ଖେଳମାଦ୍ରିଦ୍ ସ୍ପେନ୍ ମାଷ୍ଟର୍ସ ଉପବିଜୟିନୀ ପିଭି ସିନ୍ଧୁmahabharatanewsApril 3, 2023 by mahabharatanewsApril 3, 20230200 ମାଦ୍ରିଦ: ଉପବିଜୟିନୀ ପିଭି ସିନ୍ଧୁ | ଦୁଇ ଥର ଅଲିମ୍ପିକ୍ ପଦକ ବିଜୟିନୀ ଏବେ ମାଦ୍ରିଦ୍ ସ୍ପେନ୍ ମାଷ୍ଟର୍ସ ସୁପର ୩୦୦ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଉପବିଜୟିନୀ ହୋଇଛନ୍ତି। ରବିବାର ମହିଳା ଏକକ ଫାଇନାଲ୍ରେ ଦ୍ବିତୀୟ...
ଭାରତମନୋରଞ୍ଜନବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଗୁରୁବାର ସକାଳେ ପରଲୋକ ଘଟିଛିmahabharatanewsMarch 9, 2023March 9, 2023 by mahabharatanewsMarch 9, 2023March 9, 20230195 ମୁମ୍ବାଇ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଗୁରୁବାର ସକାଳେ ପରଲୋକ ଘଟିଛି। ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳଙ୍କୁ ତାଙ୍କୁ ୬୭ ବର୍ଷ...
ଭାରତଶୁକ୍ରବାର ୨ ଜଣଙ୍କୁ ମାରିଥିଲା, ଆଜି ନିଜେ ମରିଗଲା, ଗୋଡାଇ ଗୋଡାଇ ଛାତିକୁ ଗୁଳି ମାରିଲା ପୋଲିସmahabharatanewsFebruary 27, 2023 by mahabharatanewsFebruary 27, 20230220 ପ୍ରୟାଗରାଜ: ଉତ୍ତର ପ୍ରଦେଶର ପୂର୍ବତନ ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କ ହତ୍ୟା ମାମଲାରେ ସଂପୃକ୍ତ ଥିବା ଜଣେ ଅପରାଧୀକୁ ଏନକାଉଣ୍ଟର କରିଛି ପ୍ରୟାଗରାଜ ପୋଲିସ । ଏହି ଅପରାଧୀର...
ଭାରତଵାଣିଜ୍ୟବଜେଟ ଉପସ୍ଥାପନ : ସବୁ ବର୍ଗର ବ୍ୟକ୍ତିଙ୍କୁ ଖୁସି କରିବାକୁ ଚେଷ୍ଟା କରିପାରନ୍ତି କେନ୍ଦ୍ରସରକାରmahabharatanewsFebruary 1, 2023February 1, 2023 by mahabharatanewsFebruary 1, 2023February 1, 20230335 ନୂଆଦିଲ୍ଲୀ : ଆଜି ଆସିବ ସାଧାରଣ ବଜେଟ | ମୋଦି ସରକାରଙ୍କ ଦ୍ୱତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ | 2024ରେ ସାଧାରଣ ନିର୍ବାଚନ ଥିବାରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ | ସଂସଦରେ...
ଖେଳଫାଇନାଲ୍ରେ ଇଂଲଣ୍ଡକୁ ୭ ୱିକେଟ୍ରେ ହରାଇଲା ଭାରତୀୟ ମହିଳା କ୍ରିକେଟ ଟିମ୍mahabharatanewsJanuary 30, 2023 by mahabharatanewsJanuary 30, 20230192 ନୂଆଦିଲ୍ଲୀ : ଅଣ୍ଡର-୧୯ ଟ୍ବେଣ୍ଟି-୨୦ ବିଶ୍ବକପ୍ର ପ୍ରଥମ ସଂସ୍କରଣ ବିଜେତା ହୋଇଯାଇଛି ଭାରତୀୟ ମହିଳା କ୍ରିକେଟ ଟିମ୍ | ଇଂଲଣ୍ଡକୁ ୭ ଓ୍ଵିକେଟରେ ହରାଇ ବିଶ୍ୱକପ ହାତେଇଛି ଭାରତ । ଦକ୍ଷିଣ ଆଫ୍ରିକାରେ...
ଖେଳଭାରତକୋହଲି ଏବଂ ଶୁଭମନ ଗିଲଙ୍କଦମଦାର ଶତକmahabharatanewsJanuary 15, 2023 by mahabharatanewsJanuary 15, 20230205 ତିରୁଭନନ୍ତପୁରମ: କୋହଲି ଏବଂ ଶୁଭମନ ଗିଲଙ୍କ ଦମଦାର ଶତକ | କୋହଲି ୧୬୬ ରନ ଏବଂ ଶୁଭମନ ଗିଲ ୧୧୬ ରନ କରି ଦମଦାର ଶତକ ହାସଲ କରିଛନ୍ତି | ଭାରତ ଆଜି ୫୦...
ବିଶ୍ୱଭାରତମନୋରଞ୍ଜନମିସ୍ ୟୁନିଭର୍ସ ୨୦୨୨ ଆର୍ ବୋନୀ ଗେବ୍ରିଏଲ୍mahabharatanewsJanuary 15, 2023 by mahabharatanewsJanuary 15, 20230227 ନୂଆଦିଲ୍ଲୀ: ଘୋଷଣା ହୋଇଯାଇଛି ମିସ୍ ୟୁନିଭର୍ସ ୨୦୨୨ । ମିସ୍ ୟୁନିଭର୍ସ ୨୦୨୨’ ମୁକୁଟ ପିନ୍ଧିଛନ୍ତି ଆମେରିକାର ଆର୍ ବୋନୀ ଗେବ୍ରିଏଲ୍ । ବିଶ୍ୱରୁ ୮୪ ପ୍ରତିଯୋଗୀଙ୍କୁ ପଛରେ ପକାଇ ଗେବ୍ରିଏଲ୍ ଏହି ମୁକୁଟ...
ଦୁର୍ଘଟଣାଭାରତ୭୨ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ଗୁର୍ଘଟଣାଗ୍ରସ୍ତmahabharatanewsJanuary 15, 2023 by mahabharatanewsJanuary 15, 20230187 ନୂଆଦିଲ୍ଲୀ: ଆଜି ୭୨ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ଏଟିଆର-୭୨ ନେପାଳର ପୋଖରାଠାରେ ଗୁର୍ଘଟଣା ହୋଇଛି । ସୂଚନା ମୁତାବକ ବଡ ଦୁଃଖର ବିଷୟ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ...
Uncategorizedଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆଙ୍କ ଅଫିସରେ ରେଡ୍ କରିଛି ସିବିଆଇmahabharatanewsJanuary 14, 2023 by mahabharatanewsJanuary 14, 20230204 ନୂଆଦିଲ୍ଲୀ: ସିବିଆଇ ଆଜି ରେଡ୍ କରିଛି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆଙ୍କ ଅଫିସରେ । ଆପ୍ ନେତା ନିଜେ ସିସୋଦିଆ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସିବିଆଇ ଆଜି ପୁଣି...
ଭାରତଭାରତ ଯୋଡୋ ଯାତ୍ରା ବେଳେ ହୃଦଘାତରେ କଂଗ୍ରେସ ସାଂସଦ ସନ୍ତୋଖ ସିଂହ ଚୌଧୁରୀଙ୍କ ପରଲୋକmahabharatanewsJanuary 14, 2023January 14, 2023 by mahabharatanewsJanuary 14, 2023January 14, 20230185 ଚଣ୍ଡିଗଡ: ଦେଶରେ କଂଗ୍ରେସ ପକ୍ଷରୁ ଭାରତ ଯୋଡୋ ଯାତ୍ରା ଜାରି ରହିଛି । ହେଲେ ଆଜି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଭାରତ ଯୋଡୋ ଯାତ୍ରା ବେଳେ ହୃଦଘାତରେ କଂଗ୍ରେସ ସାଂସଦ...