ଭାରତନିଜ ମୁଣ୍ଡ କାଟି ଅଗ୍ନିକୁଣ୍ଡରେ ଆତ୍ମବଳି ଦେଲେ ଦମ୍ପତିmahabharatanewsApril 18, 2023 by mahabharatanewsApril 18, 20230174 ରାଜକୋଟ : ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ଯାଇଛି ଅନେକ ଜୀବନ । ଆଜିକା ଦିନରେ ବି ଏଭଳି ସଭ୍ୟ ସମାଜରେ କିଛି ଏମିତି ବ୍ୟକ୍ତି ବିଶେଷ ଅଛନ୍ତି ଯେଉଁମାନେ ଅନ୍ଧ ବିଶ୍ୱାସକୁ ବିଶ୍ୱାର ଆକ୍ଷା...
ଖେଳଘରୋଇ ପ୍ରତିଯୋଗିତା ଗୁଡ଼ିକର ପୁରସ୍କାର ରାଶି ବୃଦ୍ଧି କଲା ବିସିସିଆଇmahabharatanewsApril 17, 2023 by mahabharatanewsApril 17, 20230352 ନୂଆଦିଲ୍ଲୀ : ବିସିସିଆଇ ଘରୋଇ ପ୍ରତିଯୋଗିତାଗୁଡ଼ିକ ପାଇଁ ପୁରସ୍କାର ରାଶି ବୃଦ୍ଧି କରିଛି। ଏନେଇ ବିସିସିଆଇ ସଂପାଦକ ଜୟ ଶାହା ଘୋଷଣା କରିଛନ୍ତି। ବିସିସିଆଇର ଏହି ଘୋଷଣା ମୁତାବକ ଚଳିତ ବର୍ଷର ରଣଜୀ ଟ୍ରଫି...
ଭାରତଵାଣିଜ୍ୟମେ’ ପହିଲାରୁ ବଦଳିବ GST ନିୟମmahabharatanewsApril 15, 2023 by mahabharatanewsApril 15, 20230298 ନୂଆଦିଲ୍ଲୀ: ଆସନ୍ତା ମେ’ ମାସ ପହିଲାରୁ ଆରମ୍ଭରୁ ବଦଳିବାକୁ ଯାଉଛି ଜିଏସଟିର ନିୟମ । ଜିଏସ୍ଟିଏନ୍ କହିଛି ଯେ ମେ’ ପହିଲାଠାରୁ ଇନଭଏସ୍ ରେଜିଷ୍ଟ୍ରେସନ୍ ପୋର୍ଟାଲ୍ (ଆଇଆରପି)ରେ କୌସି କାରବାରର ରସିଦ ଅପଲୋଡ୍ କରିବା...
ଖେଳଆହତ ଖେଳାଳିଙ୍କୁ ଦିଆଯାଏ କେତେ ଦରମା?mahabharatanewsApril 15, 2023 by mahabharatanewsApril 15, 20230197 ମୁମ୍ବାଇ : ଖେଳାଳିଙ୍କ ଧମକାଦାର୍ ଛକା ଚୌକାରେ ଜମୁଛି ଆଇପିଏଲ ମ୍ୟାଚ୍। ପ୍ରତ୍ୟେକ ମ୍ୟାଚ ରୋମାଞ୍ଚକର ହେଉଥିବା ବେଳେ ସଂଘର୍ଷ ଦେଖିବାକୁ ମିଳୁଛି । ଖେଳାଳିଙ୍କ ଭିତରେ ଯେତିକି ଯୋଷ ଦର୍ଶକ ଙ୍କ ମନରେ...
ଖେଳମୁହାଁମୁହିଁ ହେବେ ବାଙ୍ଗାଲୋର-ଲକ୍ଷ୍ନୌmahabharatanewsApril 10, 2023 by mahabharatanewsApril 10, 20230182 ଲକ୍ଷ୍ନୌ : ଆଜି ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ। କେଏଲ୍ ରାହୁଲଙ୍କ ସୁପର ଜାଏଣ୍ଟ୍ସ ନିଜର ଚତୁର୍ଥ ମ୍ୟାଚ୍ରୁ ତୃତୀୟ ବିଜୟ ଲକ୍ଷ୍ୟରେ ରହିଥିଲା ବେଳେ ଫାଫ୍...
ଖେଳସିନିୟର ମହିଳା ଜାତୀୟ କୋଚିଂ କ୍ୟାମ୍ପ ପାଇଁ ହକି ଇଣ୍ଡିଆ 33 ସଦସ୍ୟଙ୍କ ନାମ ଘୋଷଣାmahabharatanewsApril 8, 2023 by mahabharatanewsApril 8, 20230188 ନୂଆଦିଲ୍ଲୀ : ସିନିୟର ମହିଳା ଜାତୀୟ କୋଚିଂ କ୍ୟାମ୍ପ ପାଇଁ ହକି ଇଣ୍ଡିଆ ଶନିବାର ଦିନ 33 ସଦସ୍ୟ ବିଶିଷ୍ଟ କୋର ସମ୍ଭାବ୍ୟ ଗୋଷ୍ଠୀ ନାମକରଣ କରିଛି, ଯାହା ଏପ୍ରିଲ 9 ରୁ ମେ...
ଖେଳରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ବଡ ଝଟକାmahabharatanewsApril 4, 2023 by mahabharatanewsApril 4, 20230163 ନୂଆଦିଲ୍ଲୀ : ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ବଡ ଝଟକା । ଆର୍ସିବି ପେସ୍ ବୋଲର ରିସି ଟପ୍ଲେ ଆଘାତପ୍ରାପ୍ତ ହୋଇଛନ୍ତି। ଏଠାରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କର ଡାହାଣ...
ଖେଳଭାରତଆଜି ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଶହ ମୁହଁ ମୁହି ହେବ ଗୁଜରାଟ ଟାଇଟନ୍ସmahabharatanewsApril 4, 2023 by mahabharatanewsApril 4, 20230159 ନୂଆଦିଲ୍ଲୀ : ଆଜି ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଶହ ମୁହଁ ମୁହି ହେବ ଗୁଜରାଟ ଟାଇଟନ୍ସ। ଗୁଜରାଟ ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରଇ ଥିବା ବେଳେ ଦିଲ୍ଲୀ...
ରାଜନୀତିଦୋଷୀସାବ୍ୟସ୍ତ ହେବା ଉପରେ ରୋକ ଆବେଦନର ଶୁଣାଣି ମେ ୩ରେmahabharatanewsApril 3, 2023 by mahabharatanewsApril 3, 20230190 ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କୁ ମିଳିଲା ଆଶ୍ବସ୍ତି। ଏପ୍ରିଲ ୧୩ ଯାଏ ବଢିଲା ରାହୁଲ ଗାନ୍ଧୀଙ୍କ ଜାମିନ ଅବଧି । ତଳ କୋର୍ଟର ଦଣ୍ଡାଦେଶକୁ ଗୁଜରାଟ ସୁରଟର ଉପର କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ରାହୁଲ...
ଖେଳଭାରତପରଲୋକରେ ପୂର୍ବତନ କ୍ରିକେଟର ସଲିମ ଦୁରାନୀmahabharatanewsApril 3, 2023 by mahabharatanewsApril 3, 20230214 ନୂଆଦିଲ୍ଲୀ : ପରଲୋକରେ ପୂର୍ବତନ କ୍ରିକେଟର ସଲିମ ଦୁରାନୀ । ଷାଠିଏ-ସତୁରୀ ଦଶକର ଅନ୍ୟତମ ଚର୍ଚ୍ଚିତ କ୍ରିକେଟର୍ ସୁଲିମ ଦୁରାନୀଙ୍କର ରବିବାର ୮୮ ବର୍ଷ ବୟସରେ ପରଲୋକ ଘଟିଛି। ସେ ବହୁ ଦିନ ଧରି...