Accidentଓଡିଶାଦୁର୍ଘଟଣାଯୋଗାଯୋଗହିଞ୍ଜିଳିକାଟୁ ସହର ସିନେମା ହଲ ଛକ ନିକଟରେ ସଡ଼କରେ ଦୁର୍ଘଟଣା ରେ ଯୁବକ ଗୁରୁତର।mahabharatanewsFebruary 20, 2026 by mahabharatanewsFebruary 20, 2026016 ହିଞ୍ଜିଳିକାଟୁ ସହର ସିନେମା ହଲ ଛକ ନିକଟରେ ସଡ଼କ ରେ ଦୁର୍ଘଟଣା ରେ ଯୁବକ ଗୁରୁତର। ଆସ୍କା ରୁ ବ୍ରହ୍ମପୁର ଆଭିମୁଖେ ଯାଉଥିବା ବାଲି ବୋଝେଇ ହଇୱା ଧକ୍କା ରେ ଯୁବକ ଗୁରୁତର ହୋଇଥିବା...
ଅପରାଧଓଡିଶାଏରିୟର କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀmahabharatanewsOctober 8, 2025 by mahabharatanewsOctober 8, 2025087 ଗଞ୍ଜାମ:- ଭିଜିଲାନ୍ସ ଜାଲରେ କାର୍ଯ୍ୟ ନିର୍ବାହୀ ଅଧିକାରୀ । ଏରିୟର କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ଧରାପଡିଗଲେ ଭିଜିଲାନ୍ସ ହାତରେ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ...
ଅପରାଧଓଡିଶାସ୍ପେଶାଲ୍ ଡ୍ରାଇଭରେ ଗଞ୍ଜାମ ପୋଲିସକୁ ବଡ଼ ସଫଳତାmahabharatanewsMay 4, 2025May 4, 2025 by mahabharatanewsMay 4, 2025May 4, 20250169 ଗଞ୍ଜାମ-: ଗଞ୍ଜାମ ପୋଲିସ ଜିଲ୍ଲାକୁ ମିଳିଲା ବଡ଼ ସଫଳତା l ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅପରାଧୀମାନେ ସକ୍ରିୟ ହୋଇ ବିଭିନ୍ନ ଅପରାଧିକ କାଣ୍ଡ ଘଟାଉଥିବା ବେଳେ ଗଞ୍ଜାମ ପୋଲିସ ଏକ ସ୍ୱତନ୍ତ୍ର ଡ୍ରାଇଭ...
ଓଡିଶାଜୁନ ୪ ତାରିଖ ପର୍ଯ୍ୟନ୍ତ ଗଞ୍ଜାମରେ ସବୁ ଦୋକାନ, ବଜାର ବନ୍ଦmahabharatanewsMay 28, 2024 by mahabharatanewsMay 28, 20240151 (ଗଂଜାମ) : ନିର୍ବାଚନ ପରେ ବି ଗଞ୍ଜାମରେ ହିଂସା ଉଗ୍ର ରୂପ ଧାରଣ କରିଛି । ରାଜନୈତିକ ହିଂସା ରୋକିବାକୁ ପୋଲିସର ବଡ଼ ପଦକ୍ଷେପ । ଜୁନ ୪ ତାରିଖ ପର୍ଯ୍ୟନ୍ତ ରାତି ସାଢ଼େ...
ଓଡିଶାଗଞ୍ଜାମର ହିଞ୍ଜିଳି-ଶେରଗଡ଼ ଓ ଖଲ୍ଲିକୋଟରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର;ଲୋକଙ୍କୁ ଦେଲେ ବିକାଶର ହିସାବmahabharatanewsMay 7, 2024 by mahabharatanewsMay 7, 20240108 (ଗଂଜାମ) : ଗଞ୍ଜାମର ହିଞ୍ଜିଳି-ଶେରଗଡ଼ ଓ ଖଲ୍ଲିକୋଟରେ କାର୍ତ୍ତିକ ପାଣ୍ଡିଆନଙ୍କ । ମାରାଥନ ପ୍ରଚାର, ବିଶାଳ ରୋଡ ସୋ, ରାସ୍ତାର ଦୁଇପାର୍ଶ୍ୱରେ ଭବ୍ୟ ସମ୍ୱର୍ଦ୍ଧନା ଦେଲେ ଜନତା । ବିରୋଧୀଦଳ ବିଜେପି ଉପରେ କଲେ...
ଓଡିଶାବେଆଇନ ବାଣ ତିଆରି ବେଳେ ବିସ୍ପୋରଣ mahabharatanewsOctober 28, 2023 by mahabharatanewsOctober 28, 20230127 (ଗଂଜାମ) : ବେଆଇନ ବାଣ ତିଆରି ବେଳେ ଅଘଟଣ । ବାଣ ବିସ୍ପୋରଣ ଘଟିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା...
ଓଡିଶାଘୁମୁସରରେ ବାଘ ଗଣନା ଆରମ୍ଭ mahabharatanewsOctober 16, 2023 by mahabharatanewsOctober 16, 20230136 (ଗଂଜାମ) : ଆଜିଠୁ ପ୍ରଥମ ପର୍ଯ୍ୟାୟ ବାଘ ଗଣନା ଆରମ୍ଭ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ୫ଟି ରେଞ୍ଜ୍ର ୭୫ଟି ବିଟ୍ରେ ଆସନ୍ତା...
ଓଡିଶାସରିଲା ଚିତାର ସତ୍କାର କାର୍ଯ୍ୟmahabharatanewsAugust 10, 2023 by mahabharatanewsAugust 10, 20230124 (ଭଞ୍ଜନଗର) : ସରିଲା ଚିତାର ସତ୍କାର କାର୍ଯ୍ୟ । ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ବନାଞ୍ଚଳର ବୁଦୁଲି-ମୁଜାଗଡ଼ ରାସ୍ତାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟାରେ ଅଜଣା ଗାଡ଼ି ଧକ୍କାରେ...
ଓଡିଶାବନ୍ୟଜନ୍ତୁ ଆକ୍ରମଣ ; ପାଗଳ ବିଲୁଆ କାମୁଡ଼ାରେ ୭ ଆହତmahabharatanewsAugust 2, 2023 by mahabharatanewsAugust 2, 20230171 (ଗଂଜାମ) : ଦିନକୁ ଦିନ ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ସାହସପୁର ଗ୍ରାମରେ । ପାଗଳ ବିଲୁଆ କାମୁଡ଼ାରେ ୬ ମହିଳା ଓ ଜଣେ ପୁରୁଷ...
ଓଡିଶାଦିଗପହଣ୍ଡି ଦୁର୍ଘଟଣା : ଗିରଫ ହେଲା ଓଏସଆରଟି ବସ୍ ଡ୍ରାଇଭରmahabharatanewsJune 27, 2023 by mahabharatanewsJune 27, 20230121 (ଗଂଜାମ) : ଗିରଫ ହେଲା ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ଫେରାର ଥିବା OSRTC ଡ୍ରାଇଭର । ବସ୍ ଡ୍ରାଇଭରକୁ ଭୁବନେଶ୍ୱରରୁ ଗିରଫ କଲା ପୋଲିସ । ଦୁର୍ଘଟଣା ପରେ ଡ୍ରାଇଭର ଅନ୍ୟ ଏକ ବସ୍ରେ ଭୁବନେଶ୍ୱର ପଳାଇ...