ଅପରାଧଓଡିଶାନିଜକୁ ଗୁଳି କରିଲେ CRPF ଅଫିସରmahabharatanewsApril 25, 2023 by mahabharatanewsApril 25, 20230220 ନିଜ ସର୍ଭିସ ରିଭଲଭରରୁ ନିଜକୁ ଗୁଳି ଜୀବନ ହାରିଛନ୍ତି ସିଆରପିଏଫ ଅଫିସର । ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସୁନୀଲ କୁମାର ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।ସୁନୀଲ କୁମାର ସିଆରପିଏଫ ମୁଖ୍ୟ...
ଓଡିଶା୩ଦଫା ଦାବିରେ ରାଜପଥ ଅବରୋଧmahabharatanewsApril 25, 2023 by mahabharatanewsApril 25, 20230147 ଢେଙ୍କାନାଳ:ରୋଧ କରିଛନ୍ତି ଗ୍ରାମବାସୀ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମୁଣ୍ଡେଇଲ ଛକ ନିକଟରେ ୩ ଦଫା ଦାବିରେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଗେଲ୍ହେଇ କାଟେଣୀ ଗ୍ରାମବାସୀ । ଅଭିଯୋଗ...
ଓଡିଶାପାଣିପାଗକାଳବୈଶାଖୀ ପରେ ୨୬ ରୁ ପଶ୍ଚିମା ଝଡ଼mahabharatanewsApril 25, 2023 by mahabharatanewsApril 25, 20230164 ଭୁବନେଶ୍ୱର :ଏବେ ରାଜ୍ୟରେ ୪-୫ ଦିନ ବର୍ଷ ଜାରି ରହିଥିବା ବେଳେ ଆସନ୍ତା ୨୬ରୁ ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ ଦେଖାଯିବ ।ଏହା ଉତ୍ତର-ପୂର୍ବ ବାଂଲାଦେଶ ଓ ଏହାର ପାଖାପାଖି ଅଞ୍ଚଳରେ ସୃଷ୍ଟି ହୋଇଛି...
ଖେଳଭାରତମନୋରଞ୍ଜନବିରୁଷ୍କାଙ୍କ ଡାନ୍ସ ଭିଡିଓ ଭାଇରାଲmahabharatanewsApril 24, 2023 by mahabharatanewsApril 24, 20230183 ଭାରତୀୟ କ୍ରିକେଟର ଓ ବଲିଉଡ ଯୋଡି କଥା ଆସିଲେ ପ୍ରଥମେ ମନରେ ଆସେ ଅନୁଷ୍କା ଶର୍ମା ଓ ବିରାଟ କୋହଲି । ଅନୁଷ୍କା ବଲିଉଡର ଜଣେ ଆଗ ଧାଡିର ହିରେଇନ । ସେହିପରି ବିରାଟ...
ଓଡିଶାପାଣିପାଗଆଗକୁ ତାପମାତ୍ରା ବଢିପାରେmahabharatanewsApril 24, 2023 by mahabharatanewsApril 24, 20230153 ଭୁବନେଶ୍ୱର: ଶୁକ୍ରବାର ପରି ସନିବାର ମଧ୍ୟ ରାଜ୍ୟରେ କାଳବୈଶାଖ ପ୍ରଭାବ ଦୋଖିବାକୁ ମିଳିଛି ସେଥିପାଇଁ ତାପମାତ୍ରା କମ୍ ରହିଛି । ଆଜି କାଳବୈଶଖୀ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ କୁଆପଥର ସହ ବର୍ଷା ହେବାର...
ଅପରାଧଭାରତଆତ୍ମସମର୍ପଣ କଲା ଅମୃତପାଲ ସିଂmahabharatanewsApril 23, 2023 by mahabharatanewsApril 23, 20230184 ଚଣ୍ଡିଗଡ: କିଛି ଦିନ ଳୁଚକାଳି ଖେଳିବା ପରେ ଶେଷରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଅମୃତପାଲ୍ ସିଂ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି ।ବଶେଷସୂତ୍ରରୁ ରୁ ଏହା ଜଣା ପଡିଛି ପଞ୍ଜାବର ମୋଗା ପୁଲିସ ନିକଟରେ ଆତ୍ମସମର୍ପଣ...
ଅପରାଧଓଡିଶାଚୋର ଡାଳେ ଡାଳେ ଗଲେ ପୋଲିସ ପତ୍ରେ ପତ୍ରେ ଯାଏmahabharatanewsApril 22, 2023 by mahabharatanewsApril 22, 20230179 କଳାହାଣ୍ଡି :ଦିନକୁ ଦିନଗଞ୍ଜେଇ ଚୋରା ଚାଲାଣ ବଢ଼ି ବାରେ ଲାଗିଛି ଗଞ୍ଜେଇ ମାଫିଆ । ମାନଙ୍କ ମୁଖ୍ୟ ରାସ୍ତା ହେଇଛି କଳାହାଣ୍ଡି ଜିଲ୍ଲା ଏହି ରାସ୍ତା ଦେଇ ସବୁ ବେଳେ ଗଞ୍ଜେଇ ଚୋରା ଚାଲାଣ...
ଓଡିଶାପାଣିପାଗତିନୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂmahabharatanewsApril 22, 2023 by mahabharatanewsApril 22, 20230181 ଭୁବନେଶ୍ୱର: ଭୁବନେଶ୍ୱର ପାଣି ପାଗ ବଭାଗ ଦ୍ୱାରା ତିନୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛନ୍ତି । ଆଜି ତିନୋଟି ଜିଲ୍ଲାରେ ବର୍ଷା ଘଡଘଡି ସହ ୩୦ରୁ ୪୦ କିମି ବେଗରେ ପବନ ବହିପାରେ ।...
ଖେଳଭାରତରଜନୀକାନ୍ତ ଭଳି ପୋଜ୍ ଦେଲେ ଧୋନିmahabharatanewsApril 21, 2023April 21, 2023 by mahabharatanewsApril 21, 2023April 21, 20230172 ସୁପରଷ୍ଟାର ରଜନୀକାନ୍ତ ପୋଜ୍ ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି । ଚେନ୍ନାଇ ସୁପରକିଙ୍ଗସରେ ଏକ ଇଭେଣ୍ଟରେ ଏମଏସ ଧୋନିର ଏକ ଫୋଟ ସ୍କ୍ରିନରେ ଦେଖିବାକୁ ମିଳିଥିଲା...
ଅପରାଧଓଡିଶାଗଞ୍ଜେଇ ଚେରା ଚାଲାଣ ମାମଲାରେ୧୦ବର୍ଷ ଜେଲmahabharatanewsApril 20, 2023 by mahabharatanewsApril 20, 20230209 କଳାହାଣ୍ଡି:ବହୁ ଚର୍ଚ୍ଚିତ ୟୁପି ଗଞ୍ଜେଇ ଚାଲାଣ ମାମଲା ।ଦୁଇ ଅଭିଯୁକ୍ତ ଙ୍କୁ ୧୦ବର୍ଷ ସଜା ଶୁଣାଇଲେ ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୈରାଜଜ୍ ଗତ ୨୦୨୨ ଜାନୁଆରୀ୨୬ ରେ ଏକ ୟୁପି ନମ୍ବର ବସର ଡିକି...