharatanewsDecember 24, 2022December 24, 20220116 ଢେଙ୍କାନାଳ : ପରଜଙ୍ଗ ବ୍ଲକ ପାଣି ପଚାୟତ ସଭା ଗୃହ ଠାରେ ଆଜି ବିଜେପି ମହିଳା ମୋର୍ଚ୍ଚାର ପ୍ରବାସ କାର୍ୟ୍ୟକ୍ରମ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଯୋଜନା ର ମହିଳା ଲାଭାର୍ଥୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି...
Accidentଓଡିଶାଦୁର୍ଘଟଣାକ୍ୟାରମ ଖେଳୁଥିବା ବେଳେ ହଠାତ୍ ଛାତରୁ ଡେଇଁ ପଡିଲେ ଫାୟାରମ୍ୟାନ୍mahabharatanewsSeptember 13, 2022 by mahabharatanewsSeptember 13, 20220136 ଢେଙ୍କାନାଳ : କ୍ୟାରମ ଖେଳୁଥିବା ବେଳେ ହଠାତ୍ ଉଠି ପଳାଇଲେ ଫାୟାରମ୍ୟାନ୍ । ଏହାପରେ କେହି କିଛି ଭାବିବା ପୂର୍ବରୁ ଛାତକୁ ଯାଇ ଡେଇଁ ପଡ଼ିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଦେଖଣାଳ ଜିଲ୍ଲାରେ।...
ଅପରାଧଓଡିଶାଭିଜିଲାନ୍ସ ଜାଲରେ କଲେଜ କରାଣି ଉତ୍ତମ ରାଉତmahabharatanewsAugust 23, 2022August 23, 2022 by mahabharatanewsAugust 23, 2022August 23, 20220255 ଢେଙ୍କାନାଳ: ଭିଜିଲାନ୍ସ ପଞ୍ଝାରେ କଲେଜ କିରାଣି । ଏ ଘଟଣା ଘଟିଛି ଢେଙ୍କନାଳ ଆଇନ ମହାବିଦ୍ୟାଳୟରେ । ଏହି ମହାବିଦ୍ୟାଳୟର ଉତ୍ତମ ରାଉତ ନାମକ ଜଣେ କିରାଣୀ ଲ’ ସାର୍ଟିଫିକେଟ କରାଇ ଦେବା ନାହଁରେ...
ଓଡିଶାଯୁବଶକ୍ତି ସମର୍ପିତ ଓଡି଼ଶା ଆନୁକୂଲ୍ୟରେ ସେଚ୍ଛାକୃତ ରକ୍ତଦାନ ଶିବିରmahabharatanewsAugust 19, 2022 by mahabharatanewsAugust 19, 20220167 ଢେଙ୍କାନାଳ: ଡେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ ବରିହାପୁର ଉତ୍ତ ପ୍ରାଥମିକ ବିଦ୍ୟାଳୟରେ ସେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଯୁବଶକ୍ତି ସମର୍ପିତ ଓଡି଼ଶା ସଂଗଠନ ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ...
ଓଡିଶାଭାରତକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତ୍ରିରଙ୍ଗା ପଦଯାତ୍ରାmahabharatanewsJuly 31, 2022 by mahabharatanewsJuly 31, 20220117 ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନରେ ତ୍ରିରଙ୍ଗା ପଦଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ। ବିଶ୍ବର ସର୍ବ କନିଷ୍ଠ ଶହୀଦ ବୀର ବାଜି ରାଉତଙ୍କ ଗାଁରେ ତ୍ରିରଙ୍ଗା ପଦଯାତ୍ରା ଆରମ୍ଭ କରି ଭୁବନ ସ୍ଥିତ...
ଅପରାଧଓଡିଶାଜେଲ ପାଚେରୀ ଡେଇଁ ଦୁଇ ବିଚାରାଧୀନ କଏଦୀ ଫେରାରmahabharatanewsJuly 19, 2022July 19, 2022 by mahabharatanewsJuly 19, 2022July 19, 20220135 ପାଲଲହଡା: ଜେଲ ପାଚେରୀ ଡେଇଁ ଦୁଇ ବିଚାରାଧୀନ କଏଦୀ ଫେରାର ହୋଇଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ବଡ଼ଭାଇକୁ ମରଣାନ୍ତକ ଆକ୍ରମଣ କରି ସାନ ଭାଇ ବସନ୍ତ ମହାକୁଳ ଗତ ମାର୍ଚ୍ଚ ୩୧ ତାରିଖରେ ପାଲଲହଡା...
ଓଡିଶାରାମିଆଳ ନଦୀରେ ଭାସିଗଲେ ବୃଦ୍ଧା ମହିଳାmahabharatanewsSeptember 23, 2021 by mahabharatanewsSeptember 23, 20210126 ଭୁବନ: ଶୌଚ ହେବା ସମୟରେ ବଢି ପାଣିରେ ଭାସିଗଲେ ଜଣେ ବୃଦ୍ଧା । ରାମିଆଳ ନଦୀରେ ଶୌଚ କରିବା ମହଙ୍ଗା ପଡିଛି ବିଧବା ବୃଦ୍ଧା ବାଲି ତରେଇଙ୍କୁ । ଡେଙ୍କାନାଳ ଜିଲ୍ଳା ଭୁବନ ବ୍ଲକ...